Interesting Gk- ଗୋଟିଏ ମହିଳା ନିଜ ସଂପୂର୍ଣ୍ଣ ଜୀବନ ଭିତରେ କେତୋଟି ଛୁଆଙ୍କୁ ଜନ୍ମ ଦେଇପାରିବ ? କଣ ଆପଣ ଜାଣିଛନ୍ତି ?

ବନ୍ଧୁଗଣ, ଆଜି ଆମ୍ଭେ ଏଭଳି କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ, ଯାହା ଆପଣଙ୍କ ପାଇଁ ବେସ ଲାଭକାରୀ ସାବ୍ୟସ୍ଥ ହେବ । ସାଧାରଣତଃ ଛାତ୍ରଛାତ୍ରୀ ମାନେ ଏଭଳି କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ ଜାଣିନଥିବେ ଯାହା ତାଙ୍କୁ ଅନେକ ସମୟରେ କୌଣସି ଠାରେ ପଚରା ଯାଇଥିବ । ତେବେ ଆସନ୍ତୁ ଜାଣିନେବା ସେହିଭଳି କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ ।

୧;- ମହିଳା ନିଜ ସଂପୂର୍ଣ୍ଣ ଜୀବନ ଭିତରେ କେତୋଟି ଛୁଆ ଙ୍କୁ ଜନ୍ମ ଦେଇପାରିବ ?

ଉତ୍ତର;- ୪୦ ଛୁଆ ଙ୍କୁ ।

୨;- ଘୋଡା ଶରୀରରେ କଣ ମିଳି ନଥାଏ ?

ଉତ୍ତର;- gall bladder ।

୩;- ଭାରତର କେଉଁ ରାଜ୍ୟରେ ସବୁଠାରୁ କମ ମୁସଲମାନ ରହିଥାନ୍ତି ?

ଉତ୍ତର;- ସିକ୍କିମ ରେ ।

୪;- ଟର୍ଚ୍ଚ କୁ ହିନ୍ଦୀ ରେ କଣ କୁହାଯାଏ ?

ଉତ୍ତର;- ମଶାଲ ।

୫;- ଦୁନିଆର କେଉଁ ବ୍ୟକ୍ତିଙ୍କର ୩୯ ପତ୍ନୀ ଏବଂ ୯୪ ଛୁଆ ଥିଲେ ?

ଉତ୍ତର;- ଜିୟୋନା ଚାନା ।

୬;- ଏଭଳି କେଉଁ ଜିନିଷ ଅଛି ଯାହା ଗରମ କରିବା କ୍ଷଣି ଜମିଯାଇଥାଏ ?

ଉତ୍ତର;- ଅଣ୍ଡା ।

୭;- ସଂପୂର୍ଣ୍ଣ ଦୁନିଆ ମଧ୍ୟରୁ କେଉଁ ଦେଶରେ ଚିନୀ ସବୁଠାରୁ ଅଧିକ ଖାଇଥାନ୍ତି ?

ଉତ୍ତର;- କ୍ୟୁବା ର ଲୋକ ।

୮;- ଭାରତର କେଉଁ ଗ୍ରାମରେ ସବୁଠାରୁ ଅଧିକ ସଂସ୍କୃତ କୁହାଯାଇଥାଏ ?

ଉତ୍ତର;- ମେଟ୍ରୋ ଗାଁ ଆନ୍ଦ୍ରପ୍ରଦେଶ ।

୯;- ବିଶ୍ଵ ର ପ୍ରଥମ କାର କେଉଁ କମ୍ପାନୀ ବନାଇଥିଲା ?

ଉତ୍ତର;- ହୁଣ୍ଡାଇ କମ୍ପାନୀ ।

୧୦;- ସରକାରୀ ଚାକିରୀ ପାଇବା ନିମନ୍ତେ ସବୁଠାରୁ ପ୍ରଥମ ପରୀକ୍ଷା କେଉଁ ଦେଶ ଆରମ୍ଭ କରିଥିଲା ?

ଉତ୍ତର;- ଚୀନ ଦେଶ ।

୧୧;- ପ୍ରଧାନ ମନ୍ତ୍ରୀ ହେବା ନିମନ୍ତେ କମ ସେ କମ ଆୟୁ କେତେ ହେବା ଆବଶ୍ୟକ ?

ଉତ୍ତର;- ୨୫ ବର୍ଷ ।

୧୨;- ସଂପୂର୍ଣ୍ଣ ପୃଥିବୀ ମଧ୍ୟରୁ ସବୁଠାରୁ ଅଧିକ ଗ୍ୟାସ କେଉଁଟା ଦେଖିବାକୁ ମିଳିଥାଏ ?

ଉତ୍ତର;- oxygen gas ।

୧୩;- ପୁରୁଷ ଙ୍କ ବଡ ହେଉ କି ଛୋଟ ବିବାହ ପରେ ସବୁ ମହିଳା କୁ ନେବାକୁ ହୋଇଥାଏ ?

ଉତ୍ତର;- ସରନେମ ।

୧୪;- ନବଜାତ ଶିଶୁ କେତୋଟି ରଙ୍ଗ କୁ ଦେଖିପାରିବ ?

ଉତ୍ତର;- ଦୁଇଟି ରଙ୍ଗ କଳା ଏବଂ ଧଳା ।

୧୫;- ଏଭଳି କେଉଁ ଜିନିଷ ଅଛି ଯାହାକୁ ଆମ୍ଭେ ଖାଇଥାଉ ମାତ୍ର ତାକୁ ଦେଖି ନଥାଉ ?

ଉତ୍ତର;- ରାଣ ।

୧୬;- ଭାରତର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ଙ୍କ ନାମ କଣ ?

ଉତ୍ତର;- ଚନ୍ଦ୍ରବାବୁ ନାୟଡୁ ।

୧୭;- ସବୁ ପକ୍ଷୀ ଆଗକୁ ଉଡିଥାନ୍ତି ମାତ୍ର ଗୋଟିଏ ପକ୍ଷୀ ରହିଥାଏ ଯାହା ପଛକୁ ଉଡିଥାଏ ତାହାର ନାମ କୁହନ୍ତୁ ?

ଉତ୍ତର;- କିୱି ପକ୍ଷୀ ।

୧୮;- ଯଦି କୌଣସି ବ୍ୟକ୍ତି ଲୁଣ କମ ଖାଇଥାଏ ତେବେ ତାକୁ କେଉଁ ବିମାରୀ ହେବାର ସମ୍ଭାବନା ଅଧିକ ରହିଥାଏ ?

ଉତ୍ତର;- ଘେଘା ରୋଗ ।

୧୯;- ଝିଅ ଶରୀରର କେଉଁ ଜିନିଷ ଆମ୍ଭେ ଖାଇଥାଉ ?

ଉତ୍ତର;- ଲେଡି ଫିଙ୍ଗର । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *