Jyotish Shastra- ଝିଅ ମାନଙ୍କ ସ୍ୱପ୍ନର ରାଜକୁମାର ହୋଇଥାନ୍ତି, ଏହି 3 ଟି ନାମର ପୁଅ

ବନ୍ଧୁଗଣ ନମସ୍କାର , ଆଜି ଆପଣ ମାନଙ୍କୁ ଆମେ ଏମିତି ତିନୋଟି ନାମ ଥିବା ଯୁବକଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ସବୁ ଝିଅଙ୍କର ସ୍ୱପ୍ନର ରାଜକୁମାର ହୋଇଥାନ୍ତି । ବନ୍ଧୁଗଣ ଏହା କହିଲେ ଭୁଲ ହେବ ନାହିଁ କି ପ୍ରତ୍ୟେକ ଝିଅ ଅବା କନ୍ୟା ଏକ ରାଜକୁମାରଙ୍କୁ ବାହା ହେବାକୁ ସ୍ବପ୍ନ ଦେଖିଥାନ୍ତି । ସେ ଚାହାନ୍ତି ସେ ଯାହାକୁ ବିବାହ କରିବାକୁ ଯାଉଛନ୍ତି ସେ ତାଙ୍କୁ ରାଣୀ ଭଳି ରଖନ୍ତୁ । ତେବେ ବନ୍ଧୁଗଣ ଆସନ୍ତୁ ଆଜି ଜାଣିବା ଯେ କେଉଁ ତିନୋଟି ନାମର ଯୁବକ ସବୁ ଝିଅଙ୍କର ସ୍ୱପ୍ନର ରାଜକୁମାର ହୋଇଥାନ୍ତି ।

ବନ୍ଧୁଗଣ ଯେତେବେଳେ ଗୋଟେ ଝିଅ ନିଜର ହୋଶ୍ ସମ୍ଭାଳିଥାଏ , ସେ ସେବେଠୁ ସ୍ବପ୍ନ ଦେଖେ କି ଗୋଟେ ଦିନ ତାର ସ୍ୱପ୍ନର ରାଜକୁମାର ଆସିବା ଏବଂ ତାଙ୍କୁ ତାଙ୍କ ସହ ନେଇଯିବ , ଏହା ପରେ ସେ ଦୁହେଁ ସର୍ବଦା ଏକାଠି ଖୁସି ଖୁସି ରହିବେ । କିନ୍ତୁ ସବୁ ଯୁବକଙ୍କ ମଧ୍ୟରେ ଝିଅଙ୍କର ସ୍ୱପ୍ନର ରାଜକୁମାର ହବାର ଯୋଗ୍ୟତା ନଥାଏ ।

 

ବନ୍ଧୁଗଣ ଝିଅଙ୍କୁ କିଛି ଖାସ୍ ଗୁଣ ଥିବା ଯୁବକ ମାନେ ହିଁ ପସନ୍ଦ ଆସିଥାନ୍ତି । ଏହି କଥା ଅନୁସାରେ ଆଜି ଆମେ ଆପଣଙ୍କୁ କିଛି ଏମିତି ଯୁବକଙ୍କ ନାମ କହିବାକୁ ଯାଉଛୁ , ଯେଉଁମାନଙ୍କର ଜାତକ ସେ ସବୁ ଗୁଣ ଉପଲବ୍ଧ ଥାଏ ଯାହା ଗୋଟେ ଝିଅ ତା ସ୍ବାମୀ ଭିତରେ ଖୋଜିଥାଏ । ତେବେ ଆସନ୍ତୁ ବନ୍ଧୁଗଣ ବିନା ବିଳମ୍ବରେ ଆମେ ଆପଣଙ୍କୁ ସେହି ନାମର ଯୁବକଙ୍କ ବିଷୟରେ ବିସ୍ତାର ରେ ଜଣେଇବା ।

 

୧ . “R” ନାମ ଥିବା ବ୍ୟକ୍ତି – R ନାମ ଥିବା ଯୁବକ ମାନେ ବହୁତ୍ ସୁନ୍ଦର୍ ଦେଖା ଯାଇଥାନ୍ତି ଏବଂ ଏମାନଙ୍କର କଥା ହେବା ଶୈଳୀ ଏବଂ ହାବଭବ ଖୁବ୍ ଭଲ ହୋଇଥାଏ । ଏହି ନାମ ଥିବା ବ୍ୟକ୍ତି ଯେଉଁ ଝିଅଙ୍କ ସହ କଥା ହୋଇଥାନ୍ତି , ସେ ସମ୍ପୂର୍ଣ ଭାବେ ଏହି ଯୁବକଙ୍କ ମଧ୍ୟରେ ହଜି ଯାଇଥାନ୍ତି । ଝିଅଙ୍କୁ ଇମ୍ପ୍ରେଶ କରିବା ଏମାନଙ୍କର ବାମ ହାତର ଖେଳ ଅଟେ । ବନ୍ଧୁଗଣ ଏମାନେ ବହୁତ୍ ରୋମାଣ୍ଟିକ ହୋଇଥାନ୍ତି , ଏମାନଙ୍କର ସ୍ଵଭାବ ଦେଖି ଝିଅମାନେ ଖୁବ୍ ଶୀଘ୍ର ଏମାନଙ୍କୁ ନିଜର ହୃଦୟରେ ସ୍ଥାନ ଦେଇଥାନ୍ତି ।

 

 

R ନାମର ବ୍ୟକ୍ତି ଯେଉଁ ମାନଙ୍କ ସହ ପ୍ରେମ ସଂପର୍କ ରଖିଥାନ୍ତି ତାଙ୍କର ବହୁତ ଯତ୍ନ ନେଇଥାନ୍ତି , ତାଙ୍କୁ ଅଧିକରୁ ଅଧିକ ଭଲ ପାଇବା ଦେଇଥାନ୍ତି । ଏମାନଙ୍କର ଏହି କେୟରିଂ ନେଚର୍ ଝିଅଙ୍କୁ ବହୁତ୍ ପସନ୍ଦ ଆସିଥାଏ ଏବଂ ଝିଅମାନେ ତାଙ୍କର ଦିବାନୀ ହେଇଯାଇଥାନ୍ତି ।

 

୨ . ” S ” ନାମ ଥିବା ବ୍ୟକ୍ତି – ଏହି ନାମ ଥିବା ବ୍ୟକ୍ତି ମାନେ ଦେଖିବାକୁ ଆକର୍ଷଣୟ ଏବଂ ସୁନ୍ଦର ହୋଇଥାନ୍ତି । ଏମାନେ ବହୁତ୍ ମଜାଳିଆ ହୋଇଥାନ୍ତି , ଏମାନେ ସଦାବେଳେ ନିଜ ଚେହେରା ଉପରେ ଏକ ସୁନ୍ଦର ହଂସ ଦେଇଥାନ୍ତି । ଯାହାକୁ ଦେଖି ଝିଅମାନେ ଖୁବ୍ ଶୀଘ୍ର ଆକର୍ଷିତ ହୋଇଥାନ୍ତି । ଏମାନେ ସ୍ୱଭାବରେ ଖୁସ୍ ମିଜାଜ୍ ହୋଇଥାନ୍ତି ଏବଂ ନିଜ ଆଖ ପାଖରେ ଥିବା ଲୋକମାନଙ୍କୁ ମଧ୍ୟ ଖୁସି ରଖିବାକୁ ସର୍ବଦା ଚେଷ୍ଟା କରିଥାନ୍ତି । ଝିଅଙ୍କୁ ଏମାନଙ୍କର ଏହି ଗୁଣ ଅତ୍ୟନ୍ତ ଭଲ ଲାଗିଥାଏ ଏବଂ ଝିଅମାନେ ଖୁବ୍ ଶୀଘ୍ର ତାଙ୍କୁ ନିଜର କରିବାକୁ ଚେଷ୍ଟା କରିଥାନ୍ତି ।

 

୩ . ‘P’ ନାମ ଥିବା ବ୍ୟକ୍ତି – P ନାମ ଥିବା ବ୍ୟକ୍ତି ମାନେ ଦେଖିବାକୁ ଅତ୍ୟନ୍ତ ହ୍ୟାଣ୍ଡ ସମ୍ ଅଟନ୍ତି । ଏମାନଙ୍କ ସ୍ଵଭାବ ଏବଂ ପିନ୍ଧିବା ଶୈଳୀ ଦେଖି ଝିଅମାନେ ଖୁବ୍ ଶୀଘ୍ର ଆକର୍ଷିତ ହୋଇଥାନ୍ତି । ଏହି ନାମ ଥିବା ବ୍ୟକ୍ତି ମାନଙ୍କର ବିଷୟରେ ଏହା କୁହା ଯାଏ ଯେ ଏହି ନାମ ଥିବା ବ୍ୟକ୍ତି ମାନେ ଝିଅମାନଙ୍କର ବହୁତ ସମ୍ମାନ କରିଥାନ୍ତି ଏବଂ ଏମାନଙ୍କୁ ସମ୍ପର୍କ ମହତ୍ୟ ବହୁତ୍ ଭଲ ଭାବେ ଜଣା ଥାଏ ।

 

ଆଜ୍ଞା ହଁ ବନ୍ଧୁଗଣ ଏହି କାରଣରୁ ଏମାନେ ଥରେ ଯଦି କୌଣସି ଝିଅ ସହ ସମ୍ପର୍କ ବନେଇ ନିଅନ୍ତି ସେ କେବେ ହେଲେ ମଧ୍ୟ ତାଙ୍କୁ ଧୋକା ଦେଇନଥାନ୍ତି , ଏବଂ ଏମାନଙ୍କର ସଚୋଟ ପଣିଆ ଏବଂ ବିଶ୍ଵସ୍ତ ଗୁଣ ଯୋଗୁଁ ଏମାନେ ସବୁ ଝିଅଙ୍କର ମାନ କିଣି ଥାନ୍ତି । ବନ୍ଧୁଗଣ ଆପଣ ଙ୍କୁ ଆମେ ଜଣାଇ ଦେବାକୁ ଚାହୁଁଛୁ ଯେ ଝିଅମାନେ ତାଙ୍କୁ ଜୀବନ ଦେଇ ଭଲ ପାଇଥାନ୍ତି , ଏମାନେ ଅଲ୍ ଇନ୍ ୱାନ୍ ପ୍ୟାକେଜ ହୋଇଥାନ୍ତି ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *