ମୁଣ୍ଡଳି ମୃତ୍ୟୁର ମାନସ ମୁକସାକ୍ଷୀ, ‘ଅରିନ୍ଦମ ଭାଇଙ୍କ ପାଇଁ ମୁଁ ଡଙ୍ଗା ନେଇ ଯାଇଥିଲି’…Arindam ଙ୍କ ମୃତ୍ୟୁ ପରେ ସେ ଦିନର ଛାତିଥରା କାହାଣୀ କହିଲେ ମାନସ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଗତ ଶୁକ୍ରବାର ବେଶ ଅ-ଶୁ-ଭ ଥିଲା ଆମେ ଦୁଇଜଣ ମହାନ ବ୍ୟକ୍ତି ଙ୍କୁ ହରାଇ ବସିଲୁ । ତେବେ ମହାନଦୀ ମୁଣ୍ଡୁଳି ରେ ଏକ ହାତୀ ଟି ଫ-ସି ଯାଇଥିଲା ଏବଂ ସେ କୁଳ କୁ ଆସି ପାରୁ ନଥିଲା । ତେବେ ତାକୁ ଉଧାର କରିବା ପାଇଁ ଓଡ୍ରାଫ ଟିମ ନିଜର ଏକ ବୋଟ କୁ ନେଇ ସେହି ପାଣି ଭିତରେ ପ-ଶି ଥିଲା ଏବଂ ଓଡ୍ରାଫ ଟିମ ସହ ଓଟିଭି ର ପ୍ରତିନିଧି ସାମ୍ବାଦିକ ଅରିନ୍ଦମ ଦାସ ଏବଂ କ୍ୟାମେରା ମ୍ୟାନ ମଧ୍ୟ ଯାଇଥିଲେ ।

ତେବେ ମଝି ନଦୀ ରେ ବୋଟ ର ଷ୍ଟାର୍ଟ ବନ୍ଦ ହୋଇଯିବା କାରଣ ରୁ ବୋଟ ଟି ଖସି ଯାଇ ଏବଂ ଭଉଁରୀ ରେ ପଶି ଦୁ-ର୍ଘ-ଟ-ଣା ଘ-ଟେ-ଇ ଥିଲା । ତେବେ ଏହି ଦୁ-ର୍ଘ-ଟ-ଣା-ରେ ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଏବଂ ଓଡ୍ରାଫ ଟିମ ର ସଦସ୍ୟ ସୀତାରାମ ମୁର୍ମୁ ଙ୍କ ମୃ-ତ୍ୟୁ ହୋଇ ଯାଇଛି । ତେବେ ଏହି ସବୁ ର ପ୍ରତ୍ୟକ୍ଷ ଦର୍ଶୀ ହେଉଛନ୍ତି ମାଛ ଧରାଳି ମାନସ । ତେବେ ସେ ନିଜ ଇଣ୍ଟରଭିୟୁ ରେ କହିଛନ୍ତି କି ପାଣି ବହୁତ ଭ-ୟ-ଙ୍କ-ର ରୁପ ଧାରଣ କରିଥିଲା ।

ବହୁତ ଲହରୀ ଉଠୁଥିଲା ଯେତେବେଳେ ମୁଁ ଦେଖିଲି କି ବୋଟ ଓ-ଲ-ଟି ଯାଇଛି ଏବଂ ଲୋକମାନେ ବୁ-ଡି ଯାଉଛନ୍ତି ସେତେବେଳେ ମୁଁ କଣ କରିବି କିଛି ଭାବି ପାରୁ ନଥିଲି । ଶେଷ ରେ ନିଜ ଜୀଵନ ଏବଂ ପରିବାର ପିଲା ଛୁଆ କୁ ପଛରେ ପକେଇ ସାହସ କରି ପାଣି ଭିତରକୁ ଗଲି ଏବଂ ଦୁଇ ଜଣ ଙ୍କୁ ପ୍ରଥମେ ଉ-ଦ୍ଧା-ର କରିଲି ତେବେ ଯଦି ସେମାନେ ସେତେବେଳକୁ ପାଣି ପିଇ ଦେଇଥିଲେ ଏବଂ ଯଦି ଆଉ କିଛି ସମୟ ସେଠାରେ ରହିଥାନ୍ତେ ତେବେ ସେମାନେ ମଧ୍ୟ ପ୍ରା-ଣ ହାରି ଦେଇଥାନ୍ତେ ।

ତେବେ ବହୁତ କଷ୍ଟ ରେ ତାଙ୍କୁ ଟାଣି ଉଦ୍ଧାର କରିଥିଲି ଏବଂ ସେତେବେଳେ ମୋ ମୁଣ୍ଡ ଏବଂ ଛାତି ମଧ୍ୟ ମା-ଡ଼ ହୋଇ ଯାଇଥିଲା । ତେବେ ଫୁଣି ଦେଖିଲି ଆଉ ଜଣେ ଭା-ସି ଯାଉଛନ୍ତି ଏବଂ ତାଙ୍କ ପାଖକୁ ଯାଇ ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଲି ସେତେବେଳେ ସେ ଆଖି ମିଟମିଟ କରୁଥିଲେ ଏବଂ ହାତ ମଧ୍ୟ ହଲାଉ ଥିଲେ ମୁଁ ସାହାର୍ଯ୍ୟ ପାଇଁ କିଛି ଲୋକ ଙ୍କୁ ଡାକିଲି କିନ୍ତୁ କେହି ଭ-ୟ-ରେ ଆସିଲେ ନାହିଁ ଏବଂ ବହୁତ କଷ୍ଟ ରେ ତାଙ୍କୁ ଉ-ଦ୍ଧା-ର କରିଥିଲି ।

ସେତେବେଳେ ମୁଁ ଜାଣି ନଥିଲି କି ସେ ବହୁତ ବଡ଼ ସାମ୍ବାଦିକ ବୋଲି । ତେବେ ଶେଷ ରେ କହିଲେ କି ହୁଏତ ଆଉ କିଛି ଲୋକ ସାହାର୍ଯ୍ୟ କରିଥିଲେ ଅରିନ୍ଦମ ଭାଇ ବଂଚି ଯାଇଥାନ୍ତେ । ତେବେ ମାନସ ଏହା କହି କାନ୍ଦି ମଧ୍ୟ ପକାଉ ଥିଲେ । ତେବେ ବର୍ତ୍ତମାନ ଓଡିଶା ନିଜର ଦୁଇ ସାହାସି ବ୍ୟକ୍ତି ଙ୍କୁ ହରାଇ ଶୋ-କା-କୁ-ଳ ପରିସ୍ଥିତି ରେ ରହିଛି ।

Leave a Reply

Your email address will not be published. Required fields are marked *