ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ର ଜମାନା ବା ଯୁଗ ହେଉଛି ଇଣ୍ଟରନେଟ ଏବଂ ସୋସିଆଲ ମିଡ଼ିଆ ର ଯୁଗ ତେବେ ଆପଣମାନେ ତ ନିହାତି ଭାବରେ ରୁପା, ପିଣ୍ଟୁ ଏବଂ ଖୁସି ଏକ୍ସପ୍ରେସ ବିଷୟରେ ଜାଣିଥିବେ । ବର୍ତ୍ତମାନ ସମୟରେ ସେ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ୟୁଟ୍ୟୁବର ନାମରେ ପରିଚିତ ଅଟନ୍ତି । ତାଙ୍କର ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ ନାମରେ ୟୁଟ୍ୟୁବରେ ଏକ ଚ୍ୟାନେଲ ରହିଛି । ସେ ସଥିରେ ଅନେକ ସୁନ୍ଦର ସୁନ୍ଦର ଭିଡିଓ ଅପଲୋଡ଼ କରିଥାନ୍ତି ।
ତାଙ୍କର ଏହି ସବୁ ଭିଡିଓ ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସିଥାଏ ଏବଂ ଏହା କାରଣରୁ ସେ ଅନେକ ପ୍ରଶଂସାର ପାତ୍ର ମଧ୍ୟ ହୋଇପାରିଛନ୍ତି । ଆମେ ଆଜିର ଏହି ଆର୍ଟିକଲରେ ତାଙ୍କ ବିଷୟରେ କିଛି ବିଶେଷ ତଥ୍ୟ ଜାଣିବା । ସେ ଅନେକ ସମୟରୁ ୟୁଟ୍ୟୁବରେ ଭିଡିଓ ଅପଲୋଡ଼ କରି ଆସୁଛନ୍ତି । ତେବେ ତାଙ୍କର ଚ୍ୟାନେଲ ଧୀରେ ଧୀରେ ବହୁତ ଗ୍ରୋ କରିବାରେ ଲାଗିଛି ।
ତେବେ ଆପଣମାନେ ତ ନିହାତି ଭାବରେ ରୁପା ଏବଂ ପିଣ୍ଟୁଙ୍କର ପ୍ରତି ଦିନର ଜୀବନଶୈଳୀ ଭିଡିଓ ଗୁଡିକୁ ଦେଖୁଥିବେ । କିନ୍ତୁ ଆପଣ କଣ ଜାଣିଛନ୍ତି ଯେ ରୁପା ଏବଂ ପିଣ୍ଟୁ ମାସକୁ ୟୁଟ୍ୟୁବରୁ କେତେ ଟଙ୍କା ରୋଜଗାର କରିଥାନ୍ତି ? ଏହି ପ୍ରଶ୍ନର ଉତ୍ତର ବର୍ତ୍ତମାନ ସମୟରେ ଅନେକ ଲୋକଙ୍କ ମୁହଁରେ ଉଠିଛି ।
https://www.youtube.com/watch?v=XbHg8zAjYpI
ପଚାଶ ହଜାର, ଏକ ଲକ୍ଷ ନା ଗୋଟେ କୋଟି?ତେବେ ଆପଣ ଜଣେ ଫ୍ୟାନ ହିସାବରେ ଏହା ଜାଣି ରଖିବା ଉଚିତ ଯେ ସେମାନଙ୍କ ମାସକୁ ଇନକମ କେତେ?ସାଙ୍ଗମାନେ ଆମେ ପ୍ରଥମେ ଜାଣିବା ରୁପା ପିଣ୍ଟୁ କେଉଁ ସବୁ ସୋର୍ସରୁ ପ୍ରଥମେ ଇନକମ କରନ୍ତି ? ତାଙ୍କର ସବୁଠାରୁ ମେନ ସୋର୍ସ ହେଉଛି ବ୍ଳଗିଙ୍ଗ । ଯାହାକୁ ସେ ପ୍ରତିଦିନ ସଂଧ୍ୟା ପାଞ୍ଚଟାରେ ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ ଚ୍ୟାନେଲରେ ଅପଲୋଡ଼ କରିଥାନ୍ତି । ଏହାସହିତ ଦିତୀୟରେ ସେମାନେ ଆଲବମ ।
ସେମାନେ ଅନେକ ମ୍ୟୁଜିକ କମ୍ପାନୀ ସହିତ କଲାବରେସନ କରି ଆଲବମ ସଙ୍ଗୀତ କରିଛନ୍ତି । ବର୍ତ୍ତମାନ ସେମାନେ ନିଜର ଏକ ମ୍ୟୁଜିକ ଚ୍ୟାନେଲ ଖୋଲିଛନ୍ତି । ଯାହାର ନାଁ ରହିଛି ଖୁସି ଏଣ୍ଟରଟେନମେଣ୍ଟ । ତେବେ ବର୍ତ୍ତମାନ ତାଙ୍କର ଗୋଟିଏ ଭିଡିଓ ଲୋକମାନେ ଖୁବ ପସନ୍ଦ କରୁଛନ୍ତି ତାହା ହେଉଛି ସେମାନଙ୍କ ଟିକ୍ଟକ ବନେଇବାର । ତେବେ ଦୁହେଁ ରୁପା ଓ ପିଣ୍ଟୁ ଏକ ରୋମାଣ୍ଟିକ ଗୀତ ରେ ଭିଡିଓ ବନାଉ ଥିଲେ ।
ତେବେ ତାଙ୍କର କ୍ୟାମେରା ମ୍ୟାନ ଯିଏ ସେ ଭିଡିଓ ବନାଉ ବନାଉ କ୍ୟାମେରା କୁ ଭୁଲ ଦିଗରେ ବୁଲାଇ ଦେଇ ଦେଉ ଥାଆନ୍ତି । ତେବେ ପିଣ୍ଟୁ ତାଙ୍କୁ ପାଟି କରନ୍ତି ତେବେ କିନ୍ତୁ ସେ ଫୁଣି ଥରେ ଏଭଳି କରନ୍ତି ତେବେ ତିନି ରୁ ଚାରିଥର ରିଟେକ ନେବା ପରେ ଦୁହେଁ ଏକ ଫାଇନାଲ ଭିଡିଓ ବନେଇ ଥିଲେ । ତେବେ ଏହି ଭିଡିଓ କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । ତେବେ ଆପଣ ଙ୍କୁ ଏହି ଯୋଡି କିପରି ଲାଗେ ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।