ଦିଲ୍ଲୀ ଯିବା ପୂର୍ବରୁ ଝିଅକୁ କଣ କହି ଗଲେ ଦ୍ରୌପଦୀ (Draupadi Murmu) ? ଭାବୁକ ହୋଇ ଝିଅ କହିଲେ ଏମିତି…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଭାବୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଝିଅ କହିଛନ୍ତି ଯେ ତାଙ୍କ ମା’ ଯେତିକି ସରଳ ସେତିକି ସାଧାରଣ । ଏକ ଖୋଲା ବହି ଅଟନ୍ତି ତାଙ୍କ ମା’ ଏହା ସହିତ ତାଙ୍କ ମନରେ ଗର୍ବ ଅହଂକାର ବୋଲି କିଛି ନାହିଁ । କାଲି ସେ ଯାହା ଥିଲେ ଆଜି ମଧ୍ୟ ଠିକ ସେମିତି । ଦ୍ରୌପଦୀ ମୁର୍ମୁ ଙ୍କୁ ଏୟାରପୋର୍ଟ ଛାଡି ଆସିଥିବା ଝିଅ ଇତିଶ୍ରୀ କିଛି ଏଭଳି ବାଖ୍ୟା କରିଛନ୍ତି ତାଙ୍କୁ ଜନ୍ମ ଦେଇଥିବା ମା’ ଙ୍କ ବିଷୟରେ ।

ସବୁଠାରୁ ଆଶ୍ଚର୍ଯ୍ୟ ର କଥା ଦିଲ୍ଲୀ ଯିବା ପୂର୍ବ ରୁ ତାଙ୍କ ଝିଅ କୁ କୌଣସି ରାଜନୀତି ର କଥା କହିନାହାଁନ୍ତି ଦ୍ରୌପଦୀ ମୁର୍ମୁ । କେବଳ ଆଦେଶ ଦେଇଛନ୍ତି ଯେ ଘର ସମ୍ଭାଳିବୁ ଯତ୍ନ ନେବୁ । ଜଣେ ମହିଳା ରଜ ପଦବୀ ର ଯେତେବେ ବଡ ପଦବୀ ରେ ଥାନ୍ତୁ ନା କାହିଁକି ? ମା’ ର ମମତା ସେହି ପଦ ପଦବୀ ର ଗୁଲାମ ହୋଇଥାଏ । ପୁଅ ଝିଅ ପାଇଁ ସବୁବେଳେ ଉଛୁଳି ପଡେ ମା’ ଙ୍କ ମମତା ।

ମା’ ଦେଶ ସମ୍ଭାଳିବେ ଝିଅ ଘର ସମ୍ଭାଳିବେ । ତେବେ ମା’ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଦିଲ୍ଲୀ ଯିବା ପୂର୍ବ ରୁ ଝିଅ କୁ ଘରର ଦାଇତ୍ଵ ଦେଇଯାଇଛନ୍ତି । ଘର ଦେଖିବା ସହିତ ଛୁଆ ମାନଙ୍କ କଥା ବୁଝିବା କଥା କହିଛନ୍ତି ତାଙ୍କ ଝିଅ ଇତିଶ୍ରୀ କୁ । ମା’ ଦେଶର ସର୍ବୋଚ୍ଚ ପଦ ରେ ବସିବେ ବୋଲି ଝିଅ ର ଆଶା ଏବଂ ବିଶ୍ଵାସ । ଏବଂ ମା’ ଦେଇଯାଇଥିବା ଦାଇତ୍ଵ କୁ ଝିଅ ଇତିଶ୍ରୀ କରିବାକୁ ପ୍ରସ୍ତୁତ ।

ମା’ ର ଆଦେଶ କୁ ଅବହେଳା କିଏ ବା କରେ ? ଝିଅ ଇତିଶ୍ରୀ କହିଛନ୍ତି ଯେ ମୁଁ ବର୍ତ୍ତମାନ ମା’ ଙ୍କ ପାଖରେ ରହୁଛି । ଆମ୍ଭେ ମା’ ଝିଅ ମିଶି ରହୁଛେ ଏଣୁ ଘର ସମ୍ଭାଳି ଛୁଆ ମାନଙ୍କ କଥା ବୁଝି ଭଲରେ ରହିବାକୁ ମା’ ମୋତେ କହି ଯାଇଛନ୍ତି । ସତରେ ମା’ ଏବଂ ସନ୍ତାନ ଙ୍କ ମଧ୍ୟରେ ଥିବା ସମ୍ପର୍କ ର ସେତୁ କୁ କୌଣସି ମଧ୍ୟ ସମୁଦ୍ର ଧୋଇ ପାରେ ନାହିଁ ।

ଆଉ ମା’ ଦେଇଥିବା ଶିକ୍ଷା ସନ୍ତାନ କେବେ ମଧ୍ୟ ଭୁଲିପାରେ ନାହିଁ । ମା’ ଙ୍କ ର ଯେମିତି ସାଧାରଣ ଆଚରଣ ଝିଅ ର ମଧ୍ୟ ସମାନ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *