କଣ ଆପଣ ଛବିରେ ଲୁଚି ବସିଥିବା କୁକୁରକୁ ଖୋଜି ପାରିବେ ? କେବଳ ବୁଦ୍ଧିମାନ ଲୋକ ହିଁ କହି ପାରିବେ…

ବନ୍ଧୁଗଣ, ଏହିଭଳି କିଛି ଛବି ସୋ-ସି-ଆ-ଲ ମି-ଡି-ଆରେ ଅଧିକାଂଶ ସମୟରେ ଦେଖିବାକୁ ମିଳିଥାଏ ଯାହାକୁ ଲୋକେ ଦେଖି ଭ୍ରମିତ ହୋଇଯାଇଥାନ୍ତି । ଏହି ଛବି ମାନଙ୍କରେ କିଛି ନା କିଛି ପହେଲି ଲୁଚି ରହିଥାଏ ଯାହାକୁ ବୁଝି ସଠିକ କହିବା କଷ୍ଟକର ହୋଇଥାଏ । କିଛି ଆର୍ଟିକଲ ଗୁଡିକ ଆପଣଙ୍କୁ ଦ୍ଵନ୍ଦରେ ପକାଇଥିବା ବେଳେ ଆଉ କିଛି ଆପଣଙ୍କ ପାର୍ସନାଲିଟି ସହିତ ଖାପ ଖାଇଥାଏ ।

ଅଧିକାଂଶ ସମୟରେ ଲୋକେ ଜାଣି ନଥାନ୍ତି ଯେ ସେହି ଫଟୋଚିତ୍ରରେ କ’ଣ ଲୁଚି ରହିଥାଏ ? ତେବେ ସୋସିଆଲ ମିଡିଆ ରେ ଭାଇରାଲ ହୋଇଥିବା ଏହି ଛବିରୁ ଆପଣ ଏଥିରେ ଲୁଚି ରହିଥିବା କୁକୁର କୁ ଖୋଜି ବାହାର କରିବାକୁ ହେବ । ଏଥିପାଇଁ ଆପଣଙ୍କୁ ୧୧ ସେକେଣ୍ଡର ସମୟ ଦିଆଯାଇଛି । ଯଦି ଆପଣ ତୀକ୍ଷଣ ବୁଦ୍ଧିର ପରିଚୟ ଦେବାକୁ ଚାହୁଁଛନ୍ତି ତେବେ ଆପଣ ୧୧ ସେକେଣ୍ଡ ମଧ୍ୟରେ ଚିହ୍ନତ କରିବାକୁ ଚେଷ୍ଟା କରନ୍ତୁ ।

ଯଦି ଆପଣ ୧୧ ସେକେଣ୍ଡ ମଧ୍ୟରେ କୁକୁଡ଼ର କୁ ବାଛିବାରେ ସଫଳ ହେଉଜାଉଛନ୍ତି ତେବେ ଆପଣ ମଧ୍ୟ ଜିନିୟସ ମାନଙ୍କ ମଧ୍ୟରେ ପରିଗଣିତ ହେବେ । ଏହି ଛବିରେ ସମୁଦାୟ ୯୯ ପ୍ରତିଶତ ଲୋକ କୁକୁର କୁ ଖୋଜି ବାହାର କରିବାରେ ଅସଫଳ ହୋଇଛନ୍ତି । ଏହି ଫଟୋରେ ଗୋଟିଏ ସବୁଜ ପାର୍କ ନଜର ଆସୁଛି । ଏଠାରେ ଲୋକଙ୍କ ବସିବା ପାଇଁ ଚେୟାର ଲାଗିଛି । ଏଠାରେ କୁକୁର ଏଭଳି ଜାଗାରେ ଲୁଚି ରହିଛି ଯାହା ଆପଣଙ୍କ ଆଖି ସାମ୍ନାରେ ହିଁ ନଜର ଆସୁଛି କିନ୍ତୁ ଆପଣ ତାହା ସହଜରେ ବୁଝିପାରିବେ ନାହିଁ ।

ଏହାକୁ ଦେଖି ଅଧିକାଂଶ ଲୋକେ କନ୍ଫ୍ୟୁଜ ମଧ୍ୟ ହୋଇଯାଇଥାନ୍ତି । ଆର୍ଟିଫେସିଆଲ ଫଟୋର ଅର୍ଥ ହେଉଛି ଲୋକଙ୍କ ଆଖିରେ ଧୁଳି ଦେଇ ତାଙ୍କୁ ବୋକା ବନାଇବା । ଏହି ଛବିରେ ଥିବା ଜିନିଷ ଆମ ଆଖି ସାମ୍ନାରେ ଥାଏ କିନ୍ତୁ ଆମେ ସେ ସବୁକୁ ଦେଖି ନଥାଉ । ଏହି ଛବିରେ ଲୁଚିଠିବା ଉତ୍ତର କୁ ନେଇ ଲୋକେ ଅଧିକାଂଶ ଭୁଲ ଉତ୍ତର ଦେଇଥାନ୍ତି ।

ଆର୍ଟିକଲ ଛବିରେ ଏଭଳି ଭାବରେ ଉତ୍ତର ଗୁଡିକୁ ଲୁଚାଯାଇଥାଏ ଯେ ଲୋକଙ୍କ ମସ୍ତିଷ୍କ ଚକ୍କର କାଟିଦେଇଥାଏ । ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଥିବା ଏହି ଫଟୋଚିତ୍ରରେ କୁକୁର ଟି ଏଭଳି ଭାବରେ ରହିଅଛି ଯାହା କାହାକୁ ନଜର ଆସୁଛି । ଯଦି ଆପଣ ଧ୍ୟାନରେ ଦେଖୁଛନ୍ତି, ତେବେ ଆପଣଙ୍କୁ କୁକୁର ନଜର ଆସିଯିବ । ଚେୟାର ର ହାତ ରଖିବା ଜାଗାରେ କୁକୁର ଟି ନଜର ଆସୁଛି ଏହି ଛବି କୁ ସେୟାର କରୁଛୁ ଆପଣ ଦେଖି ଜାଣନ୍ତୁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *