ଛାତି ଯନ୍ତ୍ରଣା ହେଉଛି କି ? ହୋଇପାରେ ଏହା ହାର୍ଟଟାକ ? ଜାଣନ୍ତୁ କଣ କୁହନ୍ତି Dr Gunadhar Padhi

ନମସ୍କାର ବନ୍ଧୁଗଣ ଯଦି ଆପଣ ଙ୍କ ଛାତିରେ ବଲଗମ ଅଛି କିମ୍ବା ମୋଟା କଫ ଅଛି । ଏବଂ ନିଶ୍ୱାସ ନେବାରେ ଅସୁବିଧା ହେଉଛି ଏବଂ ଯଦି ଆପଣ କାଢା ପିଇ ପାରନ୍ତି ନାହିଁ ଆଉ ଯଦି ଛୋଟ ପିଲା ଅଛି ତେବେ ତାକୁ କିପରି କାଢା ଦିଆ ଯାଇ ପାରିବ । ସେ ଉପାୟ ବିଷୟରେ ଜାଣିବା । ଯେତେବେଳେ ଆମ ଫୁସଫୁସ ରେ ଯ-ନ୍ତ୍ର-ଣା ହେବାକୁ ଆରମ୍ଭ ହୋଇ ଥାଏ । ଏବଂ କାଶ ହେବା ଆରମ୍ଭ ହୁଏ । ଏବଂ ଗଳାରେ ବହୁତ କଫ ରହିଛି ।

କିମ୍ବା ଶରୀର ଦୁର୍ବଳ ହୋଇ ପଡୁଛି କିମ୍ବା ଆମ ଶରୀର ରେ ଅମ୍ଳଜାନ ର ମାତ୍ରା କମ ଅଛି ନିଶ୍ୱାସ ନେବାରେ ବହୁତ ଅସୁବିଧା ହେଉଛି । ତେବେ ଏହି ଛାତି ଯ-ନ୍ତ୍ର-ଣା ର ଅନେକ କାରଣ ମଧ୍ୟ ରହିଥାଏ ଏହାଛଡ଼ା ଆମେ ମାନେ ଅଧିକ ମସଲା ତେଲ ଏବଂ ବାହାର ଖାଦ୍ୟ ଖାଇବାକୁ ଅଧିକ ପସନ୍ଦ କରିଥାଉ । କିନ୍ତୁ ଏହି ସବୁ ଆମ ଶରୀର ପାଇଁ ଉଚିତ ନୁହେଁ ଏବଂ ଭଲ ନୁହେଁ ଏହା ଆମ ଶରୀର କୁ ଅନେକ କ୍ଷତି ମଧ୍ୟ ପହଞ୍ଚାଇ ଥାଏ ।

ତେବେ ଆସନ୍ତୁ ଏହି ଛାତି ଯ-ନ୍ତ୍ର-ଣା ର କାରଣ ଏବଂ କିପରି ନିଜକୁ ସୁସ୍ଥ ରଖି ପାରିବା ସେ ବିଷୟରେ ଆଲୋଚନା କରି ନେବା । ଆମ ଛାତି ରେ ଯ-ନ୍ତ୍ର-ଣା ହେବାର ଅନେକ କାରଣ ରହିଛି । କେତେବେଳେ ଯଦି କୌଣସି ଭାରି ଜିନିଷ କୁ ଉଠାଇ ଥାଉ ତେବେ ଆମ ଛାତି ରେ ଯ-ନ୍ତ୍ର-ଣା ଅନୁଭବ ହୋଇଥାଏ ଏବଂ ଯଦି ଛାତିରେ କଫ,ପିତ ଥାଏ ତେବେ ମଧ୍ୟ ଆମ ଛାତି ରେ ଯ-ନ୍ତ୍ର-ଣା ହୋଇଥାଏ ଏହା ଛଡା କାହାକୁ ହୃ-ଦ-ଘା-ତ ହେଲେ ମଧ୍ୟ ଆମ ଛାତିରେ ଯ-ନ୍ତ୍ର-ଣା ହୋଇଥାଏ ।

ଯେତେବେଳେ ଆମେ ଅଧିକ ଖାଦ୍ୟ ଖାଇଦେଇ ଥାଉ ଏବଂ ତାହା ସଠିକ ଭାବରେ ହଜମ ହୋଇ ନଥାଏ ଏବଂ ବା-ନ୍ତି ଆସିବା, ଭାରୀ ଲାଗିବା ଏସିଡିଟି ର ଲକ୍ଷଣ ଏହାଯୋଗୁଁ ଛାତିରେ ଯ-ନ୍ତ୍ର-ଣା ମଧ୍ୟ ହୋଇଥାଏ । ତେବେ ହୃ-ଦ-ଘା-ତ ରେ କାନ୍ଧ, ବେକ, ହାତ ବି-ନ୍ଧି-ବା ସହ ମୁଣ୍ଡ ବୁଲାଇବା, ନିଶ୍ୱାସ ରେ କ-ଷ୍ଟ ହେବା ଆଦି ହାର୍ଟ-ଆ-ଟା-କ କିମ୍ବା ହୃ-ଦ-ଘା-ତ ର ଲକ୍ଷଣ ହୋଇଥାଏ ।

ଯଦି ରୋଗୀ କୁ ଛାତିରେ ଅଧିକ ଯ-ନ୍ତ୍ର-ଣା ଆରମ୍ଭ ହୁଏ ତେବେ ତାକୁ ଅତି ଶୀଘ୍ର ଡାକ୍ତର ଖାନାକୁ ନେଇଯିବା ଉଚିତ ଏବଂ ସେଠାରେ ଏକ ଇସିଜି ନେବା ଉଚିତ ଏହା ଦ୍ୱାରା ହାର୍ଟ-ଆ-ଟା-କ ସା-ଙ୍ଘା-ତି-କ ଅଛି କି ସାଧାରଣ ଆପଣ ଜାଣି ପାରିବେ ଏବଂ ଏହାର ଉଚିତ ଚିକିତ୍ସା ମଧ୍ୟ କରି ପାରିବେ । ତେବେ ସବୁଠାରୁ ବଡ଼ ଜିନିଷ ହେଲା ନିଜ ଜୀଵନ ଶୈଳୀ କୁ ବଦଳାଇବା । ନିଜ ଖାଦ୍ୟ ପେୟ କୁ ମଧ୍ୟ ବଦଳାଇବା ।

ବ୍ୟାୟାମ କରିବା, ଖେଳିବା ଶାରୀରିକ ପରିଶ୍ରମ କରିବା ଆଦି ଏହା ସହ ଆପଣ ସବୁଜ ପନି ପରିବା ଖାଇବେ ଏବଂ ଅଧିକ ଥଂଡାଯୁକ୍ତ ବାତାବରଣ ଠାରୁ ଦୂରେଇ ରୁହନ୍ତୁ । ନିଜ ଖାଦ୍ୟ ରେ ଫାଇବାର ର ମାତ୍ରା କୁ ବଢ଼ାନ୍ତୁ ଏବଂ କ୍ୟାଲେରି ର ମାତ୍ରା କୁ କମ କରନ୍ତୁ । ଏହା ଛଡା ଧୂ-ମ୍ର-ପା-ନ କିମ୍ବା ମ-ଦ୍ୟ-ପା-ନ କରିବା ଦ୍ୱାରା ଏହାର ଖରାପ ପ୍ରଭାବ ଆପଣଙ୍କ ଶରୀର ଉପରେ ପଡିବ ଏବଂ ଛାତିରେ ଯ-ନ୍ତ୍ର-ଣା ମଧ୍ୟ ହୋଇ ପାରେ ତେଣୁ ଏହି ସବୁ ଜିନିଷ ଠାରୁ ଦୂରେଇ ରହିବା ଉଚିତ । ଆପଣ ମାନେ ନିଜେ ନିଜକୁ ହିଁ ସୁରକ୍ଷିତ ରଖି ପାରିବେ ବାସ ସାବଧାନତା ରହିବା ଆବଶ୍ୟକ ଅଟେ ।

Leave a Reply

Your email address will not be published. Required fields are marked *