ଝିଅର ଏମିତି ଇଞ୍ଜେକ୍ସନ ଦେବା ଆଗରୁ ଆପଣ କେବେ ବି ଦେଖି ନଥିବେ, ଝିଅଟି ଯାହା କଲା ନା…ଥରେ ଦେଖନ୍ତୁ ଏହି Video ହସି ହସି ଗଡିବେ ଆପଣ !

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଦେଶରେ କରୋନା ମହାମାରୀ ଦୀର୍ଘ ଦୁଇ ବର୍ଷ ହେବ ଲାଗି ରହିଥିଲା ।

କରୋନା ମହାମାରୀର ପ୍ରଥମ ଲହର ପରେ ଦ୍ଵିତୀୟ ଲହର ଆସିଥିଲା ଓ ସେହି ସମୟରେ ଭାରତ ସରକାର ଦେଶରେ କରୋନା ଟୀକା ପ୍ରଚଳନ କରିଥିଲେ । ତେବେ ଏବେ ଦେଶର ସମସ୍ତ ଲୋକ କରୋନା ଟୀକା ନେଇ ସାରିଛନ୍ତି । କରୋନା ଟୀକା ନେବା ସମୟର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ହେଲେ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଏପରି ମଜାଦାର ଭିଡିଓ ନେଇ ଆସିଛୁ ଯାହା ଦେଖିଲେ ଆପଣ ନିଜ ହସ ରୋକିପାରିବେ ନାହିଁ ।

ବନ୍ଧୁଗଣ ଅନେକ ମହିଳା ଇଞ୍ଜେକ୍ସନ ନେବା ପାଇଁ ଭୟ କରିଥାନ୍ତି । ଆଉ ଏହି ଭିଡିଓରେ ମଧ୍ୟ ଏଭଳି କିଛି ଦେଖିବାକୁ ମିଳିଛି । ଏହି ଭିଡିଓରେ ଜଣେ ମହିଳା କରୋନା ଟୀକା ନେବା ପାଇଁ ଟୀକା କେନ୍ଦ୍ରକୁ ଯାଇଛନ୍ତି । ବନ୍ଧୁଗଣ ଭାଇରାଲ ହେଉଥିବା ଏହି ଭିଡିଓଟିକୁ ଟିକେ ଭଲ ରେ ଦେଖନ୍ତୁ । ଭିଡିଓରେ ଜଣେ ମହିଳା କରୋନା ଟୀକା ନେବା ପାଇଁ ଆସିଛନ୍ତି ହେଲେ ତାଙ୍କ ମନରେ ବହୁତ ଭୟ ଅଛି ।

ସେ ବାରମ୍ବାର ଚିତ୍କାର କରୁଛନ୍ତି ଓ ସମୟ ମାଗୁଛନ୍ତି । ଟୀକା ନେବା ସମୟରେ ମହିଳା ଯେଉଁ ଭଳି ଭାବରେ ଚିତ୍କାର କରୁଛନ୍ତି ତାହା ଦେଖିଲେ ଆପଣ ବହୁତ ହସିବେ । ତେବେ ଏହି ଭିଡିଓଟିକୁ ଦେଖି ଅନେକ ଲୋକ ନିଜ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ତେବେ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ  ।

Leave a Reply

Your email address will not be published. Required fields are marked *