Odia Jokes – ଝିଅ ବିଦା ହେବା ବେଳକୁ ବରର ମୋବାଇଲ ବାଜିଲା, ତା’ ପରେ ଝିଅ ବରକୁ ଦୁଇ ଚାପୁଡା ମାରିଲା କାରଣ ତା’ର ରିଂଟୋନ ଥିଲା…

ବର୍ତ୍ତମାନ ସମୟରେ ସବୁ ମଣିଷ ଟଙ୍କା କମେଇବା ପାଇଁ ରାତି ଦିନ ଏକ କରିଦେଉଛନ୍ତି । ଆପଣମାନଙ୍କ ଏହି କଷ୍ଟକର ଓ ଚିନ୍ତା ଗ୍ରସ୍ତ ଜୀବନରେ ଖୁସି ଆଣିବା ପାଇଁ ଆଜି ଆମେ ଆପଣ ମାନଙ୍କ ମନୋରଞ୍ଜନ ପାଇଁ କିଛି ଓଡିଆ ଜୋକ୍ସ ଆଣିଛୁ । ଆପଣ ଏହି ଓଡିଆ ଜୋକ୍ସକୁ ପଢିଲେ ଖୁବ ହସିବେ ଓ ଟେନ୍ସନ ମୁକ୍ତ ହୋଇଯିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।

Jokes 1 – ପତ୍ନୀ- ସୋମବାର ଦିନ ସପିଙ୍ଗ, ମଙ୍ଗଳବାର ଦିନ ହୋଟେଲ, ବୁଧବାର ଦିନ ବୁଲିବାକୁ, ଶୁକ୍ରବାର ଦିନ ସିନେମା ଓ ଶନିବାର ଦିନ ପିକ ନିକ, ଜାନୁ କେତେ ମଜା ଲାଗିବ ।
ପତି- ହଁ ଆଉ ବାକି ରହିଯାଇଥିବା ରବିବାର ଦିନ ମନ୍ଦିର ଯିବା ।

ପତ୍ନୀ- କାହିଁକି ?

ପତି- ଭିକ ମାଗିବା ପାଇଁ ।

Jokes 2

ପତ୍ନୀ ନିଜ ପତିକୁ କହଲା-

ପତ୍ନୀ – ରାତିରେ ତମେ ସ୍ଵପ୍ନରେ ମୋତେ ଗାଳି ଦେଉଥିଲ ଓ ମୋ ମା ବାପାଙ୍କୁ ସୋଧୁ ଥିଲ ।

ପତି କହିଲା- ମିଛ କହୁଛ ତମେ, ମୁ ସେତେବେଳେ ସୋଇ ହିଁ ନଥିଲି ।

Jokes 3

ପପୁ- ପଣ୍ଡିତ ମହାଶୟ ମୋର ବାହାଘର ହେଉନାହିଁ । କିଛି ଉପାୟ କୁହନ୍ତୁ ।

ପଣ୍ଡିତ- ଗୁରୁଜନ ମାନଙ୍କ ଠାରୁ ‘ସଦା ଖୁସି ରୁହ’ ଆଶୀର୍ବାଦ ନେବା ବନ୍ଦ କର ।

Jokes 4

ପତି- ଏହି ଜୀବନରୁ ମୁଁ ବିରକ୍ତ ହୋଇ ଗଲିଣି, ହେ ପ୍ରଭୂ ମୋତେ ଉଠେଇ ନିଅ ।

ପତ୍ନୀ- ନା ଭଗବାନ ମୋ ପତିଙ୍କୁ ଉଠାଇବା ପୂର୍ବରୁ ପ୍ରଥମେ ମୋତେ ଉଠେଇ ନିଅ ।

ପତି- ହେ ପ୍ରଭୁ, ମୁଁ ମୋର ଇଛାକୁ ଫେରେଇ ଆଣିଲି, ପ୍ରଥମେ ତୁମେ ମୋ ପତ୍ନୀର କଥା ଶୁଣି ନିଅ ।

Jokes 5

ପତ୍ନୀ ଭୟରେ ପତିକୁ ଫୋନ କରି କହିଲା…

ପତ୍ନୀ- କେଉଁଠି ଅଛ ତମେ ?

ପତି- ଅଫିସରେ ଅଛି, କଣ ହେଲା ।

ପତ୍ନୀ-କିଛି ନାହି ମୋ ଭଉଣୀ ଫେରାର ହୋଇଯାଇଛି ଜଣଙ୍କ ସହ, ସେଥିପାଇଁ ପଚାରିଲି ।

Jokes 6

ବିବାହର ୫ ବର୍ଷ ପରେ…

ଭ୍ୟାଲେଣ୍ଟାଇନ ଡେ ଦିନ ସ୍ଵାମୀ ନିଜ ସ୍ତ୍ରୀ ପାଇଁ ଧଳା ଗୋଲାପ ଫୁଲ ଆଣିଲା ।

ସ୍ତ୍ରୀ- ଏ କଣ ଧଳା ଗୋଲାପ ଦଉଛ, ଭ୍ୟାଲେଣ୍ଟାଇନ ଡେ ଦିନରେ ତ ନାଲି ଗୋଲାପ ଦିଅନ୍ତି ?

ସ୍ଵାମୀ- ବର୍ତ୍ତମାନ ଜୀବନରେ ପ୍ରେମ ଠାରୁ ଅଧିକ ଶାନ୍ତିର ଆବଶ୍ୟକତା ଅଛି ସେଥିପାଇଁ ମୁଁ ଧଳା ଗୋଲାପ ଆଣିଛି ।

Jokes 7

ଝିଅ ବିଦା ହେବା ବେଳକୁ ବରର ମୋବାଇଲ ବାଜିଲା, ତା’ ପରେ ଝିଅ ବରକୁ ଦୁଇ ଚାପୁଡା ମାରିଲା କାରଣ ତା’ର ରିଂଟୋନ ଥିଲା

“ଦିଲ ମେ ଛୁପା କେ ଦିଲ କେ ଅରମାନ ଲେ ଚଲେ”

ହମ ଆଜ ଅପନୀ ମୌତ କା ସାମାନ ଲେ ଚଲେ”

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ହସ କଥା ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *