କ୍ୟାମେରାରେ କଏଦ ହେଇଗଲା କିଛି ଏମିତି ଘଟଣା, ଯାହାକୁ ଦେଖିଲେ ଆପଣଙ୍କ ହୋସ ଉଡିଯିବ ! ଦେଖନ୍ତୁ Video

ଆଜି ଆମେ ଆପଣଙ୍କ ପାଇଁ ପୁଣି ଥରେ କିଛି ମଜାଦାର, ଆଶ୍ଚର୍ଯ୍ୟକର ଭିଡିଓର କିଛି ଦୃଶ୍ୟ ନେଇ ଆସିଛୁ । କିଛି ଭିଡିଓ ଏମିତି ଅଛି ଯାହାକୁ ଦେଖିବା ପରେ ଆପଣ କିଛି ସମୟ ପାଇଁ ଚିନ୍ତା କରିବାକୁ ଲାଗିବେ । କି ଏହା କେମିତି ସମ୍ଭବ । ତେବେ ଚାଳନ୍ତୁ ସେହିଭଳି କିଛି ଭିଡିଓ ବିଷୟରେ କହିବା । ଭାରତୀୟ ଲୋକମାନେ ଚାଲାଣ ଠାରୁ ବଞ୍ଚିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଉପାୟ କରିଥାନ୍ତି । କିନ୍ତୁ ମଧ୍ୟପ୍ରଦେଶର ଏହି ଯୁବକକୁ ଦେଖନ୍ତୁ । ଯିଏକି ମାସ୍କ ଜାଗାରେ ନିଜ ସ୍ତ୍ରୀର ସାୟାକୁ ବାନ୍ଧି ଦେଇଛି ।

କହିବାକୁ ଗଲେ କରୋନା କାଳରେ ଲୋକମାନେ ମାସ୍କ ପିନ୍ଧୁଛନ୍ତି କି ନାହିଁ ଏହା ଚେକ କରିବା ପାଇଁ ପୋଲିସ ଚେକିଙ୍ଗ କରୁଥିଲେ । ଏହି ସମୟରେ ଯେତେବେଳେ ଏହି ବ୍ୟକ୍ତି ଜଣକ ଦୂରରୁ ଦେଖିଲେ କି ପୋଲିସ ମାସ୍କ ପାଇଁ ଚାଲାଣ କାଟୁଛନ୍ତି ତେବେ ବ୍ୟକ୍ତି ଜଣକ ଘରକୁ ନେଇ ଯାଉ ଥିବା ସ୍ତ୍ରୀର ନୂଆ ସାୟାକୁ ମୁହଁରେ ବାନ୍ଧି ଦେଲେ । ଯାହାକୁ ଦେଖି ପୋଲିସ ବାଲା ହସିବାକୁ ଲାଗିଲେ ଓ ବିନା ଚାଲାଣରେ ଯିବାକୁ ଦେଲେ ।

ଅକ୍ଟୋବର ୨୦୧୯ରେ ଭାରତୀୟ ରେଲୱେ ମନ୍ତ୍ରାଳୟ ନିଜର ୟୁଟ୍ଯୁବ ଚ୍ଯାନେଲରେ ଗୋଟିଏ କ୍ଲିପ ଅପ୍ଲୋଡ କରି କହିଲେ କି ତାଙ୍କର ସିସିଟିଭି ଷ୍ଟାଫ ଦାମୋଦର ରେଲୱେ ଷ୍ଟେସନରେ ହେଉଥିବା ଲଗାତାର ଚୋରୀ କରୁଥିବା ଚୋରକୁ ଧରିଲେ । ପ୍ରଥମେ ଏହି ଷ୍ଟେସନରେ ଆରପିଏଫ ପୋଲିସକୁ ସୂଚନା ମିଳିଲା କି ଏଠି ଜଣେ ମହିଳାର ବ୍ୟାଗ ଚୋରୀ ହୋଇ ଯାଇଛି ।

ଏହା ପରେ ସିସିଟିଭି ଟିମ ଯାଞ୍ଚ କରି ଜାଣି ପାରିଲେ କି ଚୋର ପ୍ରଥମେ ନିଜର ଶିକାରକୁ ଟାର୍ଗେଟ କରୁଛି ଓ କିଛି ସମୟ ଗଲା ପରେ ମହିଳାର ପର୍ସରୁ ବ୍ୟାଗ କାଢି ନେଉଛି । ପୁଣି ଗୋଟିଏ ଦିନ ପରେ ପୂଜା ନାମକ ଜଣେ ମହିଳା ନିଜର ମୁହଁ ଲୁଚାଇ ସେହି ପ୍ଲାଟଫର୍ମରେ ଆସୁଥିବାର ଦେଖିଲେ । କିନ୍ତୁ ଏହା ପୂର୍ବରୁ ଆରପିଏଫ ଟିମ ତାକୁ ଧରି ନେଲେ ।

ଏଠି ଜଣେ ମହିଳା ଫ୍ୟାନକୁ ଫିଟିଙ୍ଗ କରୁଥିଲା । କିନ୍ତୁ ତାକୁ ଫ୍ୟାନ ବିଷୟରେ ଅଧିକ କିଛି ଜଣା ନ ଥିଲା ସେଥିପାଇଁ ସେ ଫ୍ୟାନର ଉପର କଭରକୁ ଲଗାଇ ପାରିଲା ନାହିଁ । ଶେଷରେ ବହୁତ ଚେଷ୍ଟା ପରେ ଯେତେବେଳେ ସେ ଲଗାଇ ପାରିଲେ ନାହିଁ ତେବେ ଓଲଟା ଫ୍ୟାନର ସେଫଟି କାଭରକୁ ଗୋଇଠା ମାରିବାକୁ ଲାଗିଲେ ।

ଆପଣମାନେ ପ୍ରାୟତଃ ଲୋକମାନଙ୍କୁ ଟ୍ରାଫିକ ରୁଲ ଭାଙ୍ଗି ଥିବାର ଦେଖିଥିବେ । କିନ୍ତୁ ଧରା ପଡିଲେ ପୋଲିସ ତାଙ୍କର ଚାଲାଣ କାଟିଥାଏ । ଏଠି ବି ଜଣେ ବ୍ୟକ୍ତି ଭୁଲ ରାସ୍ତାରେ ଟ୍ରାଫିକ ରୁଲ ଭାଙ୍ଗି ଚାଲୁ ଥିବା ଗାଡି ସାମ୍ନାରେ ନିଜ ଗାଡି ନେଇ ରାସ୍ତା ପାର କରୁଥିଲା । କିନ୍ତୁ ଏହି ସମୟରେ ଜଣେ ତାରଫିକ ପୋଲିସ ସଙ୍ଗେ ସଙ୍ଗେ ଦୌଡି ଆସି ସେହି ଯୁବକର ଗାଡି ଉପରେ ଯାଇ ବସି ଗଲା । ଯାହାକୁ ଦେଖି ସେଠି ଥିବା ଲୋକମାନେ ହସିବା ଆରମ୍ଭ କରି ଦେଲେ ।

Leave a Reply

Your email address will not be published. Required fields are marked *