Cuttack ର ଫେମସ ମଟନ୍ (Nanda Bhai Hotel), 37 ବର୍ଷର ପୁରୁଣା ହୋଟେଲ, ଦିନକୁ ବିକ୍ରି ହେଉଛି 60 kg ମଟନ୍, ସ୍ଵାଦ ଏମିତି ପାଟିରୁ ଛାଡିବନି, ଦେଖନ୍ତୁ କଣ କହୁଛନ୍ତି ହୋଟେଲ ମାଲିକ

ବନ୍ଧୁଗଣ ଏହି ଦୁନିଆରେ ନିରାମିଷ ଖାଦ୍ୟ ଠାରୁ ଅଧିକ ଲୋକ ଆ-ମି-ଷ ଖାଦ୍ୟ ଖାଇବା ପାଇଁ ପସନ୍ଦ କରନ୍ତି । ଆମିଷ ଖାଦ୍ୟରେ ମାଛ, ଚିଙ୍ଗୁଡି, ଅଣ୍ଡା, ଚି-କେ-ନ ଓ ମ-ଟ-ନ ଆଦି ଲୋକ ଖାଇବାକୁ ପସନ୍ଦ କରନ୍ତି । କିତନୁ ଅଧିକାଂଶ ଲୋକ ମ-ଟ-ନ ପ୍ରିୟ ଅଟନ୍ତି । ମ-ଟ-ନ ଖାଇବା ପାଇଁ ଲୋକମାନଙ୍କୁ ବହୁତ ଅଧିକ ପସନ୍ଦ ଆସେ । ମ-ଟ-ନର ଟେଷ୍ଟ ଓ ବାସ୍ନା ସବୁ ଆମିଷ ଠାରୁ ଭିନ୍ନ ହୋଇଥିବାରୁ ଲୋକମାନେ ମ-ଟ-ନ ଖାଇବା ପାଇଁ ପସନ୍ଦ କରନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ମ-ଟ-ନ ହୋଟେଲ ବିଷୟରେ କହିବାକୁ ଯାଉଛୁ ଯାହାଙ୍କର ଦିନକୁ ୬୦ କିଲୋ ମ-ଟ-ନ ବିକ୍ରି ହୁଏ । ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ହୋଟେଲ ବିଷୟରେ । ଆମେ ଆପଣଙ୍କୁ ଯେଉଁ ହୋଟେଲ ବିଷୟରେ କହିବାକୁ ଯାଉଛୁ ତାହା କଟକରେ ଅଛି ।

କଟକ କାଠଯୋଡି ହୋଟେଲ ଓ ଖାନନଗର ଦୂର୍ଗା ମଣ୍ଡପ ସାଇଡରେ ନଣ୍ଡା ଭାଇ ହୋଟେଲ ବହୁତ ଫେମସ ଅଟେ । ଖାନନଗରର ପ୍ରଥମ ହୋଟେଲ ହେଉଛି ନଣ୍ଡା ଭାଇ ହୋଟେଲ ।ଏହି ଦୋକାନର ମାଲିକ ହେଉଛନ୍ତି କୈଳାସ ଚନ୍ଦ୍ର ସାହୁ ଲୋକମାନେ ତାଙ୍କୁ ନଣ୍ଡା ଭାଇ ଡାକନ୍ତି ତେଣୁ ସେ ଏହି ଦୋକାନର ନାମ ନଣ୍ଡା ଭାଇ ହୋଟେଲ ରଖିଥିଲେ । ନଣ୍ଡା ଭାଇ ଏହି ହୋଟେଲକୁ ୧୯୮୪ ମସିହାରେ ଖୋଲିଥିଲେ ।

ବନ୍ଧୁଗଣ ଏହି ହୋଟେଲରେ ସବୁ ଖାଦ୍ୟ ବହୁତ ସୁଦ୍ଧ ଅଟେ ଓ ଏଥିରେ କୌଣସି ଖରାପ ଜିନିଷର ବ୍ୟବହାର କରାଯାଏ ନାହିଁ । ନଣ୍ଡା ଭାଇ ହୋଟେଲଙ୍କ ମ-ଟ-ନ ବହୁତ ଫେମସ । ହୋଟେଲରେ ମ-ଟ-ନ କିମା କଲିଜି, ମ-ଟ-ନ କରି, ମ-ଟ-ନ କଶା ଓ ମ-ଟ-ନ ଡାଲମା ବହୁତ ଫେମସ । ଏହା ବ୍ୟତୀତ ତାଙ୍କର ଚି-କେ-ନ ମସଲା, ଚିଲି ଚି-କେ-ନ, ଦେଶୀ ଚି-କେ-ନ ଓ ମାଛ କରି ମଧ୍ୟ ଲୋକମାନେ ବହୁତ ପସନ୍ଦ କରନ୍ତି ।

ଆମିଷ ବାରରେ ତାଙ୍କର ୫୦ ରୁ ୬୦ କିଲୋ ମ-ଟ-ନ ଆସେ । ଲୋକମାନେ ନଣ୍ଡା ଭାଇଙ୍କ ମ-ଟ-ନକୁ ବହୁତ ଆନନ୍ଦର ସହ ଖାଆନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନେ ବି ନଣ୍ଡା ଭାଇ ମ-ଟ-ନ ନିଶ୍ଚୟ ଖାଆନ୍ତୁ ଓ ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି କୁହନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *