ଯେଉଁ ଲୋକ ଏହି ଗୋଟେ ମନ୍ତ୍ର 3 ଥର କହିଦିଏ… ତା’ ର ଭାଗ୍ୟ ବଦଳିଯାଏ… ସବୁ ମନବାଞ୍ଛା ପୂରଣ !

ବନ୍ଧୁଗଣ ହିନ୍ଦୁ ଧର୍ମରେ ବରଗଛର ଖାସ୍ ମହତ୍ଵ ରହିଛି। ଯେଉଁ ମହିଳା ମାନେ ବରଗଛର ପୂଜା କରିଥାନ୍ତି । ସେହି ମହିଳାଙ୍କ ସ୍ଵାମୀ ଦୀର୍ଘାୟୁ ହୋଇଥାନ୍ତି । ଏଥିସହ ସେମାନଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହୋଇଥାଏ । ବରଗଛର ଶାଖାକୁ ମାତା ସାବିତ୍ରୀଙ୍କର ରୂପ ବୋଲି ମାନାଯାଇଥାଏ । ଦେବୀ ସାବିତ୍ରୀ ନିଜର କଠିନ ସାଧନା ଓ ତପସ୍ୟା ଦ୍ଵାରା ସେ ନିଜ ସ୍ଵାମୀ ସତ୍ୟବାନଙ୍କ ପ୍ରାଣ ଯମରାଜାଙ୍କ ଠାରୁ ଛଡାଇ ଆଣିଥିଲେ । ଏଥିସହ ବରଗଛକୁ ବ୍ରହ୍ମା, ବିଶନୁ ଓ ମହେଶ୍ଵରଙ୍କର ରୂପ ବୋଲି ମାନାଯାଇଥାଏ ।

ବରଗଛ ଏକ ଏପରି ବୃକ୍ଷ ଅଟେ । ଯାହାକୁ ତ୍ରିଦେବଙ୍କ ରୂପ ବୋଲି ମାନାଯାଇଥାଏ । କାରଣ ଏହି ବୃକ୍ଷରେ ତିନି ଦେବତାଙ୍କର ବାସ ହୋଇଥାଏ । ଏହି ଗଛକୁ ଯେଉଁ ବି ବ୍ୟକ୍ତି ପୂଜା କରିଥାଏ । ସେହି ବ୍ୟକ୍ତିକୁ ଜଣେ ନୁହେଁ, ବଂର 3 ଜଣ ଦେବତାଙ୍କର ଆଶ୍ରୀବାଦ ପ୍ରାପ୍ତ ହୋଇଥାଏ । ଯାହା ଫଳରେ କି ବ୍ୟକ୍ତିର ସମସ୍ତ ମନବାଞ୍ଛା ଅତି ଶୀଘ୍ର ପୂରଣ ହୋଇଯାଇଥାଏ ।

ତେଣୁ ଯେଉଁ ବ୍ୟକ୍ତିଙ୍କ ମନରେ କୌଣସି ପ୍ରକାର ମନୋସ୍କାମନା ରହିଥାଏ । ତେବେ ବରଗଛର ଅବଶ୍ୟ ପୂଜା କରନ୍ତୁ । ବରଗଛର ପୂଜା କରିବା ପରେ ଏହି ମନ୍ତ୍ରଟି ନିହାତି ଭାବେ କୁହନ୍ତୁ । ତେବେ ଏହି ମନ୍ତ୍ରଟି ହେଉଛି ଓମ୍ ନମଃ ଭଗବତେ ବାସୁଦେବାୟଃ । ଏହି ମନ୍ତ୍ରଟିକୁ 3 ଥର ଜପ କରିବାକୁ ପଡିବ ।

ଯେଉଁ ବ୍ୟକ୍ତି ବରଗଛର ପୂଜା କରିବା ପରେ ଏହି ଏକ ବିଶେଷ ମନ୍ତ୍ରଟିର 3 ଥର ନିଷ୍ଠାରେ ଜପ କରିଥାଏ । ତେବେ ବ୍ୟକ୍ତିର ମନବାଞ୍ଛା ଭଗବାନ ବହୁତ ଜଲ୍ଦି ପୂରଣ କରିଥାନ୍ତି । ଏଥିସହ ନିଜର କର୍ମ କରିବା ସହ ଭଗବାନଙ୍କ ଉପରେ ମଧ୍ୟ ଭରଷା ରଖିବାକୁ ପଡିବ । ତେବେ ଯାଇ ବ୍ୟକ୍ତି ନିଜ ଜୀବନରେ ଉନ୍ନତି ଆକାର ସଫଳତା ପ୍ରାପ୍ତ କରିଥାଏ । ତେବେ ଏହା ଛଡା ଏହି ମନ୍ତ୍ର ଜପ କରିବାର ଏତେ ଲାଭ ରହିଥାଏ ।

ଯେ ଯେଉଁ ବ୍ୟକ୍ତି ଏହି ମନ୍ତ୍ରଟିକୁ ପବିତ୍ର ମନରେ ଜପ କରିଥାଏ । ସେହି ଲୋକଙ୍କୁ ମା’ ଲକ୍ଷ୍ମୀକର ମଧ୍ୟ ଆଶ୍ରୀବାଦ ପ୍ରାପ୍ତ ହୋଇପାରିଥାଏ । ଯାହା ଦ୍ଵାରା ସେହି ଲୋକ ନିଜର ସମସ୍ତ ଆର୍ଥିକ ସଙ୍କଟରୁ ମୁକୁଳିପାରିଥାଏ ।

ତେବେ ଏହି ମନ୍ତ୍ରଟିକୁ ଜପ କରିବା ପରେ ବରଗଛରେ ପାଣି ଚଢାନ୍ତୁ । ତାପରେ ଗଛ ଚାରିପଟେ ପରିକ୍ରମା କରି ବୃକ୍ଷର ପୂଜା କରନ୍ତୁ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *