ଇଶ୍ଵରଙ୍କୁ ସ୍ମରଣ କରି କୌଣସି ବି ଏକ ନମ୍ବର ଉପରେ ଆଙ୍ଗୁଳି ରଖନ୍ତୁ, ନିଜର ଭାଗ୍ୟ ବିଷୟରେ ଜାଣନ୍ତୁ… Hanuman Jyotish

ବନ୍ଧୁଗଣ ଆପଣଙ୍କ ଭାଗ୍ୟ ଓ ଭବିଷ୍ୟ ବିଷୟରେ ଜାଣିବାକୁ ସମସ୍ତଙ୍କର ଇଛା ରହିଥାଏ । ତେଣୁ ଯଦି ଆପଣ ମଧ୍ୟ ଏହି ବିଷୟରେ ଜାଣିବାକୁ ଇଚ୍ଛୁକ ରହିଛନ୍ତି । ତେବେ ହନୁମାନ ଜ୍ଯୋତିଷରେ ଦିଆଯାଇଥିବା ସଂଖ୍ୟା ଭିତରୁ କୌଣସି ଏକ ସଂଖ୍ୟା ଉପରେ ତର୍ଜନୀ ଆଙ୍ଗୁଳି ରଖି ଏକ ଅଙ୍କ ବାଛନ୍ତୁ । ଭାଗ୍ୟ ବିଷୟରେ ଜାଣିପାରିବେ । ସେଥିପାଇଁ ଆପଣଙ୍କୁ ଓମ୍ ରାମାୟ ନମଃ ଏହି ମନ୍ତ୍ରର 3 ଥର ଜପ କରିବା ପାଇଁ ପଡିବ । ଭଗବାନଙ୍କୁ ସ୍ମରଣ କରି ଏହି ମନ୍ତ୍ରର 3 ଥର ଜପ କରି କୌଣସି ଏକ ସଂଖ୍ୟା ନିଜ ପାଇଁ ବାଛନ୍ତୁ ।

1- ଯେଉଁ ମାନେ ନମ୍ବର 1 କୁ ବାଛିଛନ୍ତି । ସେମାନଙ୍କୁ ଆର୍ଥିକ ଲାଭ ହୋଇବା ଅସହ ମାନ ସମ୍ମାନରେ ମଧ୍ୟ ବୃଦ୍ଧି ପାଇବ । ଏହି ବ୍ୟକ୍ତି ମାନଙ୍କର ଅଟକି ରହିଥିବା ଧନ ମଧ୍ୟ ପୁନଶ୍ଚ ତାଙ୍କୁ ମିଳିପାରିବ । କରଜରେ ବୁଡି ରହିଥିବା ଲୋକ ସେଥିରୁ ମୁକ୍ତି ପାଇପାରିବେ ।

2- ଯେଉଁ ମାନେ ନମ୍ବର 2 କୁ ବାଛିଛନ୍ତି । ସେମାନଙ୍କର ଅଯଥା ଧନ ଖର୍ଚ ହୋଇପାରେ । ଅଥବା ଧନହାନୀ ହେବାର ସମ୍ଭାବନା ରହିଛି । ତେଣୁ ଯେତେବେଳେ ଧନ ଜନିତ କିଛି କାରବାର କରୁଛନ୍ତି । ସେତେବେଳେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ ।

3- ନୂତନ ମିତ୍ର ମିଳିବାର ଯୋଗ ରହିଛି । ଯେଉଁ ବନ୍ଧୁ ଆପଣଙ୍କୁ ବହୁତ ସାହାଜ୍ଯ ଓ ସହଯୋଗ କରିବେ । 4- ଏହି ବ୍ୟକ୍ତି ମାନଙ୍କୁ କୌଣସି ସ୍ଵାସ୍ଥ ଜନିତ ସମସ୍ଯାର ସାମ୍ନା କରିବାକୁ ପଡିପାରେ । ତେଣୁ ନିଜ ପ୍ରତି ଅଧିକ ସତର୍କ ରୁହନ୍ତୁ ।

5- ଯେଉଁ କାର୍ଯ୍ୟ ପାଇଁ ବହୁ ଦିନରୁ ଆପଣ ଭାବୁଥିଲେ । ସେହି କାର୍ଯ୍ୟ ଆପଣଙ୍କର ପୁରା ହେବାକୁ ଯାଉଛି । ଅଟକି ରହିଥିବା କାର୍ଯ୍ୟକୁ ପୁଣି ଥରେ ପୁରା କରିବାର ସୁଯୋଗ ପ୍ରାପ୍ତ ହେବ । 6- ପରିବାରରେ କୌଣସି ସଦସ୍ୟଙ୍କ ସହ ଆପଣଙ୍କ ମନୋମାଳିନ୍ୟ ଘଟିପାରେ । କାହା ସହ କଳି ଝଗଡା ମଧ୍ୟ ହୋଇପାରେ । ନିଜକୁ ଅଯଥା କଳି ଝଗଡାରୁ ନିବୃତ୍ତ କରି ରଖନ୍ତୁ । 7- ସନ୍ତାନ ପ୍ରାପ୍ତି ହେବାର ଖୁସି ଖବର ଶୁଣିବାକୁ ପାଇପାରନ୍ତି । ଅଥବା ପିଲା ମାନଙ୍କ ଠାରୁ କିଛି ଖୁସି ଖବର ଶୁଣିବାକୁ ପାଇପାରନ୍ତି ।

8- ଆପଣଙ୍କ ସହ କୌଣସି ବ୍ୟକ୍ତି ବିଶ୍ବାସଘାତକତା କରିପାରେ । ଜୀବନରେ କିଛି କାରଣ ପାଇଁ ଦୁଃଖ ଆସିପାରେ । ତେଣୁ ଅନ୍ୟ ଉପରେ ଦରକାର ଠାରୁ ଅଧିକ ବିଶ୍ବାସ କରନ୍ତୁ ନାହିଁ ।

9- କୌଣସି କାର୍ଯ୍ୟରେ ସଫଳତା ମିଳିପାରେ । ଶତ୍ରୁଙ୍କ ଠାରୁ ଆପଣଙ୍କର ବିଜୟ ହେବ । ହରାଇଥିବା ସମ୍ମାନ ପୁଣି ଥରେ ଆପଣ ଫେରିପାରିବେ ।

ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *