ରାସ୍ତାରେ ଯାଉଥିବା ଏକ ବାତେରା ଯୁବକ ଲେଡି ପୋଲିସକୁ କମେଣ୍ଟ ମାରି କହିଲା- ଏତେ ପତଳା ଅଛ, ରାଇଫଲ କେମିତି ଉଠଉଛ ? ଲେଡି ପୋଲିସ ଦେଲେ ଏମିତି ଜବାବ କି 7 ଜନ୍ମ ମନେ ରଖିଥିବ

ବନ୍ଧୁଗଣ ବର୍ତ୍ତମାନ ଦୁନିଆରେ ଏପରି ସବୁ ମାମଲା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚା ବିଷୟ ପାଳଟୁଛି । ବନ୍ଧୁଗଣ ସାଧାରଣତଃ ଏହି ସବୁ ମାମଲା ଗୁଡିକ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛି । ଆପଣ ମାନେ ଏହି ସବୁ ମାମଲା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆମ ଭାରତ ଦେଶର ଗଳି ଗଳିରେ ଆପଣ ମାନଙ୍କୁ ଏପରି କିଛି ଲୋକ ନିଶ୍ଚୟ ମିଳିବେ ଯେଉଁ ମାନେ ରାସ୍ତାରେ ଯାଉଥିବା ଝିଅ ମାନଙ୍କୁ ହଇରାଣ କରନ୍ତି । ଏହି ଲୋକମାନେ ଝିଅ ମାନଙ୍କୁ କମେଣ୍ଟ କରନ୍ତି ଓ ତାଙ୍କୁ ଖରାପ ବ୍ୟବହାର ଦେଖାଇ ଥାନ୍ତି ।

କିନ୍ତୁ ବନ୍ଧୁଗଣ ବର୍ତ୍ତମାନ ଏମିତି ସମୟ ହୋଇଯାଇଛି ଯେ ଏହି ଲୋକମାନେ ସାଧାରଣ ଝିଅଙ୍କ ସହ ମହିଳା ପୋଲିସ କର୍ମୀ ମାନଙ୍କୁ ମଧ୍ୟ ହଇରାଣ କରୁଛନ୍ତି । ବନ୍ଧୁଗଣ ଏହିପରି ଏକ ମାମଲା ଉତ୍ତର ପ୍ରଦେଶରେ ହୋଇଛି । ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମାମଲା ବିଷୟରେ ।

ବନ୍ଧୁଗଣ ଉତ୍ତର ପ୍ରଦେଶ ବରେଲୀର ଫରିଦପୁର ଥାନା କ୍ଷେତ୍ରରେ ଏହି ମାମଲା ହୋଇଛି । ସେହି ସ୍ଥାନରେ ଏକ ଗଳି ରୋମିଓ ଏକ ମହିଳା ପୋଲିସ ସହ ଫ-ଲ-ଟ କରୁଥିଲା । ପ୍ରଥମେ ସେ ମହିଳା କନେଷ୍ଟବଲକୁ ଦେଖି ଗୀତ ଗାଇଲା ଓ ଏହା ପରେ ସେ କହିଲା ‘ତମେ ଏତେ ପତଳା ଅଛ ରାଇଫଲ କେମିତି ସମ୍ଭାଳୁଛ ?’ । ଏତିକି କଥା ପରେ ମହିଳା ପୋଲିସ ଜଣକ ରାଗି ଯାଇଥିଲେ ।

ଏହାପରେ ମହିଳା ପୋଲିସ ଜଣକ ସେହି ରୋମିଓର ଡ୍ରେସ କଲରକୁ ଧରି ଦେଇଥିଲେ ଓ ପି-ଟି-ବା ଆରମ୍ଭ କରିଥିଲେ । ମହିଳା ପୋଲିସଙ୍କ ଠାରୁ ମା-ଡ ଖାଇବା ପରେ ବ୍ୟକ୍ତି ଜଣକ ତଳେ ପଡିଯାଇଥିଲେ । କିଛି ସମୟ ପରେ ରାସ୍ତା ଭିଡ ହୋଇଯାଇଥିଲା । ଏହାପରେ ମହିଳା ପୋଲିସ ଜଣକ ନିଜ ଥାନାର ପୋଲିସ ମାନଙ୍କୁ ଫୋନ କରି ଡ଼ାକିଥିଲେ । କିନ୍ତୁ ସେହି ସମୟରେ ବ୍ୟକ୍ତି ଜଣକ ମହିଳା ପୋଲିସଙ୍କୁ ଧକା ଦେଇ ସେହି ସ୍ଥାନରୁ ଫେରାର ହୋଇଯାଇଥିଲା ।

ହେଲେ ବନ୍ଧୁଗଣ ବ୍ୟକ୍ତି ଜଣକ ଫେରାର ହେବାରେ ଏତେ ବ୍ୟସ୍ତ ହୋଇଯାଇଥିଲେ ଯେ, ସେ ନିଜର ଫୋନକୁ ଘଟଣା ସ୍ଥଳରେ ଛାଡି ଚାଲିଯାଇଥିଲା । ବନ୍ଧୁଗଣ ମହିଳା ଜଣକ ମିଡିଆ ସାମ୍ନାରେ ନିଜର ମତ ରଖିଛନ୍ତି ଓ କହିଛନ୍ତି, ‘ସେହି ବ୍ୟକ୍ତି ଜଣକ ଗଳିରେ ଆସୁଥିବା ସମସ୍ତ ମହିଳାଙ୍କୁ ଖରାପ କମେଣ୍ଟ କରୁଥିଲା ।

ସେହି ବ୍ୟକ୍ତି ବିରୋଧରେ ମହିଳା ମାନେ ବହୁତ ଥର କମ୍ପ୍ଲେନ ମଧ୍ୟ କରାଇଥିଲେ । ହେଲେ ସେହିଦିନ ସେ ମହିଳା ପୋଲିସଙ୍କ ହାବୁଡରେ ପଡିଗଲା । ସେହି ଦିନ ଠାରୁ ସେ କେବେହେଲେ କୌଣସି ମହିଳାକୁ କମେଣ୍ଟ କରିବ ନାହିଁ’ । ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ମାମଲାଟି ବହୁତ ଚର୍ଚାରେ ଅଛି । ଲୋକମାନେ ଏହି ମାମଲାକୁ ନେଇ ଅଲଗା ଅଲଗା ପ୍ରତିକ୍ରିୟା ମାନ ଦେଉଛନ୍ତି ।

ତା ହେଲେ ବନ୍ଧୁଗଣ ଏହି ମାମଲା ଉପରେ ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *