Prakruti ଓ Babushan ଙ୍କ ବିବାଦରେ ଆସିଲା ନୂଆ ଟ୍ଵିଷ୍ଟ, ହାଇକୋର୍ଟ ଦେଲେ ଏମିତି ଅର୍ଡର…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରକୃତି ମିଶ୍ର, ତୃପ୍ତି ଓ ବାବୁଶାନଙ୍କ ମଧ୍ୟରେ କିଛି ଦିନ ତଳେ ହୋଇଥିବା ଘଟଣାରେ ଆସିଛି ଏକ ନୂଆ ମୋଡ । ତେବେ ବହୁ ଚର୍ଚିତ ଷ୍ଟାର ବାବୁଶାନ, ପ୍ରକୃତି ଓ ତୃପ୍ତିଙ୍କ ମାମଲା ନିକଟରେ ବହୁ ଚର୍ଚାକୁ ଆସିଥିଲା । ତେବେ ବାବୁଶାନ ଓ ପ୍ରକୃତିଙ୍କ ମଧ୍ୟରେ ରହିଥିବା ସମ୍ପର୍କକୁ ବାବୁଷାନଙ୍କ ସ୍ତ୍ରୀ ଏକ ଅନୈତିକ ସମ୍ପର୍କର ଆକ୍ଷା ଦେଇଥିଲେ । ଏହା ସହିତ ବିଚ ରାସ୍ତାରେ ବାବୁଶାନ ଓ ପ୍ରକୃତି ଗାଡିରେ ଯାଉଥିବା ସମୟରେ

ବାବୁଶାନଙ୍କ ସ୍ତ୍ରୀ ତୃପ୍ତି ରାସ୍ତା ଉପରେ ଗାଡିକୁ ଅଟକାଇ ପ୍ରକୃତିଙ୍କ ଉପରେ ଆ-ଟା-କ କରିଥିଲେ । ତାପରେ ଉଭୟ ଅଭିନେତ୍ରୀ ପ୍ରକୃତି ଓ ତୃପ୍ତିଙ୍କ ମଧ୍ୟରେ ବିଚ ରାସ୍ତା ଉପରେ ଧସ୍ତାଧସ୍ତି ହୋଇଯାଇଥିଲା । ତେବେ ଯେଉଁ ଘଟଣାକୁ ଆଧାର କରି ଅଭିନେତ୍ରୀ ପ୍ରକୃତି କୋର୍ଟର ଦ୍ଵାରସ୍ଥ ହୋଇଥିଲେ । ଏହା ଛଡା ପ୍ରକୃତି କହିଥିଲେ । ଏହା କି ଯେ ମାନ୍ୟବର ହାଇକୋର୍ଟ ଏହି ଘଟଣା ଉପରେ ଶୁଣାଣି କରି ମୋତେ ନ୍ୟାୟ ଦିଅନ୍ତୁ ।

ତେବେ ପ୍ରକୃତିଙ୍କ ଉପରେ ତୃପ୍ତି ରାସ୍ତା ଉପରେ କରିଥିବା ଗଣ୍ଡଗୋଳକୁ ନେଇ ଅଭିନେତ୍ରୀ ପ୍ରକୃତି ମିଶ୍ର ତୃପ୍ତିଙ୍କ ନାମରେ କୋର୍ଟର ଦ୍ଵାରସ୍ଥ ହୋଇଥିଲେ । ତେବେ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ମଧ୍ୟ କୋର୍ଟରେ ଏହି ମାମଲା ପଡି ରହିଥିଲା । ତେବେ ବର୍ତ୍ତମାନ ସେହି ଷ୍ଟାର ଘର କଳିରେ ଏକ ନୂଆ ଟ୍ଵିଷ୍ଟ ଶୁଣିବାକୁ ମିଳିଛି । ଯେଉଁଠାରେ ମାନ୍ୟବର ହାଇକୋର୍ଟଙ୍କ ପ୍ରକୃତି ମିଶ୍ର, ବାବୁଶାନ ଓ ତୃପି ମାମଲାକୁ ନେଇ ନିଜର ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି ।

ଯେଉଁଠାରେ କି ହାଇକୋର୍ଟର ନିଷ୍ପତ୍ତି ଅନୁଯାଇ ଏହି ମାମଲା ଉପରେ କୋର୍ଟରେ କୌଣସି ପ୍ରକାର ବିଚାର କରାଯାଇ ଶୁଣାଣୀ କରାଯିବ ନାହିଁ । ତେବେ ଏହି ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରିବ ନାହିଁ ବୋଲି ମନା କରିଦେଇଛି । ତେବେ ପ୍ରକୃତି ମିଶ୍ର, ବାବୁଶାନ ଓ ତୃପ୍ତି ମାମଲା ଭୁବନେଶ୍ବର DCP ଏହାକୁ ବୁଝିବେ ।

ତେବେ ଏହି ଘଟଣାର ସମସ୍ଯାକୁ ଭୁବନେଶ୍ବର DCP ବୁଝି ଏହାର ସମାଧାନ କରିବେ । ତେବେ ହାଇକୋର୍ଟରୁ ବିଫଳ ହେବା ପରେ ଏବେ ଭୁବନେଶ୍ବର DCP ଙ୍କ ଉପରେ ଭରଷା କରି ନ୍ୟାୟ ପାଇବା ଆଶାରେ ରହିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ଏସଏଏଚ ଯୋଡି ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *