22 Gk Questions & Answers: ବାହାଘର ପରେ ଝିଅ ମାନଙ୍କର କେଉଁ ଜିନିଷ ଛୋଟ ହୋଇଯାଏ ? 99 % ଫେଲ…

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧;- ଜନସଂଖ୍ୟା ଅନୁସାରେ ଭାରତର ସବୁଠାରୁ ବଡ ସହରର ନାମ କ’ଣ ?

ଉତ୍ତର;- ମୁମ୍ବାଇ ।

୨;- ଜନସଂଖ୍ୟା ଅନୁସାରେ ବିଶ୍ଵ ର ସବୁଠାରୁ ବଡ ଦେଶ କିଏ ?

ଉତ୍ତର;- ଚୀନ ।

୩;- କ୍ଷେତ୍ରଫଳ ଅନୁସାରେ ବିଶ୍ଵର ସବୁଠାରୁ ବଡ ଦେଶ କିଏ ?

ଉତ୍ତର;- ଋଷ ।

୪;- ଭାରତର କେଉଁ ନଦୀରୁ ହୀରା ମିଳିଥାଏ ?

ଉତ୍ତର;- କ୍ରୀଷ୍ଣା ।

୫;- ନିମ୍ନ ଲିଖିତ ମଧ୍ୟରୁ କେଉଁ ଗ୍ରହର ଚତୁଃପାର୍ଶ୍ଵରେ ବଳୟ ରହିଛି ?

ଉତ୍ତର;- ଶନି ।

୬;- କେଉଁ ଜନ୍ତ୍ର ସାହାର୍ଯ୍ୟରେ ବାୟୁର ଗତି ମାପ କରାଯାଏ ?

ଉତ୍ତର;- ଏନିମୋମିଟର ।

୭;- ଭାରତ ରତ୍ନ ର ଡିଜାଇନ କେଉଁ ବୃକ୍ଷର ପତ୍ର ସଦୃଶ ହୋଇଥାଏ ?

ଉତ୍ତର;- ଅଶ୍ଵତଥ ଗଛ ।

୮;- ଗାନ୍ଧୀଜୀ କେଉଁଠାରେ ଆଇନ ବିଦ୍ୟା ଅଧ୍ୟୟନ କରିଥିଲେ ?

ଉତ୍ତର;- ଇଙ୍ଗଲଣ୍ଡ ।

୯;- ନିମ୍ନଲିଖିତ ମଧ୍ୟରୁ କାହାକୁ ଜୀବ ବିଜ୍ଞାନର ଜନକ କୁହାଯାଏ ?

ଉତ୍ତର;- ଆରିଷ୍ଟୋଟଲ ।

୧୦;- ଭାରତର କେଉଁ ସହରକୁ ସାତ ଦ୍ଵିପର ସହରତା କୁହାଯାଏ ?

ଉତ୍ତର;- ମୁମ୍ବାଇ ।

୧୧;- ଭାରତର କେଉଁ ସହରକୁ “silicon valley of india” କୁହାଯାଏ ?

ଉତ୍ତର;- ବେଙ୍ଗାଲୁର ।

୧୨;- ୭ ଟା କଦଳୀ ଅଛି ୮ ଜଣ ଲୋକ ନ ଭାଙ୍ଗି ନ କାଟି କିପରି ଖାଇବେ ?

ଉତ୍ତର;- କଦଳୀ ସେକ୍ ।

୧୩;- କେଉଁ ଦେଶରେ ମହିଳା ମାନେ ବିନା ବୁରଖା ରେ ବାହାରକୁ ଯାଇ ପାରନ୍ତି ନାହିଁ ?

ଉତ୍ତର;- ସାଉଦୀ ଆରବ ।

୧୪;- ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା କେବେ ଆରମ୍ଭ ହୋଇଥିଲା ?

ଉତ୍ତର;- ୯ ମେ ୨୦୧୫ ରେ ।

୧୫;- ଆମେରିକାର ରାଷ୍ଟ୍ରୀୟ ଖେଳ କ’ଣ ଅଟେ ?

ଉତ୍ତର;- ବେସ ବଲ ।

୧୬;- ଦୁନିଆର ସବୁଠାରୁ ଅଧିକ ସୁରକ୍ଷା କାହାକୁ ମିଳିଥାଏ ?

ଉତ୍ତର;- ଆମେରିକାର ରାଷ୍ଟ୍ରପତି ।

୧୭;- କେଉଁ ପକ୍ଷୀ କେବଳ ବର୍ଷା ଦିନରେ ପଣି ପିଇଥାଏ ?

ଉତ୍ତର;- ଚାତକ ପକ୍ଷୀ ।

୧୮;- କୃଷିର ପ୍ରଥମ ଉଦାହରଣ କେଉଁଠି ପ୍ରାପ୍ତ ହୋଇଥିଲା ?

ଉତ୍ତର;- ମେହେରଗଡରୁ ।

୧୯;- ବିଶ୍ଵର ସବୁଠାରୁ ବଡ ମସଜିତ କେଉଁ ଦେଶରେ ଅଛି ?

ଉତ୍ତର;- ଇରାକ ।

୨୦;- ମହାତ୍ମା ଗାନ୍ଧୀ ଙ୍କୁ ଅର୍ଦ୍ଧନଗ୍ନ ଫକୀର ବୋଲି କିଏ କହିଥିଲେ ?

ଉତ୍ତର;- ଫ୍ରେଙ୍କ ମୋରିଶ କହିଥିଲେ ।

୨୧;- ଯୋଗ ଦର୍ଶନ ର ପ୍ରବର୍ତ୍ତନ କିଏ ଅଟନ୍ତି ?

ଉତ୍ତର;- ପତଞ୍ଜଳି ଅଟନ୍ତି ।

୨୨;- ବିଶ୍ଵର ସବୁଠାରୁ ଅଧିକ ମୋବାଇଲ ଫୋନ କେଉଁ ଦେଶରେ ତିଆରି ହୁଏ ?

ଉତ୍ତର;- ଚୀନ ଦେଶରେ ।

୨୩;- ବାହାଘର ପରେ ଝିଅ ମାନଙ୍କର କେଉଁ ଜିନିଷ ଛୋଟ ହୋଇଯାଏ ?

ଉତ୍ତର- ଆଶା

Leave a Reply

Your email address will not be published. Required fields are marked *