Ollywood ହିରୋଇନ Koel Banerjee ଙ୍କ ମୋଟ ସମ୍ପତ୍ତି କେତେ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଯେଉଁ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି କୋଏଲ ବାନାର୍ଜୀ ।

ଆପଣ ମାନେ ସମସ୍ତେ କୋଏଲଙ୍କୁ ଅନେକ ଓଡିଆ ଫିଲ୍ମରେ ନିଶ୍ଚୟ ଦେଖିଥିବେ । କୋଏଲଙ୍କ ଜବରଦସ୍ତ ଅଭିନୟ ଓ ତାଙ୍କ ସୁନ୍ଦରତାକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ତେବେ ବନ୍ଧୁଗଣ କୋଏଲ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ କୋଏଲ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ କୋଏଲ ବାନାର୍ଜୀଙ୍କ ସମ୍ପତି ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, କୋଏଲ ଏବେ ଦ୍ଵିତୀୟ ବିବାହ କରିଛନ୍ତି । ବିବାହ କରିବା ପରେ ସେ ବହୁତ ଚର୍ଚ୍ଚାରେ ରହୁଛନ୍ତି ।

କୋଏଲ ହେଉଛନ୍ତି ଜଣେ ବଙ୍ଗୀୟ ଅଭିନେତ୍ରୀ ସେ ୨୦୧୩ ମସିହାରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ଓ ତାଙ୍କ ଭାଗ୍ୟ ବଦଳି ଯାଇଥିଲା । ସେ ସୁଟିଙ୍ଗ ସେଟରେ ବବି ମିଶ୍ରଙ୍କୁ ଭଲ ପାଇ ବିବାହ କରିଥିଲେ ହେଲେ କିଛି ବିବାଦ ହେତୁ ୨୦୨୧ ମସିହାରେ କୋଏଲ ବବି ମିଶ୍ରଙ୍କ ଠାରୁ ଅଲଗା ହୋଇ ବଙ୍ଗଳା ଚାଲିଯାଇଥିଲେ । ଗତ କିଛି ଦିନ ତଳେ କୋଏଲ ନିଜ ବୟଫ୍ରେଣ୍ଡ ଅନିପ ଘୋସଙ୍କ ସହ ଦ୍ଵିତୀୟ ବିବାହ କରିଛନ୍ତି ।

ଅନିପ ଘୋସ ହେଉଛନ୍ତି ଜଣେ ବଙ୍ଗୀୟ ଅଭିନେତା ସେ ବଙ୍ଗଳା ସିରିଏଲରେ ଅଭିନୟ କରନ୍ତି । ବନ୍ଧୁଗଣ କୋଏଲ ମଧ୍ୟ ଏବେ ବଙ୍ଗଳା ସିରିଏଲରେ ଅଭିନୟ କରୁଛନ୍ତି । ମିଡିଆ ରିପୋର୍ଟସ ଅନୁସାରେ କୋଏଲଙ୍କ ପାଖରେ ୨ କୋଟିରୁ ୩ କୋଟି ଟଙ୍କାର ସମ୍ପତ୍ତି ଅଛି । ବର୍ତ୍ତମାନ ସମୟରେ ସେ ବଙ୍ଗଳା ସିରିଏଲରେ ଅଭିନୟ କରିବା ପାଇଁ ୩୦ ରୁ ୪୦ ହଜାର ଟଙ୍କା ନେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ କୋଏଲ ବାନାର୍ଜୀ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *