ଝିଅ ନୁହେଁ ତୁ ଉର୍ବଶୀ ରିଲ୍ସ କରିଥିବା ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଘଟଣାକୁ ନେଇ ଆସିଛି ବଡ ଖବର

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଶୁଭଲକ୍ଷ୍ମୀ ଜଣେ ଚାଲାକ ଓ ଚୁଲବୁଲ ଝିଅ ଥିଲେ । ଯିଏ କି ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିଲେ । ତାଙ୍କ ଜୀବନ ହସଖୁସିର ଗନ୍ତାଘର ଥିଲା । ଯେଉଁ ବି ନୂଆ ଗୀତ ଆସୁ ତାହାକୁ ସାଙ୍ଗେ ସାଙ୍ଗେ ରିଲ୍ଲ  କରି ଇନଷ୍ଟା ରେ ପକାଉଥିଲେ ।  ଝିଅ ନୁହେଁ ତୁ ଉର୍ବଶୀ ରିଲ୍ସ ଅଛି କିନ୍ତୁ ଶୁଭ ଲକ୍ଷ୍ମୀ ନାହାଁନ୍ତି । ଘରୁ ବାପାମାଆଙ୍କୁ କହି ଆଖିରେ ଅନେକ ସ୍ଵପ୍ନକୁ ଧରି ସହରକୁ ଆସିଥିଲେ  ଶୁଭ ଲକ୍ଷ୍ମୀ । ତେବେ  ଏଭଳି କଣ ଘଟିଗଲା ତାଙ୍କ ସହିତ ? ଏହା କଣ ଆତ୍ମହତ୍ୟା ବା ସୁଚିନ୍ତିତ ହ-ତ୍ୟା ।

କାରଣ ଏହି ଯୁବତୀଙ୍କ ମୃତଦେହ ମିଳିଥିଲା ହୋଟେଲ ନମ୍ବର 205 ରେ । ରିଲସରେ ମଜାକରି ଡ୍ୟାନ୍ସ କରୁଥିବା ଏହି ଯୁବକଟି  ହେଉଛନ୍ତି ଭୁବନେଶ୍ଵର ସ୍ଥିତ ରମାଦେବୀ କଲେଜର +2 ଯୁକ୍ତ ଛାତ୍ରୀ । ହେଲେ ଗତଦୁଇ ଦିନ ତଳେ ହୋଟେଲ ରେ ତାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ଏହା ପରେ ଏବେ ପ୍ରଶ୍ନ ଉଠୁଛି କି ତାଙ୍କ ସହ ଟ୍ରେନ ରେ ବସି ରିଲ୍ସ କରୁଥିବା ଯୁବକଙ୍କ ନାଁ କଣ ଉଭୟ ମିଶି କୁଆଡେ ଯାଉଥିଲେ ?

ତେବେ ଏହାକୁ ନେଇ ପୋଲିସ ତଦନ୍ତ କରିଥିଲା କିନ୍ତୁ ଏ ପର୍ଯ୍ୟନ୍ତ କୋଣସି ତଥ୍ୟ ମିଳିନୀ । ସୂଚନା ଅନୁସାରେ ଶୁକ୍ରବାର ରାତି 3 ଟା 20 ରେ ସାଇନ ମାରି ହୋଟେଲ ଭିତରକୁ ପ୍ରବେଶ କରିଥିଲେ ଶୁଭଲକ୍ଷ୍ମୀ । ହୋଟେଲ ରଜ୍ ର ରୁମ୍ ନମ୍ବର ଥିଲା 205 କିନ୍ତୁ ରାତିରେ ଏମିତି କଣ ହୋଇଥିଲା ଯେ ପୋଲିସ ଝୁଲନ୍ତା  ଅବସ୍ଥାରେ ଶୁଭଲକ୍ଷ୍ମୀଙ୍କ ମୃତଦେହକୁ ଉଦ୍ଧାର କରିଥିଲେ ।

ଅପର ପକ୍ଷରେ ଝିଅର ମୃତ ଖବର ପାଇଥିବା ବାପା ଆସି କହୁଛନ୍ତି କି ମୋ ଝିଅକୁ ହୋଟେଲକ୍କୁ ଡାକି ହତ୍ୟା କରାଯାଇଛି । ବାପା ଏହା କହି ଭୋ ଭୋ କରି କାନ୍ଦିଛନ୍ତି । ଏହି ଘଟଣା କୁ ନେଇ ଡିସିପି ପୋଲିସ କହିଛନ୍ତି କି ଏହା ଆତ୍ମାହତ୍ୟା  ଲାଗୁଛି ।

କାରଣ ଆମେ ସମ୍ପୂର୍ଣ ରୁମ୍ ଅନୁସନ୍ଧାନ ନେଇଥିଲୁ ମାତ୍ର ଆମକୁ କୋଣସି ପ୍ରମାଣ ମିଳିନୀ । ମାତ୍ର ପୋଲିସ ଏବେ ତାହାର ତଦନ୍ତ ଜାରି ରଖି ବୋଲି କହିଛନ୍ତି । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କାମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *