Odia Gk Questions- ଏମିତି କଣ ଅଛି ଯାହାକୁ ଝିଅମାନେ ଦେଖେଇକି ବୁଲନ୍ତି କିନ୍ତୁ ପୁଅମାନେ ଲୁଚେଇ କି ବୁଲନ୍ତି ?

ବନ୍ଧୁଗଣ, ଆଜି ଆମ୍ଭେ GK ସମ୍ବନ୍ଧୀୟ ଏଭଳି କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ, ଯାହାକି ବହୁତ ମହତ୍ଵପୂର୍ଣ୍ଣ ଅଟେ । ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହା ବହୁତ ଲାଭଦାୟକ ସାବ୍ୟସ୍ଥ ହେବ । ଏହା ସହିତ ସରକାରୀ ଚାକିରୀ ନିମନ୍ତେ ନିଜକୁ ପ୍ରସ୍ତୁତ କରୁଥିବା ବ୍ୟକ୍ତି ବିଶେଷଙ୍କ ନିମନ୍ତେ ମଧ୍ୟ ଏହା ଗୁରୁତ୍ଵପୂର୍ଣ୍ଣ ଅଟେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧:- ତାହା କେଉଁ ଜିନିଷ ଯାହାକୁ କଟିଲା ପରେ ଲୋକମାନେ ଗୀତ ଗାଇବା ଆରମ୍ଭ କରନ୍ତି ?

ଉତ୍ତର :- ଜନ୍ମଦିନ କେକ୍ ।

୨:- ରାତିରେ ଦେଖିଲି ଲକ୍ଷେ ଗାଈ ସକାଳ ବେଳକୁ ଆଉ କେହି ନାହିଁ ?

ଉତ୍ତର :- ତାରା ।

୩:- ଆବୁ ଆବୁକା ମୋଟା ଚମଡା ପାଣିରେ ମୋର ଘର ଭୂଇଁ ରେ ଶୁଏ ଗୋଡ଼ାଇ ଖାଏ ସଭିଙ୍କ ମନରେ ଡର ?

ଉତ୍ତର :- କୁମ୍ଭୀର ।

୪:- ତାହା କେଉଁ ଜିନିଷ ଯାହାକୁ ଝିଅମାନେ ବର୍ଷରେ କେବଳ ଥରେ ମାତ୍ର କିଣିଥାନ୍ତି ?

ଉତ୍ତର :- ରାକ୍ଷୀ ।

୫:- ନୂଆ ନୂଆ ଭାରି ଆଦର ନୁଆରୁ ପୁରୁଣା ହେଲେ ତୁଠ ପଥର ?

ଉତ୍ତର:- ନୂଆକରି ଆସିଥିବା ଲୋକ ପ୍ରଥମେ ଅଧିକ ଆଦର ପାଇଥାଏ ।

୬:- ଘରେ ନ ପଶୁଣୁ ବାଜିଲା ଚାଳ ଆଉ କି ରହିବ ମୁଣ୍ଡର ବାଳ ?

ଉତ୍ତର:- କାର୍ଯ୍ୟ ଆରମ୍ଭରୁ ବିଘ୍ନ ଦେଖାଦେବା ।

୭:- ଆଶା କରିଥିଲି ତତେ କାଉ କୁ ଯେମିତି କୋଇଲି ଭଣ୍ଡାଏ ସେହିପରି କଲୁ ମୋତେ ?

ଉତ୍ତର :- ସ୍ବାର୍ଥ ପାଇଁ ଠକି ଦେଇଯିବା ।

୮:- କ’ଣ ଦାନ କଲେ ନିଜର ବୃଦ୍ଧି ହୁଏ କିନ୍ତୁ ସାଇତି ରଖିଲେ କ୍ଷୟ ହୁଏ ?

ଉତ୍ତର :- ବିଦ୍ୟା ବା ଜ୍ଞାନ ।

୯:- ଏମିତି କ’ଣ ଅଛି ଯାହା ଝିଅମାନେ ଦେଖେଇକି ବୁଲନ୍ତି କିନ୍ତୁ ପୁଅମାନେ ଲୁଚେଇକି ବୁଲନ୍ତି ?

ଉତ୍ତର :- ପର୍ସ ବା wallet ।

୧୦:- ପାଣିରୁ ଜନ୍ମ ପାଣି ଛୁଏଁନି ଛୁଇଁ ଦେଲେ ପାଣି ମୁଁ ରହେନି?

ଉତ୍ତର :- ଲୁଣ ।

୧୧:- ହାତ ଅଛି ଗୋଡ ନାହିଁ, ନାହିଁ ତାର ମଥା ମଣିଷକୁ ଗିଳି ଦେଉଛି ଏକି ବିଚିତ୍ର କଥା ?

ଉତ୍ତର :- T-shirt ।

୧୨:- ଏମିତି ଏକ ସ୍ଥାନ କୁହ ଯେଉଁଠି ଧନୀ ହେଉକି ଗରିବ ସମସ୍ତେ ଗିନା ଧରିକି ଛିଡ଼ା ହୁଅନ୍ତି ?

ଉତ୍ତର :- ଗୁପଚୁପ ଷ୍ଟାଣ୍ଡ ।

୧୩;- “ଗିନ୍ଦା ଏବଂ ଭାଙ୍ଗଡା” କେଉଁ ରାଜ୍ୟର ଲୋକନୃତ୍ୟ ?

ଉତ୍ତର;- ପଞ୍ଜାବ ।

୧୪;- ଭାରତର କେଉଁ ରାଜ୍ୟରେ ସବୁଠାରୁ ବଡ ରେଳ ନେଟୱର୍କ ରହିଛି ?

ଉତ୍ତର;- ଉତ୍ତର ପ୍ରଦେଶ ।

୧୫;- ଭାରତର ଜାତୀୟ ଜଳଜୀବ କିଏ ?

ଉତ୍ତର;- ଗଙ୍ଗା ଡଲଫିନ ।

୧୬;- କେଉଁ ଦେଶ ପ୍ରଥମେ ଉଡୁଥିବା କାରର ଉଦ୍ଭାବନ କରିଥିଲା ?

ଉତ୍ତର;- ସ୍ଲୋଭାକିଆ ।

୧୭;- କେଉଁ ଦେଶ ସର୍ବାଧିକ କୋଇଲା ଉତ୍ପାଦନ କରିଥାଏ ?

ଉତ୍ତର;- ଚୀନ ।

୧୮;- କେଉଁ ଫଳ ରକ୍ତ ଅଭାବକୁ ପୂରଣ କରେ ?

ଉତ୍ତର;- ଡାଳିମ୍ବ ।

୧୯;- କ୍ଷେତ୍ରଫଳ ଦୃଷ୍ଟିରୁ ବିଶ୍ବରେ ଭାରତର ସ୍ଥାନ କଣ ?

ଉତ୍ତର;- ଦ୍ଵିତୀୟ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *