ପ୍ରଥମ ଥର ପାଇଁ ଦେଖନ୍ତୁ Ollywood ହିରୋଇନ ମାନଙ୍କ ଭଉଣୀ ମାନଙ୍କୁ, ଆଗରୁ କେବେ ଦେଖିନଥିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ମାନଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ ଏବଂ ତାଙ୍କ ଜବରଦସ୍ତ ଅଭିନୟ କୁ ମଧ୍ୟ ପରଦା ରେ ଦେଖିଥିବେ । ତେବେ ଏହି ଅଭିନେତ୍ରୀ ମାନଙ୍କ ଭଉଣୀ ମାନଙ୍କ ସମ୍ବନ୍ଧରେ ହୁଏତ ବହୁତ କମ ଲୋକ ଜାଣିଥିବେ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରୀ ର ଏହି ଅଭିନେତ୍ରୀ ମାନଙ୍କ ରିଅଲ ଲାଇଫ ଭଉଣୀ ଙ୍କ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ଅର୍ପିତା- ଏହି ଅଭିନେତ୍ରୀ ଙ୍କୁ ଟିଭି ସିରିଆଲ ଦୁର୍ଗା ରେ ମୁଖ୍ୟ ଭୂମିକା ରେ ଦେଖିବାକୁ ମିଳିଥିଲା । ଏହି ଅଭିନେତ୍ରୀ ଙ୍କ ଅଭିନୟ କୁ ମଧ୍ୟ ଦର୍ଶକ ମାନେ ଖୁବ ମାତ୍ରାରେ ପସନ୍ଦ କରିଥିଲେ । ଏହି ଅଭିନେତ୍ରୀ ଙ୍କ ଭଉଣୀ ମଧ୍ୟ ଜଣେ ଅଭିନେତ୍ରୀ ଅଟନ୍ତି । ଯାହାଙ୍କୁ ଆପଣ ଏହି ଫଟୋ ମାଧ୍ୟମରେ ଦେଖି ପାରୁଥିବେ ।

୨. ମୋନାଲିସା- ଏହି ଅଭିନେତ୍ରୀ ଙ୍କୁ ଟିଭି ସିରିଆଲ ନୂଆ ବୋହୂ ରେ ସୁମୀ ଅପା ଚରିତ୍ରରେ ଦେଖିବାକୁ ମିଳିଥିଲା । ତାଙ୍କ ଅଭିନୟ କୁ ମଧ୍ୟ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥିଲେ । ମୋନାଲିସା ଙ୍କ ଭଉଣୀ ଙ୍କୁ ଆପଣ ଏହି ଫଟୋ ମାଧ୍ୟମରେ ନିଶ୍ଚିତ ଭାବରେ ଦେଖି ପାରୁଥିବେ ।

୩. ଶୀତଲ ଓ ସିମ୍ରନ- ଏହି ଦୁଇ ଭଉଣୀ ର ଯୋଡ଼ି କୁ ଆପଣ ମାନେ ଟିଭି ସିରିଆଲ ରାନୀ ରେ ନିଶ୍ଚିତ ଭାବରେ ଦେଖିଥିବେ । ଯିଏ କି ବଡ଼ ରାନୀ ଓ ଛୋଟ ରାନୀ ଭୂମିକା ରେ ଅଭିନୟ କରିଥିଲେ । ଏହି ଦୁହିଁଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥିଲେ ।

୪. ସନ୍ମୀରା- ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ଅନେକ ଟିଭି ସିରିଆଲ ରେ ଦେଖିଥିବେ ଏବଂ ତାଙ୍କ ଜବରଦସ୍ତ ଅଭିନୟ କୁ ମଧ୍ୟ ଦେଖିଥିବେ । ସନ୍ମିରା ଙ୍କ ଭଉଣୀ ଙ୍କ ନାମ ହେଉଛି କାଶ୍ମୀରା ।

୫. ହିତେଶା- ଏହି ଅଭିନେତ୍ରୀ ଙ୍କୁ ଦୁର୍ଗା ସିରିଆଲ ରେ ସ୍ତୁତି ନାମକ ଚରିତ୍ରରେ ଦେଖିବାକୁ ମିଳିଥିଲା । ଏହି ଅଭିନେତ୍ରୀ ଙ୍କ ରିଅଲ ଲାଇଫ ଭଉଣୀ ଙ୍କୁ ଆପଣ ମାନେ ଏହି ଫଟୋ ମାଧ୍ୟମରେ ଦେଖି ପାରୁଥିବେ । ଯାହାଙ୍କୁ ଆପଣ ହୁଏତ କେବେବି ଦେଖି ନଥିବେ ।

୬. ରିୟା- ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ଅନେକ ସୁପରହିଟ ଫିଲ୍ମ ରେ ଅଭିନୟ କରିଥିବାର ନିଶ୍ଚିତ ଭାବରେ ଦେଖିଥିବେ ଏବଂ ତାଙ୍କ ଦମଦାର ଅଭିନୟ କୁ ମଧ୍ୟ ଆପଣ ମାନେ ଦେଖିଥିବେ । ତେବେ ରିୟା ଙ୍କ ଭଉଣୀ ଙ୍କ ନାମ ହେଉଛି ଦିୟା ।

୭. ଜ୍ୟାନ୍କଲିନ୍- ଏହି ଅଭିନେତ୍ରୀ ପ୍ରଥମେ ରଜ କୁଇନ ର ବିଜେତା ହୋଇଥିଲେ ଏବଂ ପରେ ସେ ମୋ ଜେଜେମା ସିରିଆଲ ରେ ଅଭିନୟ କରି ନିଜ କ୍ୟାରିଅର ର ଆରମ୍ଭ କରିଥିଲେ । ଏହି ଅଭିନେତ୍ରୀ ଙ୍କ ଭଉଣୀ ଙ୍କ ନାମ ସୋମାଲୀନ । ସେ ମଧ୍ୟ ରଜ କୁଇନ ରେ ଜଣେ ପ୍ରତିଯୋଗୀ ଥିଲେ ।

୮. ଅର୍ଚ୍ଚିତା- ଓଲିଉଡ କୁଇନ ଅର୍ଚ୍ଚିତା ସାହୁ ଙ୍କୁ ଆପଣ ମାନେ ତ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ନିଜ ଅଭିନୟ ମାଧ୍ୟମରେ ଓଲିଉଡ ର ନମ୍ବର ୧ ହିରୋଇନ ହୋଇଛନ୍ତି । ଅର୍ଚ୍ଚିତା ଙ୍କ ବଡ଼ ଭଉଣୀ ଙ୍କ ନାମ ଅର୍ପିତା ସାହୁ ଅଟେ ।

୯. ବର୍ଷା- ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ଙ୍କୁ ତ ଆପଣ ମାନେ ନିଶ୍ଚିତ ଭାବରେ ଦେଖିଥିବେ । ସେ ଅନେକ ସୁପରହିଟ ଫିଲ୍ମ ରେ ଅଭିନୟ କରିଛନ୍ତି । ବର୍ଷା ଙ୍କ ଦୁଇ ଭଉଣୀ ଙ୍କୁ ଆପଣ ମାନେ ଏହି ଫଟୋ ମାଧ୍ୟମରେ ଦେଖି ପାରୁଥିବେ ।

୧୦. ଦେବୀକା ଅରୁନ୍ଧତୀ- ଏହି ଅଭିନେତ୍ରୀ ମୋ ଜେଜେମା ସିରିଆଲ ରେ ଅଭିନୟ କରି ନିଜ କ୍ୟାରିଅର ର ଆରମ୍ଭ କରିଥିଲେ ଏବଂ ଏହି ସିରିଆଲ ରେ ତାଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥିଲେ । ଏହି ଙ୍କ ଭଉଣୀ ଙ୍କ ନାମ ଆନି ଅନୁଭୂତି ଅଟେ । ସେ ମଧ୍ୟ ଜଣେ ଅଭିନେତ୍ରୀ ଅଟନ୍ତି ।

Leave a Reply

Your email address will not be published. Required fields are marked *