ବାରର ଗରାଖ ମାନଙ୍କୁ ଉପଭୋଗ କରାଇ,ଦିନକୁ ଦଶ ହଜାର ଟଙ୍କା ରୋଜଗାର କରୁଥିଲେ ଶୁଭଲକ୍ଷ୍ମୀ !

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ କୁ ନେଇ ଏବେ ଅନେକ କଥା ବାହାରକୁ ଆସୁଛି ।  କଲେଜରେ ପାଠପଢୁଥିବା ଶୁଭଲକ୍ଷ୍ମୀଙ୍କ ମୃତ୍ୟୁକୁ ନେଇ ସମ୍ପର୍କୀୟ ବନ୍ଧୁ ହତ୍ୟା ବୋଲି ଅଭିଯୋଗ ଦେଇଥିଲେ । ଏହା ପରେ ପୋଲିସ ଶୁଭଲକ୍ଷ୍ମୀ ବାବଦରେ ତନତନ ସନ୍ଧାନ କରିବା ଆରମ୍ଭ କରୂଥିଲା । ସୂଚନା ଅନୁସାରେ ଶୁଭଲକ୍ଷ୍ମୀ ପାଠପଢିବା ପାଇଁ ଭୁବନେଶ୍ବରକୁ ଆସିଥିଲେ ।

ପ୍ରଥମେ ସେ ଟଙ୍କା ରୋଜଗାର କରିବା ପାଇଁ ଜଣଙ୍କ ଅଧୀନରେ ରହି ବାରରେ ଡ୍ୟାନ୍ସ କରିବାକୁ ଯାଇଥିଲେ । ଦିନରେ କଲେଜ ଓ ରାତି ହେଲେ ବାର ରେ ଡ୍ୟାନ୍ସ କରି ଟଙ୍କା ରୋଜଗାର କରୁଥିଲେ । ମାତ୍ର ସେହି ଟଙ୍କା ଶୁଭଲକ୍ଷ୍ମୀଙ୍କୁ କମ୍ ଲାଗିଲା ତେଣୁ ସେ ଜଣଙ୍କ ଅଧିନରେ ନ ରହି ନିଜେ ବାର ମାନଙ୍କରେ ଡ୍ୟାନ୍ସ କରିବାକୁ ଗଲେ । ସେଠାରେ ଗରାଖ ମାନଙ୍କୁ ଉପଭୋଗ କରି ଦିନକୁ 10 ହଜାର ଟଙ୍କା ରୋଜଗାର କରୁଥିଲେ ।

ମାତ୍ର କିଏ ଜାଣିଥିଲା କି ସେହି ବାର ଶୁଭଲକ୍ଷ୍ମୀ ପାଇଁ କାଳ ସାଜିବ ବୋଲି ।  ଏଣିକି ଶୁଭଲକ୍ଷ୍ମୀ ବୁଝିଗଲେ କି ବାର ରେ ଡ୍ୟାନ୍ସ କରିବା ଦ୍ଵାରା ଅଧିକ ଟଙ୍କା ରୋଜଗାର ହେଇପାରିବ  । ତେଣୁ ସେ କଲେଜ ଛାତ୍ରୀ ରୁ ପାଲଟି  ଯାଇଥିଲେ ବାର ଗାର୍ଲ କ୍ୟୁନ । ନିଜ ସୁନ୍ଦରତାକୁ ଦେଖି ଗରାଖ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରେଇ ଦିନକୁ 10 ହାଜରୁ ଉର୍ଦ୍ଧ ଟଙ୍କା କମାଉଥିଲେ ।

ମାତ୍ର ସେହି ବାର ଭିତରେ କିଛି ଲୋକେ ତାଙ୍କୁ ଟାର୍ଗେଟ କରିଥିଲେ ଏବଂ ସେମାନଙ୍କ କବଳରୁ ବଞ୍ଚିପାରିଲେନି ଶୁଭଲକ୍ଷ୍ମୀ । ଶୁଭଲକ୍ଷ୍ମୀଙ୍କୁ ଯେଉଁ ବ୍ୟକ୍ତି ତାଙ୍କ ଅଧୀନ ରେ ରଖି କାମକରାଉଥିଲେ । ହେବେ ଶୁଭଲକ୍ଷ୍ମୀ ସ୍ଵତନ୍ତ୍ର ଯାଇକି ଟଙ୍କା କମାଇବା ଆରମ୍ଭ କଲେ ତେବେ ସେ ଶୁଭଲକ୍ଷ୍ମୀଙ୍କ କେତେକ ଭିଡିଓ ଛାଡିବେ ବୋଲି ଧମକ ଦେଉଥିଲେ ।

ଶୁଭଲକ୍ଷ୍ମୀ ପେଣ୍ଟାଗନ ,prince ଭଳି ଅନେକ ପ୍ରସିଦ୍ଧ ବାର ମାନଙ୍କରେ କାମ କରୁଥିଲେ । ତେବେ ଏହାକୁ ନାପସନ୍ଦ କରିଥିବା ଦଲାଲ ଏଭଳି କିଛି କରିଥିବା ବୋଲି ସନ୍ଦେହ କରାଯାଉଛି । ପୋଲିସ ଅଧିକାରୀ ମଧ୍ୟ ଦଲାଲକୁ ଖୋଜିବାରେ ଲାଗିଛନ୍ତି । ତେବେ ଏହି ଖବର ସମ୍ପର୍କରେ ଆଗକୁ ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ଓ ଆପଣଙ୍କ ମତ କଣ ଆମକୁ କାମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *