ଯେତେବେଳେ ଏମାନଙ୍କୁ ନିଜ ଅଜବ କାରନାମା ପାଇଁ ପସ୍ତେଇବାକୁ ପଡିଲା, 4 ନଂ ଭିଡିଓ ଦେଖିଲେ ଆପଣ ହସି ହସି ଗଡିବେ ! ଦେଖନ୍ତୁ Video

ବନ୍ଧୁଗଣ ପୃଥିବୀରେ ମଣିଷ ହେଉଛି ସବୁଠାରୁ ବୁଦ୍ଧିମାନ ପ୍ରାଣୀ । ହେଲେ ବେଳେବେଳେ ମଣିଷ ଏଭଳି କିଛି ହରକତ କରିଥାଏ ଯାହା ପାଇଁ ତାକୁ ପଶ୍ଚାତାପ କରିବାକୁ ପଡିଥାଏ । ବନ୍ଧୁଗଣ ଏଭଳି ଲୋକଙ୍କର କିଛି ଆଶ୍ଚର୍ଯ୍ୟ ଜନକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏ ସବୁ ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ଚର୍ଚିତ ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଭାଇରାଲ ଭିଡିଓ ଗୁଡିକ ବିଷୟରେ । ୧. କିଛି ଭିଡିଓ ଏଭଳି ଥାଏ ଯାହାକୁ ଦେଖି ଆପଣ ହସିବେ ନା କାନ୍ଦିବେ କିଛି ବୁଝି ପାରିବେ ନାହିଁ । ଏଭଳି ଏକ ଭିଡିଓ ଆଗ୍ରାରୁ ଆସିଥିଲା । ଏହି ଭିଡିଓରେ ଜଣେ ବ୍ୟକ୍ତି ନିଜ ପତ୍ନୀ ଭୟରେ ରାସ୍ତାରେ କାନ୍ଦି କାନ୍ଦି ଦୌଡୁ ଥିବାର ନଜର ଆସୁଛି ।

ବ୍ୟକ୍ତି ରାସ୍ତାରେ ଚିତ୍କାର କରି କହୁଥିଲେ ମୋତେ ବଞ୍ଚାଅ । ବ୍ୟକ୍ତି ଜଣକ ଫିଲ୍ମ ଷ୍ଟାଇଲରେ ନିଜ ପତ୍ନୀଙ୍କୁ କହିଥିଲେ ‘ଛାତି ଚିରିକି ଦେଖ ତମର ନାଁ ଅଛି’ । ତେଣୁ ପତ୍ନୀ ବ୍ୟକ୍ତିଙ୍କ ଚଟି ଚିରିବା ପାଇଁ ଚାହୁଁ ଛନ୍ତି ଯାହାଫଳରେ ବ୍ୟକ୍ତି ଭୟରେ ଦୌଡୁ ଛନ୍ତି ।

୨. ବନ୍ଧୁଗଣ ସାଧାରଣ ଲୋକମାନେ ମହଙ୍ଗା ଜିନିଷ କିଣିଲେ ମଧ୍ୟ ନିଜ ଘରେ ଜିନିଷର ଦାମ କମ କହିଥାନ୍ତି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ଭାଇରାଲ ହେଉଛି । ଏହି ଭିଡିଓରେ ଛବି ଗୁପ୍ତା ନାମକ ଜଣେ ମହିଳା ଏକ ବେଲ୍ଟ କିଣି ଘରକୁ ଆଣିଥିଲେ । ଯେତେବେଳେ ତାଙ୍କ ମା ଏହି ବେଲ୍ଟର ଦାମ ପଚାରିଲେ ସେତେବେଳେ ସେ ୩୫ ହଜାର ଟଙ୍କା କହିଲେ । ଏହା ପରେ ତାଙ୍କ ମା ଯାହା ସବୁ କଥା କହିଲେ ତାହା ଭାଇରାଲ ହୋଇଗଲା ।

୩. ବନ୍ଧୁଗଣ ଆପଣ ମାନେ ସମସ୍ତେ ବିବାହ ସମୟର କିଛି ମଜାଦାର ଭିଡିଓ ନିଶ୍ଚୟ ଦେଖିଥିବେ । ଆମ ଲିଷ୍ଟର ତୃତୀୟ ଭିଡିଓଟି ହେଉଛି ଏକ ବିବାହର ଯେଉଁଠି ବର କନ୍ୟା ଉଭୟ ବସି ଛନ୍ତି ଓ ବର କନ୍ୟା କାନ୍ଧରେ ହାତ ରଖିଛି । ତେବେ ହାତ ରଖିବା ସମୟରେ ପଣ୍ଡିତ କନ୍ୟା ନାମ ଧରି ଡାକୁ ଛନ୍ତି ଓ ବରକୁ ହାତ କନ୍ୟା କାନ୍ଧରୁ ହାତ କଡିବା ପାଇଁ କହୁଛନ୍ତି ଯାହାଫଳରେ ବର ହଠାତ କାନ୍ଧରୁ ହାତ କାଢି ଦେଉଛି । ଏହି ଭିଡିଓଟି ବହୁତ ଭାଇରାଲ ହେଉଛି ।


୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ଭିଡିଓଟି ହେଉଛି ଏକ ବୟଫ୍ରେଣ୍ଡ ଓ ଗାର୍ଲଫ୍ରେଣ୍ଡର । ବୟଫ୍ରେଣ୍ଡ ନିଜ ଗାର୍ଲଫ୍ରେଣ୍ଡକୁ ଭିଡିଓରେ ନିଜ କାନ୍ଧ ଉପରେ ବସାଇ ଥିବାର ନଜର ଆସୁଛି । ଏହି ଦୁଇଜଣ ଗୋଟେ ସୋ ଦେଖିବା ପାଇଁ ଯାଇଥିବା ବେଳେ ବୟଫ୍ରେଣ୍ଡ ଏଭଳି ହରକତ କରିଛି । ହେଲେ ବୟଫ୍ରେଣ୍ଡର ଅବସ୍ଥା କେମିତି ଥିଲା ଆପଣ ମାନେ ଦେଖି ପାରୁଥିବେ ।

୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଜ ହସ ରୋକିପାରିବେ ନାହିଁ । ଭିଡିଓରେ ଜଣେ ବ୍ୟକ୍ତି ରୋଷେଇ କରୁଥିବାର ନଜର ଆସୁଛି । ବ୍ୟକ୍ତି ଜଣକ କାଠ ଚୁଲିରେ ରୋଷେଇ କରିବା ବେଳେ ଏକ କାଠଙ୍କୁ ବାହାଦୁରି ସହ ଭାଙ୍ଗିବା ପାଇଁ ଚେଷ୍ଟା କରୁଛି ହେଲେ ବ୍ୟକ୍ତି ଜଣକ ଏତେ ମୂର୍ଖ ଥିଲା ଯେ ସେ କଡେଇ ସାମ୍ନାରେ ଗୋଡ ରଖି କାଠ ଭାଙ୍ଗି ଦେଲା ଯାହାଫଳରେ ଖାଦ୍ୟ କଡେଇ ସିଧା ତଳେ ପଡିଲା ।

Leave a Reply

Your email address will not be published. Required fields are marked *