ପୁଅ ଜନ୍ମ କରିବା କଣ ପାପ ? ଧିକ ଏମିତି ପୁଅ, ମା କୁ ଦେଖା ଗଲାନି ବୋଲି ମା ସହିତ କଲେ ଏମିତି କାମ, ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ, ଦେଖନ୍ତୁ ଭିଡିଓ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କୋ-ର-ନା କା-ଳ-ରେ ଦେଖିବାକୁ ମିଳୁଛି କ-ରୁ-ଣ ଦୃ-ଶ୍ୟ । ସାମ୍ନା କୁ ଆସିଛି ଏଭଳି ଏକ ଘ-ଟ-ଣା ଯାହା ଜାଣିଲେ ହୁଏତ ଆପଣ ମଧ୍ୟ ଦୁଃ-ଖ ରେ ମ-ର୍ମା-ହ-ତ ହୋଇଯିବେ ।

କୋ-ର-ନା ମ-ହା-ମା-ରୀ ର ଏହି କ-ରୁ-ଣ କାଳ ରେ କାମଧନ୍ଦା ନ ମିଳିବା ସହିତ ଆ-ଶ୍ରା ନ ମିଳିବାରୁ ଅ-ସ-ହା-ୟ ବୃ-ଦ୍ଧା ମାଆ ଙ୍କୁ ନିଚ୍ଛାଟିଆ ସ୍ଥାନରେ ଛାଡ଼ି ପଳାଇବାର ଉ-ଦ୍ୟ-ମ ବେଳେ ଦୁଇ ଦି-ବ୍ୟ-ଙ୍ଗ ପୁଅ ଙ୍କୁ ଅଟକ ରଖି ପୋ-ଲି-ସ କରିଛି ପ-ଚ-ରା-ଉ-ଚ-ରା । ଗଞ୍ଜାମ ଜିଲ୍ଲା ର ଭଞ୍ଜ ନଗର ସହର ରେ ଦେଖିବାକୁ ମିଳିଛି ଏଭଳି କ-ରୁ-ଣ ଦୃଶ୍ୟ । ସହର ର ଲୋହରାଖଣ୍ଡି ନଦୀ ପାଖ ବାଇପାସ ରାସ୍ତା ର ଏକ ନି-ର୍ଜ-ନ ସ୍ଥାନ ରୁ ଅ-ସହା-ୟ ବୃ-ଦ୍ଧା ଜଣକୁ ପୋ-ଲି-ସ ଉ-ଦ୍ଧା-ର କରି ଚିକିତ୍ସା ନିମନ୍ତେ ମେଡ଼ିକାଲ କୁ ପଠାଇଛି ।

ମଧ୍ୟାହ୍ନ ସମୟ ରେ ଦୁଇ ଜଣ ଯୁବକ ନିଜ ବୃ-ଦ୍ଧା ମାଆ ଙ୍କୁ ବାଇପାସ ସ୍ଥିତ ଏକ ନିର୍ଜନ ସ୍ଥାନ କୁ ନେଇଥିଲେ । ଏହି ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଲୋକେ ସ-ନ୍ଦେ-ହ କରି ଏ ନେଇ ପୋ-ଲି-ସ କୁ ଖ-ବ-ର ଦେଇଥିଲେ । ପୋ-ଲି-ସ ଖବର ପାଇବା ପରେ ତୁରନ୍ତ ଏଥି ନିମନ୍ତେ ପଦକ୍ଷେପ ନେଇଥିଲେ ଏବଂ ସେହି ଅସହାୟ ବୃ-ଦ୍ଧା ଙ୍କୁ ପୋ-ଲି-ସ ଚି-କି-ତ୍ସା ପାଇଁ ହ-ସ୍ପି-ଟା-ଲ କୁ ପଠାଇଛନ୍ତି । ଏହା ସହିତ ଦୁଇ ଦି-ବ୍ୟ-ଙ୍ଗ ପୁଅ ଙ୍କୁ ମଧ୍ୟ ଅ-ଟ-କ ରଖିଛି ।

ବୃ-ଦ୍ଧା ଜଣକ ଗୋଳନ୍ଥର ଥା-ନା ଅନ୍ତର୍ଗତ ଚଟ୍ଟୀ ଅଞ୍ଚଳର ବୋଲି ଜଣା ପଡ଼ିଛି । ସ୍ୱାମୀ ଙ୍କ ମୃ-ତ୍ୟୁ ପରେ ଦୁଇ ଦି-ବ୍ୟ-ଙ୍ଗ ପୁଅ ଓ ଝିଅ ଙ୍କୁ ନେଇ ସେ ରହୁଥିଲେ । ବୃ-ଦ୍ଧା ଙ୍କ ବି-ଧ-ବା ଝିଅ ବର୍ତ୍ତମାନ ଜଗନ୍ନାଥ ପ୍ରସାଦ ରେ ରହୁଛନ୍ତି । ସେଠାକାର ସରପଞ୍ଚ ଙ୍କ ସମେତ ବୃ-ଦ୍ଧା ଙ୍କ ଝିଅ ଙ୍କୁ ପୋ-ଲି-ସ ଖ-ବ-ର ଦେଇଛି । ସେମାନେ ଆସିବା ପରେ ପୋ-ଲି-ସ କୌଣସି ଦୃ-ଢ଼ ପ-ଦ-କ୍ଷେ-ପ ନେବ ବୋଲି ସୂଚନା ଦେଇଛି ।

ସୂଚନାଯୋଗ୍ୟ ଏହି ବୃ-ଦ୍ଧା ଙ୍କ ଦୁଇ ପୁଅ ବାହାର ସହର ରେ କାମ କରୁଥିଲେ । କିନ୍ତୁ କୋ-ର-ନା ମ-ହା-ମା-ରୀ ର ଏହି ବି-କ-ଟ ପୃ-ଷ୍ଠା ରେ କାମ ନ ମିଳିବାରୁ ଉଭୟ ନିଜ ମାଆ ଙ୍କୁ ନେଇ ତାଙ୍କ ଭଉଣୀ ଙ୍କ ଘରକୁ ଯାଇଥିଲେ ଓ ସେଠାରେ ରହିଥିଲେ । କିନ୍ତୁ ଯେତେବେଳେ ତାଙ୍କ ଭଉଣୀ ଅଧିକ ଦିନ ପର୍ଯ୍ୟନ୍ତ ସେମାନଙ୍କୁ ରଖିବାକୁ ମନା କରିଦେଲେ ସେତେବେଳେ ବୃ-ଦ୍ଧା ଙ୍କ ଦୁଇ ପୁଅ ତାଙ୍କୁ ନି-ଛା-ଟି-ଆ ଜ-ଙ୍ଗ-ଲ ରେ ଛାଡ଼ି ପଳାଉଥିଲେ ।

ତେବେ ଦୁଇ ପୁଅ ଙ୍କୁ ପୋ-ଲି-ସ ପଚାରିବାରୁ ସେମାନେ କହିଛନ୍ତି ଯେ ଆର୍ଥିକ ଅସୁବିଧା କାରଣରୁ ସେମାନେ ଏପରି ପ-ଦ-କ୍ଷେ-ପ ନେବାକୁ ବା-ଧ୍ୟ ହୋଇଛନ୍ତି । ତେବେ ବର୍ତ୍ତମାନ ଏହି ଖ-ବ-ର ଟି ସାମ୍ନା କୁ ଆସିବା ପରେ ସମସ୍ତେ ଆଶା ରଖିଛନ୍ତି ଯେ ଏହି ଦୁଇ ଦି-ବ୍ୟ-ଙ୍ଗ ପୁଅ ଓ ତାଙ୍କ ମାଆ ଙ୍କୁ ପ୍ରଶାସନ ପକ୍ଷରୁ ରୁ ନିଶ୍ଚିତ ଭାବରେ ଆର୍ଥିକ ସହାୟତା ମିଳିବ ।

ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କ-ମେ-ଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *