Jyotish Shastra- ନବବର୍ଷ ୨୦୨୧ ରେ ୫ ଟି ରାଶିରେ ରହିଛି ଶୁଭ ଯୋଗ, ହେବ ଧନ ବର୍ଷା, ୭ଟି ରାଶିରେ ଦୁଃଖର ପାହାଡ, ରୁହନ୍ତୁ ସାବଧାନ

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷ ଉଭୟ ଦୁଃଖ ଓ ସୁଖକୁ ଭୋଗ କରିଥାନ୍ତି । ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କ ସ୍ଥିତି ପରିବର୍ତ୍ତନ ହେତୁ ଏହାର ପ୍ରଭାବ ରାଶି ମାନଙ୍କ ଉପରେ ପଡିଥାଏ, ଯାହାଫଳରେ ମଣିଷକୁ ଉଭୟ ଦୁଃଖ ଓ ସୁଖର ଭୋଗ କରିବାକୁ ପଡିଥାଏ । ବନ୍ଧୁଗଣ ଆଉ ମାତ୍ର କିଛି ଦିନ ପରେ ନୂଆ ବର୍ଷ ଆସିବାକୁ ଯାଉଛି । ଯାହାଦ୍ୱାରା ବହୁତ ଲୋକଙ୍କ ଭାଗ୍ୟ ବଦଳିବାକୁ ଯାଉଛି ।

ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସରେ ଏହି ନୂଆ ବର୍ଷ ୨୦୨୧ରେ କିଛି ରାଶିର ଲୋକ ମାନଙ୍କର ଭାଗ୍ୟ ବଦଳିଯିବ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ସେହି ସମସ୍ତ ରାଶି ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁ ମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ବିଷୟରେ ।

ମେଷ ରାଶି- ବନ୍ଧୁଗଣ ଆସୁଥିବା ନବ ବର୍ଷ ମେଷ ରାଶିର ବ୍ୟକ୍ତି ମାନଙ୍କ ପାଇଁ ବହୁତ ଭଲ ସମୟ ନେଇ ଆସୁଛି । ଏହି ରାଶିର ବ୍ୟକ୍ତି ମାନଙ୍କ ଭାଗ୍ୟ ରେଖାରେ ସୂର୍ଯ୍ୟ, ବୁଧ ବୃହଷ୍ପତ୍ତି, ଶନି ଓ କେତୁ ରହିଥିବାରୁ ଏମାନଙ୍କ ପାଇଁ ଆସୁଥିବା ବର୍ଷ ବେସ ଭଲ ଭାବରେ କଟିବ । ଏହି ରାଶିର ବ୍ୟକ୍ତି ମାନଙ୍କୁ ଭାଗ୍ୟର ସହାୟତା ମିଳିବ । ଏମାନେ ଯେଉଁ କାର୍ଯ୍ୟରେ ହାତ ଦେବେ ସେହି କାର୍ଯ୍ୟରେ ସଫଳତା ନିଶ୍ଚୟ ପାଇବେ । ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ସମ୍ପତ୍ତି କ୍ଷେତ୍ରରେ ବ୍ୟକ୍ତିଙ୍କର ଉନ୍ନତି ହେବ । ହେଲେ ବନ୍ଧୁଗଣ ଆସୁଥିବା ନବ ବର୍ଷରୁ ଆପଣ ନିଜ ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ଓ ସଠିକ ଜୀବନ ଶୈଳୀରେ ବଞ୍ଚନ୍ତୁ ।

ବୃଷ ରାଶି- ବନ୍ଧୁଗଣ ବୃଷ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଆସୁଥିବା ନବ ବର୍ଷ ବେସ ଭଲ ଭାବରେ କଟିବ । ଆସୁଥିବା ବର୍ଷ ଆପଣ ମାନଙ୍କ ପାଇଁ ବହୁତ କିଛି ପରିବର୍ତ୍ତନ ଓ ସଫଳତା ନେଇ ଆସୁଛି, ଯାହା ବିଷୟରେ ଆପଣ ଚିନ୍ତା ମଧ୍ୟ କରିନଥିବେ । ବର୍ଷର ଆରମ୍ଭରେ ବୃଷ ରାଶିର ସ୍ଵାମୀ ଶୁକ୍ର ଭାଗ୍ୟ ରେଖାରେ ବିରାଜିତ ହେଉଛନ୍ତି । ଏହାଦ୍ବାରା ଆପଣ ମାନଙ୍କ ପାଇଁ ଏହି ନବ ବର୍ଷ ଉଜ୍ଵଳ ଓ ଉନ୍ନତିପୂର୍ଣ ହୋଇ ରହିବ । ଏହି ନବ ବର୍ଷ ଆପଣଙ୍କ ବ୍ୟାପାର ଓ ବୈବାହିକ ଜୀବନ ପାଇଁ ଅନେକ ଅନେକ ସଫଳତା ନେଇ ଆସୁଛି ।

କର୍କଟ ରାଶି- ଆସୁଥିବା ନବ ବର୍ଷ କର୍କଟ ରାଶିର ବ୍ୟକ୍ତି ମାନଙ୍କ ପାଇଁ ବେସ ଭଲ ରହିବ । ଆପଣ ମାନଙ୍କୁ ପରିଶ୍ରମ ଅନୁଯାଇ ଭଲ ଫଳ ନିଶ୍ଚୟ ମିଳିବ । ଆପଣ ମାନଙ୍କୁ ଆପଣଙ୍କ ଭାଗ୍ୟର ବିଶେଷ ସହାୟତା ନିଶ୍ଚୟ ମିଳିବ, ଯାହାଫଳରେ ଆପଣ ଉଭୟ ବ୍ୟାପାର ଓ ଚାକିରି କ୍ଷେତ୍ରରେ ଉନ୍ନତି କରିବେ ।

ସିଂହ ରାଶି- ଆସୁଥିବା ନବ ବର୍ଷ ସିଂହ ରାଶିର ବ୍ୟକ୍ତି ମାନଙ୍କ ପାଇଁ ମାନ ସମ୍ମାନ ଓ ସଫଳତା ନେଇ ଆସୁଛି । ବନ୍ଧୁଗଣ ଆସୁଥିବା ବର୍ଷରେ ଆପଣ ନିଜର ସମସ୍ତ କାର୍ଯ୍ୟରେ ସଫଳତା ପାଇବେ । ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବ ଓ ଆପଣ କୌଣସି ଲୋକଙ୍କ ପାଇଁ ଆଦର୍ଶ ମଧ୍ୟ ହୋଇପାରନ୍ତି । ଆପଣଙ୍କ ବୈବାହିକ ଜୀବନ ସୁଖମୟ ରହିବ ଓ ଆପଣ ଏହି ବର୍ଷ ବହୁତ ଉନ୍ନତି କରିବେ ।

ଧନୁ ରାଶି- ବନ୍ଧୁଗଣ ଆସୁଥିବା ନବ ବର୍ଷ ଧନୁ ରାଶିର ଲୋକ ମାନଙ୍କ ପାଇଁ ବେସ ଆନନ୍ଦମୟ ରହିବ । ଏହି ରାଶିର ବ୍ୟକ୍ତି ମାନଙ୍କୁ ଭାଗ୍ୟର ସହାୟତା ମିଳିବ । ଏମାନେ ଯେଉଁ କାର୍ଯ୍ୟରେ ହାତ ଦେବେ ସେହି କାର୍ଯ୍ୟରେ ସଫଳତା ନିଶ୍ଚୟ ପାଇବେ । ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ସମ୍ପତ୍ତି କ୍ଷେତ୍ରରେ ବ୍ୟକ୍ତିଙ୍କର ଉନ୍ନତି ହେବ । ବନ୍ଧୁଗଣ ଆସୁଥିବା ବର୍ଷରେ ଆପଣ ନିଜର ସମସ୍ତ ଆବଶ୍ୟକତାକୁ ପୂରଣ କରିବାରେ ସକ୍ଷମ ରହିବେ ଓ ଆପଣଙ୍କ ଜୀବନ ସୁଖ ଏବଂ ସମୃଦ୍ଧିରେ ଭରିଯିବ ।

ବାକି 7 ଋ ରାଶିଙ୍କୁ ବିଶେଷ ଭାବେ ସାବଧାନ ରହିବାର ଆବଶ୍ୟକତା ରହିଛି କାରଣ ଏମାନଙ୍କ ଜୀବନରେ ନୂଆ ବର୍ଷରେ ଉତ୍ଥାନ ପତ୍ତନ ଲାଗି ରହିବ । ଟଙ୍କା ପଇସା ମାମଲାରେ ସାବଧାନତାର ସହ ନିସ୍ପତି ନିଅନ୍ତୁ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦେଖା ଦେଇପାରେ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *