ଝିଅ ଦେଖେଇଲା ଏମିତି ରଙ୍ଗ, ପୋଲିସ ବି ହେଲା ଛାନିଆ, ଦେଖନ୍ତୁ ଭିଡିଓ

ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ଇଣ୍ଟର୍ନେଟ ଓ ସୋସିଆଲ ମିଡିଆ ସହ ଯୋଡି ହୋଇ ରହୁଛନ୍ତି । ତେବେ ସୋସିଆଲ ମିଡିଆର ବ୍ୟବହାରରେ ଲୋକମାନେ ଦୁନିଆର ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ପୋଲିସ ମାନଙ୍କ ସହ ଜଡିତ ଅନେକ ଘଟଣା ଓ ଖବର ବିଷୟରେ ଜାଣିଥିବେ । ହେଲେ ଆଜି ଆମେ ଆପଣ ମାନଙ୍କୁ ପୋଲିସ ମାନଙ୍କର ଏପରି କିଛି କାର୍ଣ୍ଣମା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । 

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସବୁ ଭାଇରାଲ ଭିଡିଓ ଗୁଡିକ ବିଷୟରେ । ଆମ ଲିଷ୍ଟର ପ୍ରଥମ ଭିଡିଓରେ ଜଣେ ମହିଳା ଟ୍ରାଫିକ ପୋଲିସ ଜଣେ ମହିଳାଙ୍କୁ ଗାଡି ସହ ଧରିଛନ୍ତି । ମହିଳାଙ୍କୁ ଧରିବା ପରେ ତାଙ୍କ ସହ ଚୁପଚାପ କିଛି କଥା ହେଲେ ।

ମହିଳା ପୋଲିସ ଜଣକ କାନରେ କହିଥିଲେ ଯେ, ତାଙ୍କ ପକେଟରେ ଟଙ୍କା ପୁରାଇ ଦେବା ପାଇଁ । ଏହା ଶୁଣିବା ପରେ ଯୁବତୀ ଜଣକ ସାଙ୍ଗେ ସଙ୍ଗେ ମହିଳା ଟ୍ରାଫିକ ପୋଲିସଙ୍କ ପକେଟରେ ଟଙ୍କା ପୁରାଇ ଦେଲେ । ବନ୍ଧୁଗଣ ଏହି ଘଟଣା ଘଟିବା ସମୟରେ ସେଠାରେ ଥିବା ଜଣେ ଯୁବକ ଏହି ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଥିଲେ ।

ଏହା ପରେ ମହିଳା ଟ୍ରାଫିକ ପୋଲିସଙ୍କ ଚାକିରି ଚାଲିଗଲା । ମାତ୍ର କିଛିଟା ପୋଲିସ କର୍ମୀଙ୍କ ପାଇଁ ସଂପୂର୍ଣ୍ଣ ପୋଲିସ ଡିପାର୍ଟମେଣ୍ଟ ବଦନାମ ହେଉଛି । ଆପଣ ମାନେ ଏହି ଭିଡିଓ ମଧ୍ୟରେ ଦେଖିପାରୁ ଥିବେ । ବନ୍ଧୁଗଣ ଆମ ଲିଷ୍ଟର ଶେଷ ଭିଡିଓଟି ଓଡିଶାରୁ ଆସିଛି । ଏହି ଭିଡିଓରେ ଏକ ଛୋଟ ପିଲା ଗାଡି ଚଳଉଥିବା ବେଳେ ଏକ ମହିଳା ଟ୍ରାଫିକ ପୋଲିସ ଛୁଆକୁ ଧରି ଦେଇଥିଲେ । ଛୁଆଟି ସେହି ସମୟରେ ହାତ ଗୋଡ ଧରି କାନ୍ଦିବାକୁ ଲାଗୁଛି ।

ଏହା ପରେ ମହିଳା ପୋଲିସ ଜଣକ ଛୁଆକୁ ବୁଝାଉ ଛନ୍ତି । ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଛୁଆଟିର ବୟସ ହେଉଛି ମାତ୍ର ୧୬ ବର୍ଷ । ବନ୍ଧୁଗଣ ଏହା ପରେ ମହିଳା ଟ୍ରାଫିକ ପୋଲିସ ଜଣକ ଛୁଆକୁ ବୁଝାଇ ଛାଡି ଦେଉଛନ୍ତି । ତେବେ ଏହି ଭିଡିଓଟିକୁ ଦେଖି ଅନେକ ଲୋକ ବହୁତ ହସି ଛନ୍ତି ଓ ଭିଡିଓଟି ବହୁତ ଭାଇରାଲ ମଧ୍ୟ ହୋଇଛି । ତା ହେଲେ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *