ସ୍ୱାମୀ ଘରେ ନ ଥିବା ସମୟରେ ପ୍ରେମିକକୁ ଡାକି ମହିଳା କରୁଥିଲେ ଏପରି କାମ ଧରା ପଡ଼ିବା ପରେ ଯାହା ହେଲା…ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ କେବେ ନା କେବେ କାହାକୁ ପ୍ରେମ କରିଥିବେ ।

ପ୍ରେମରେ କେତେ ଜଣ ସୁଖ ପାଇଥାନ୍ତି ତ କେତେ ଜଣ ଦୁଃଖ । ଆଗ କାଳରେ ପ୍ରେମ କଣ ଲୋକ ଜାଣି ନଥିଲେ ହେଲେ ବର୍ତ୍ତମାନ ଦୁନିଆ ବହୁତ ବଦଳି ଯାଇଛି । ଛୋଟ ଛୋଟ ଛୁଆ ମାନେ ପ୍ରେମ କରୁଛନ୍ତି ଏଣିକି ସେମାନେ ସ୍କୁଲରେ ପଢନ୍ତୁ କି କଲେଜରେ । କଲେଜ ଓ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରେମ ଏକ ସାଧାରଣ କଥା ହୋଇଯାଇଛି ।

ତେବେ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ ହେଉଛି । ଜଣେ ବିବାହିତା ମହିଳା ନିଜ ପ୍ରେମିକ ସହ ଏପରି କିଛି କାଣ୍ଡ କରିଛନ୍ତି ଯାହା ଏବେ ଚର୍ଚ୍ଚାରେ ରହିଛି । ମିଡିଆ ରିପୋର୍ଟସ ଅନୁସାରେ ଅନୁଗୁଳ ଜିଲ୍ଲା ଆଠମଲିକର ଟାପୋଢୋଲ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ବିବାହିତା ମହିଳା ଅନଲାଇନ ପ୍ରେମ କରି ନିଜ ପ୍ରେମିକକୁ ରାତି ଅଧରେ ଡାକି ଥିଲେ ।

ରାତି ଅଧରେ ନିଜ ଶାଶୁଙ୍କ ହାତରୁ ସେ ଧରା ପଡିଥିଲେ ଏହା ପରେ ଉଭୟଙ୍କୁ ଗାଁ ଲୋକ ନିରଧୂମ ଛେଚି ଥିଲେ । ଏହି ମହିଳାଙ୍କ ସ୍ଵାମୀ ବାହାରେ ରହୁଥିଲେ ଓ ମହିଳାଙ୍କର ତିନି ବର୍ଷର ପୁଅ ମଧ୍ୟ ଅଛି । ଗାଁ ଲୋକ ମହିଳା ଓ ତାଙ୍କ ପ୍ରେମିକର ବିବାହ କରିଥିଲେ । ଏହି ଘଟଣାଟି ଏବେ ଚର୍ଚ୍ଚାରେ ଅଛି ତା ହେଲେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *