ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ବାପା ହେଉଛନ୍ତି ଟେଲର କିନ୍ତୁ ପୁଅ ଆଜି ଉନିଭର୍ସିଟି ଟପ୍ପର । ହଁ ଦଶକବନ୍ଧୁ ଜୀବନରେ ସଫଳତା ତୋ ଅନେକ ପାଇଥାନ୍ତି । ମାତ୍ର ସେଥି ମଧ୍ୟରୁ କିଛି ବ୍ୟକ୍ତିମାନଙ୍କ ସଫଳତାର କାହାଣୀ ଅନେକ ଲୋକଙ୍କୁ ପ୍ରେରଣା ଦେଇଥାଏ । ଗରିବତା ଓ ଆର୍ଥିକଅଭାବ କଣ ପ୍ରତିଭାକୁ ପ୍ରକାଶିତ ହେବାରୁ ଅଟକାଇ ପାରିବ ।
ତେବେ ଏଭଳି ଏକ କାହାଣୀ ହେଉଛି ତପନ ସାହୁଙ୍କର । ଚଳିତ ବର୍ଷ ରାଜେନ୍ଦ୍ର ଉନିଭର୍ସିଟି ଅନ୍ଡରରେ ଥିବା 99 ମହାବିଦ୍ୟାଳୟର +3 ପରୀକ୍ଷାର ପ୍ରଥମ ଫଳାଫଳ ପ୍ରକାଶ ପାଇଥିବା ବେଳେ ଫିଲ୍ଲୋସୋଫ୍ୟୀ ବିଭାଗରେ ଟପ୍ପର ହୋଇ ନୂଆ ଇତିହାସ ରଚିଛନ୍ତି ମଡେଲ ବୟ ତାପସ । ତାପସ ଫିଲୋସୋଫ୍ୟୀ ବିଭାଗରେ ସର୍ବଚ୍ଚ 8. 49 ସିଜିପିଏ ମାର୍କ ରଖିଥିବାବେଳେ ଭବିଷ୍ୟତରେ ଜଣେ ଅଧ୍ୟାପକ ହେବାର ଆଶା ରଖିଛନ୍ତି ।
ବଲାଙ୍ଗୀର ସାଗରରେ ରହିଥିବା କିଶୋର ସାହୁଙ୍କର ଦୁଇଟି ପୁଅ ବଡ ପୁଅ ବି ଖୁବ୍ ମେଧାବୀ ଓ ପ୍ରତିଷ୍ଟିତ କଳାକାର ଏବଂ ଦ୍ଵିତୀୟ ପୁଅ ତାପସ ଯେମିତି ପାଠ ପଢନ୍ତି ଠିକ ସେହିପରି ମେଡେଲିଙ୍ଗ ଜଗତରେ ବେସ୍ସ ପରିଚିତ ଅଟନ୍ତି । ବଲାଙ୍ଗୀର ଓ ଅନ୍ତରଜାତୀୟ ପ୍ରତିଯୋଗୀତା ଭାଗ ନେଇ ସେ ବେଶ୍ ସଫଳତା ସଫଳତା କରିଛନ୍ତି । ଭବିଷ୍ୟତରେ ପ୍ରସିଦ୍ଧ ମୋଡେଲ ବୟ ହେବାର ସ୍ଵପ୍ନ ରଖିଛନ୍ତି ।
ତେବେ ଏସବୁ ହାସଲ କରିବା ପାଇଁ ତାଙ୍କୁ ଆର୍ଥିକ ସହଯୋଗର ଅଭାବ ପରିଲକ୍ଷିତ ହୁଏ । ତେଣୁ ତାପସ ଟ୍ୟୁସନ କରି ଆସୁଥିବା ପଇସାରେ ନିଜ କର୍ଚ୍ଚ ସହ ଘର ମଧ୍ୟ ଚଳାଇଥାନ୍ତି । ତେବେ ଆଜି +3 ଯୁକ୍ତ ପରୀକ୍ଷାରେ ଉନିଭର୍ସିଟି ଟପ୍ପର ହେଇକି ବାପାମା ‘ ଙ୍କ ମଥାକୁ ଗର୍ବରେ ଉପରକୁ ଟେକି ଦେଇଛନ୍ତି । ବାପାଙ୍କ କହିବା ଅନୁସାରେ ସେ ବହୁତ ଗର୍ବ ଅନୁଭାବ କରୁଛନ୍ତି ଯେ ମୋ ପୁଅ ଭଲ ପାଠପାଢୀ ଟପ୍ପର ହୋଇଛି ।
ତାପସଙ୍କ କହିବା ଅନୁସାରେ ପାଠ ଓ ମୋଡେଲିଙ୍ଗ ଉଭୟ ଅଲଗା କିନ୍ତୁ ଉଭୟଙ୍କୁ ମୁଁ ସମାନ ସମୟ ଦେଇଥାଏ । ତେଣୁ ମୁଁ ମୋଡେଲିଙ୍ଗ ଜଗତରେ ବି ନିଜର ପରିଚୟ ସୃଷ୍ଟି କରିବି ଏବଂ ପାଠପଢାର୍ରେ ବି ସଫଳତା ପାଇବି । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।