ଏହି ବୟସରେ ଝିଅ ମାନେ ଶାରୀରିକ ସମ୍ପର୍କ ରଖିବା ପାଇଁ ହୋଇଥାନ୍ତି ପାଗଳ

 

ସାଧାରଣତଃ ବିବାହ ପରେ ପ୍ରତ୍ୟକ ଦମ୍ପତ୍ତି ପରସ୍ପର ମଧ୍ୟରେ ଶାରୀରିକ ସମ୍ପର୍କ ରଖିଥାନ୍ତି । କାରଣ ପ୍ରତ୍ୟକ ବୈବାହିକ ଦମ୍ପତ୍ତି ପାଇଁ ଏହି ସମ୍ପର୍କ ରଖିବା ବହୁତ ଜରୁରୀ ହୋଇଥାଏ । ହେଲେ ବର୍ତ୍ତମାନର ଦୁନିଆରେ ଯୁବ ପିଢୀ ମାନଙ୍କ ମାନସିକତା ବହୁତ ପୃଥକ ହୋଇସାରିଛି । ବର୍ତ୍ତମାନ ସମୟରେ ପ୍ରେମ ସମ୍ବନ୍ଧ ସାଧାରଣ ହୋଇସାରିଛି । କିନ୍ତୁ ଏହି ସମ୍ବନ୍ଧ ରଖିବା ପାଇଁ କିଛି ସମୟ ସୀମା ରହିଛି । ହେଲେ ଆଜି ଆମେ ଆପଣ ମାନଙ୍କୁ ଝିଅ ମାନଙ୍କ ଏକ ବୟସ ସୀମା ବିଷୟରେ କହିବୁ ଯେଉଁ ସମୟରେ ସେମାନେ ଶାରୀରିକ ସମ୍ପର୍କ ରଖିବା ପାଇଁ ପାଗଳ ହୋଇଥାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ଶାରୀରିକ ସମ୍ବନ୍ଧ ବିନା ବୈବାହିକ ଜୀବନ ଅଧୁରା ହୋଇଥାଏ । ପୂର୍ବକାଳରେ ବିବାହ ପରେ ଜଣେ ପୁରୁଷ ଓ ଜଣେ ମହିଳା ପରସ୍ପର ମଧ୍ୟରେ ଶାରୀରିକ ସମ୍ପର୍କ ରଖୁଥିଲେ । ଏହା ଜୀବନରେ ମଧୁରତା ଆଣିଥାଏ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମର ବୃଦ୍ଧି ହୋଇଥାଏ । ଯେତେବେଳେ ଜଣେ ମହିଳା ବିବାହ କରିଥାଏ, ବିବାହର କିଛି ଦିନ ପରେ ମହିଳାଙ୍କ ସ୍ଵଭାବ ଏବଂ ବ୍ୟବହାରରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ବାହାଘର ପରେ ମହିଳା ମାନେ ଶାରୀରିକ ସମ୍ପର୍କ ବିଷୟରେ କଥା ହେବା ପାଇଁ ବହୁତ ଲାଜ କରିଥାନ୍ତି ।

ହେଲେ ମହିଳାମାନେ ଶାରୀରିକ ସମ୍ପର୍କ ପାଇଁ ଏକ ନିର୍ଦ୍ଧିଷ୍ଟ ବୟସରେ ବହୁତ ଆଗ୍ରହୀ ହୋଇଥାନ୍ତି । ହିନ୍ଦୁ ଧର୍ମ ଅନୁସାରେ ସାଧାରଣତଃ ଝିଅ ମାନଙ୍କ ବିବାହ ୨୫ ବର୍ଷ ମଧ୍ୟରେ କରାଯାଇଥାଏ । ବିବାହ ଓ ସମ୍ବନ୍ଧ ପରେ ନାରୀ ମାନଙ୍କ ମଧ୍ୟରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଏହି ସମୟରେ ସେମାନଙ୍କ ଲାଜ ସଂପୂର୍ଣ୍ଣ ରୂପେ ଯାଇନଥାଏ । ୨୫ ରୁ ୩୦ ବର୍ଷ ବୟସ ମଧ୍ୟରେ ମହିଳା ମାନେ ସନ୍ତାନ ସୁଖ ପ୍ରାପ୍ତ କରିଥାନ୍ତି । ଯାହାଫଳରେ ସେମାନଙ୍କ ପାଇଁ ଏହି ପାଞ୍ଚ ବର୍ଷ ବହୁତ ବ୍ୟସ୍ତରେ ଅତିବାହିତ ହୋଇଥାଏ ।


ଯେତେବେଳେ ମହିଳାକୁ ୩୦ ରୁ ୩୫ ବର୍ଷ ବୟସ ହୋଇଯାଏ, ସେତେବେଳେ ସେମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି । କାରଣ ଏହି ବୟସରେ ସେମାନଙ୍କର କୌଣସି ପ୍ରକାରର ଲାଜ ରହିନଥାଏ । ଏହି ବୟସରେ ମହିଳା ମାନେ ଶାରୀରିକ ସମ୍ବନ୍ଧ କରିବା ପାଇଁ ଅଧିକ ପସନ୍ଦ କରିଥାନ୍ତି ଏବଂ ଏହି ବୟସରେ ଶାରୀରିକ ସମ୍ବନ୍ଧ ରଖିବା ପାଇଁ ମହିଳାମାନେ ପାଗଳ ମଧ୍ୟ ହୋଇଥାନ୍ତି ।

ଆପଣଙ୍କୁ ଲେଖାଟି ପସନ୍ଦ ଆସିଥିଲେ ଗୋଟିଏ ସେୟାର କରିବେ ଓ ଲେଖାଟି ସଂପୂର୍ଣ୍ଣ ପଢି ଥିବାରୁ ଆପଣଙ୍କୁ ଧନ୍ୟବାଦ ଓ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *