ଯେତେବେଳେ ଜଣେ କୃଷକର ବିଲରୁ ବାହାରିଲା ଏକ ବିରାଟକାୟ ଅଜଗର ସାପ, ତ ଏମିତି କରାଗଲା Rescue, ଯାହା ଆଗରୁ ଆପଣ କେବେ ବି ଦେଖି ନଥିବେ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ସାପ ମାନଙ୍କ ସହ ଜଡିତ ଅନେକ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ଦେଖିଥିବେ । ସାପ ମଣିଷ ମାନଙ୍କ ପାଇଁ ଘା-ତ-କ ହୋଇଥାନ୍ତି । ସାପ ଚୋ-ଟ-ରେ ମଣିଷ ମାତ୍ର କିଛି ମିନିଟ ମଧ୍ୟରେ ନିଜ ପ୍ରା-ଣ ହରାଇଥାଏ । ସାପ ସାଧାରଣତଃ ଜଙ୍ଗଲରେ ରୁହନ୍ତି ହେଲେ ବେଳେବେଳେ ଖାଦ୍ୟ ଖୋଜିବା ପାଇଁ ସାପ ଜନଗହଳି ସ୍ଥାନକୁ ଚାଲିଯାନ୍ତି ।

ବନ୍ଧୁଗଣ ସାପ ମାନଙ୍କୁ ଉଧାର କରିବା ପାଇଁ କିଛି ଦକ୍ଷ ସାପ ଧରାଳି ଅଛନ୍ତି ସେମାନେ ନିଜ ଜୀବନକୁ ବାଜିରେ ପକାଇ ସାପ ଧରନ୍ତି । ଗତ କିଛି ସମୟ ହେବ ଏକ ସାପ ଉଧାରର ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି ଓ ଏହି ଭିଡିଓର ଚର୍ଚା ମଧ୍ୟ ଜୋରସୋର ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଉତ୍ତର ପ୍ରଦେଶ ଜୋନପୁରର ଏକ ଗାଁ କ୍ଷେତରେ ଏକ ବିଶାଳକାୟ ଅଜଗର ସାପ ଲୁଚି ରହିଥିଲା । ଏହି ସାପକୁ ପ୍ରଥମେ କ୍ଷେତ ମାଲିକ ଦେଖିଥିଲେ ଓ ଗାଁ ଲୋକଙ୍କୁ ଡକାଇ ଥିଲେ । ଅଜଗରଟି ବହୁତ ବଡ ଓ ଅଧିକ ଓଜନର ଥିଲା ଯାହାକୁ ଦେଖି ଗାଁ ଲୋକ ମାନେ ଭୟବିତ ହୋଇଯାଇଥିଲେ । ଏହା ପରେ ଗାଁ ଲୋକ ମାନେ ଏକ ସାପ ଧରାଳିକୁ ଡକାଇ ଥିଲେ ।

https://www.youtube.com/watch?v=esML31SG9Sg

ସାପ ଧରାଳି ଜଣକ କ୍ଷେତ ଭିତରେ ଯାଇ ସାପକୁ ଉଧାର କରିବା ପାଇଁ ଚେଷ୍ଟା କରିଥିଲେ । ସାପଟି ମାଟି ଭିତରେ ପଶି ରହିଥିଲା । ବହୁତ କଷ୍ଟରେ ସାପକୁ ମାଟି ଭିତରୁ ବାହାର କରାଗଲା । ଏହା ପରେ ପାଖା ପାଖି ୩ ଜଣ ଲୋକ ସାପକୁ କାନ୍ଧେଇ କ୍ଷେତ ବାହାରକୁ ଆଣିଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଜଗର ସାପ କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *