ଶର୍ଟ ଫିଲ୍ମ ନିର୍ମାତା ଦୟା ଅଭିନେତ୍ରୀ ଶୀତଲଙ୍କ ମାଙ୍କୁ ପଠେଇଲ ଝିଅ ଅନ୍ତରଙ୍ଗ ମୂହୁର୍ତ୍ତ ଭିଡିଓ, ଯାହାକୁ ନେଇ ଅଭିଯୋଗ କରିଛନ୍ତି ଅଭିନେତ୍ରୀ Shital Patra

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ବଦମାସ୍ ଦୟା ଅଭିନେତ୍ରୀ ଶୀତଲଙ୍କ ମାଙ୍କୁ ପଠେଇଲା ଝିଅର ଅନ୍ତରଙ୍ଗ ଭିଡିଓ ଯାହା ଏବେ ସୋସିଆଲ ମିଡିଆରେ ଜୋର ଚର୍ଚ୍ଚା ଧରିଛି । ସୂଚନା ଅନୁଯାୟୀ ଦୟା ହେଉଛନ୍ତି ଜଣେ ବିଜ୍ଞାପନ ଫିଲ୍ମ ନିର୍ମାତା ଏବଂ ଆଡ୍ ଫିଲ୍ସ ମେକର ଏହା ସହିତ ସେ ଦୁଇଟି ସର୍ଟ ଫିଲ୍ମ ସୀତା ଓ ଅନ୍ତରବାସ୍ନା ତିଆରି କରି ଜାତୀୟସ୍ତରରେ ସଫଳତା ହାସଲ କରିଛନ୍ତି ।

ଦୟା ତାଙ୍କ ଶର୍ଟ ଫିଲ୍ମରେ ଶୀତଲ ପାତ୍ରକୁ ତାଙ୍କ ଫିଲ୍ମର ଅଭିନେତା ଭାବରେ ନେଇଛନ୍ତି । ତେବେ ଶୀତଲ ଦୟାଙ୍କ ନାଁ ଗୋଟାଏ ନୁହେଁ ବା ଦୁଇଟା ଛଅ ପେଜ୍ଜ ଅଭିଯୋଗ ଦାଖଲ କରିଛନ୍ତି । ତାଙ୍କ କହିବା ଅନୁସାରେ 2019 ମସିହାରେ ଉଭୟଙ୍କ ପରିଚୟ ହୋଇଥିଲା ପରେ ତାହା ପ୍ରେମ ସମ୍ପର୍କରେ ପରିଣତ ହୋଇ ଉଭୟ ଉଭୟଙ୍କର ନିକତର ହୋଇଥିଲେ ।

ଶୀତଲଙ୍କ କହିବା ଅନୁସାରେ ଦୟା 2021 ମସିହାରେ ଉଭୟଙ୍କ ଅନ୍ତରଙ୍ଗ ମୂହୁର୍ତ୍ତ ଫଟୋ ସୋସିଆଲ ମିଡିଆରେ ଛାଡିବାର ଧମକ ଦେଇଥିଲେ । ଯାହା ପରେ ଶୀତଲ ଲକ୍ଷ୍ମୀସାଗର ଥାନାରେ ଏହାକୁ ନେଇ ଅଭିଯୋଗ କରୁଥିଲେ ପରେ ପୋଲିସ ଉଭୟଙ୍କ ମଧ୍ୟରେ ବୁଝାମୁଣା କରାଇ ଦୟାଙ୍କ ଫୋନରୁ ଅନ୍ତରଙ୍ଗ ଭିଡିଓ ଡ଼ିଲିଟ କରିଦେଇଥିଲା । ମାତ୍ର ଏବେ ପୁନର୍ବାର ଦୟା ଅଭିନେତ୍ରୀ ଶୀତଲଙ୍କ ମା ‘ ଫଟୋ କିପରି ପଠାଇଲେ ।

ଯାହାକୁ ନେଇ ଅଭିନେତ୍ରୀ ଶୀତଲ ଲକ୍ଷ୍ମୀସାଗର ଥାନାର ଦ୍ଵାରସ୍ଥ ହୋଇଛନ୍ତି । ତାଙ୍କ ଓକିଲଙ୍କ ଦ୍ଵାରା ଦୟାଙ୍କ ବିରୁଧରେ ଅଭିଯୋଗ କରି ଦୟାର ସବୁ କର୍ତୁତ୍ ଚିଠା ଖୋଲିଛନ୍ତି । ଦୟା କିପରି ତାଙ୍କୁ କହୁଥିଲେ କି ତୁ କେବଳ ମୋ ଶର୍ଟ ଫିଲ୍ମରେ କାମ କରିବି ଥରେ ସେ ତାଙ୍କ ମା ‘ ଙ୍କ ଦେହ ଭଲ ନାହିଁ କହି ଶୀତଲଙ୍କ ଠାରୁ ଲକ୍ଷ ଅଶି ହଜାର ଟଙ୍କା ନେଇଥିବା କହିଛନ୍ତି ।

ଏହା ବ୍ଯତୀତ ସେ କରିଥିବା ଶର୍ଟ ଫିଲ୍ମର ଟଙ୍କା ଏବେ ଯାଏ ଦେଇନାହାଁନ୍ତି । ପୋଲିସ ସମ୍ପୂକ୍ତ ଘଟଣା ପରେ ଦୟାକୁ ପଚରାଉଚରା ପାଇଁ ଗତକାଲି ତାଙ୍କ ଘରକୁ ଯାଇଦେଖିଲା ବେଳକୁ ଦୟା ଘରେ ନାହିଁ ତେବେ ପୋଲିସ ଦୟାକୁ ଖୋଜିବାରେ ଲାଗିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି ପୋଲିସ ଆଗରେ ଡ଼ିଲିଟ୍ କରିଥିବା ଫୋଟୋ ଦୟା ପାଖରେ କିପରି ରହିଲା ? ତେବେ ଏହି ଖବର ସମ୍ପର୍କରେ ଆଗକୁ ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ଓ ଆପଣଙ୍କ ମତ କଣ ଆମକୁ କାମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *