କରୋନା ଟିକା କେମିତି ବାଟ ମାରଣ ହଉଛି ? ଦେଖନ୍ତୁ ଭାଇରାଲ Video, ସାମ୍ନାକୁ ଆସିଲା ଟୀକାକେନ୍ଦ୍ରର ସାଂ-ଘା-ତି-କ Video, ଯାହାକୁ ଦେଖିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସମଗ୍ର ଦେଶରେ କୋରନା ମହାମାରୀ ସଂକ୍ରମଣ ଗୁରୁତର ରୂପ ଧାରଣ କରିଥିବା ବେଳେ ଏହାକୁ ନେଇ ପ୍ରଶାସନ ତାର ତତ୍ପରତା ଦେଖାଇ ଚାଲିଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥି ନିମନ୍ତେ ବିହିତ ପଦକ୍ଷେପ ମାନ ଗ୍ରହଣ କରି ଚାଲିଛନ୍ତି ।

ତେବେ ଆମ ରାଜ୍ୟ ପ୍ରତିଦିନ କୋରନା ରେକର୍ଡ ଭାଙ୍ଗୁଥିବା ବେଳେ କିଛି ଦିନ ହେବ କୋରନା ସଂକ୍ରମଣ କିଛିଟା କମିଛି । ତଥାପି ବିପଦ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ଟଳି ନାହିଁ । ଲୋକମାନେ ବର୍ତ୍ତମାନ ମଧ୍ୟ ଅନିଶ୍ଚିତତା ଦେଇ ଗତି କରୁଛନ୍ତି । ତେବେ ଏହା ମଧ୍ୟରେ ଏହି ଭୟଙ୍କର ରୋଗ ରୁ ମୁକ୍ତି ପାଇବା ପାଇଁ କୋରନା ଟୀକା ଅସ୍ତ୍ର ଭାବରେ ସାବ୍ୟସ୍ତ ହୋଇଛି ।

ଦେଶବ୍ୟାପୀ ଟୀକାକରଣ ପ୍ରକ୍ରିୟା କୁ ଆହ୍ୱାନ ଦିଆଯାଇଛି । ଏହି ସମୟ ରେ ଲୋକମାନେ ଟୀକା ପାଇବା ପାଇଁ ଲମ୍ବା ଲାଇନ କରୁଥିବାର ଦେଖିବାକୁ ମିଳୁଛି । ଏହି ସମୟରେ ଟୀକାକରଣ ରେ ଅବ୍ୟବସ୍ଥା ସାମ୍ନା କୁ ଆସିଛି । କେତେବେଳେ ଟୀକା ର କଳା ବଜାରୀ ହେଉଥିବା ବେଳେ କେତେବେଳେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେଉଥିବା ଲୋକ ଙ୍କୁ ଟୀକା ମିଳୁନାହିଁ ବୋଲି ସୂଚନା ମିଳିଛି ।

ବର୍ତ୍ତମାନ ଠିକ ସେହିପରି ଏକ ଘଟଣା ସାମ୍ନା କୁ ଆସିଛି । ଯେଉଁଥିରେ ଟୀକା ଦିଆ ଯାଉଥିବା କେନ୍ଦ୍ର ରେ କିଭଳି ଅବ୍ୟବସ୍ଥା ଚାଲିଛି ତାହା ଦେଖିବାକୁ ମିଳୁଛି । ଏଠାରେ ଜଣେ ସାଧାରଣ ବ୍ୟକ୍ତି ଟୀକା ନେବା ପାଇଁ ଲାଇନ ରେ ଛିଡ଼ା ହୋଇଥିବା ବେଳେ ତାଙ୍କୁ ଟୀକା ଦେବା ପୂର୍ବରୁ ଆଉ ଅନ୍ୟ ଦୁଇ ବ୍ୟକ୍ତି ଙ୍କୁ କଣ ପାଇଁ ଟୀକା ଦିଆଗଲା ବୋଲି ପ୍ରଶ୍ନ ଉଠିଛି ।

ଯେଉଁ ଦୁଇ ଜଣ ବ୍ୟକ୍ତି ଆଗୁଆ ଟୀକା ନେବା ପାଇଁ ହକ୍ ଦାର ହେଲେ ସେହି ବ୍ୟକ୍ତି ମାନେ କେତେବେଳେ ରେଜିଷ୍ଟ୍ରେସନ କରିଲେ ଏବଂ କିପରି ତାଙ୍କ ରେଜିଷ୍ଟ୍ରେସନ ହେଲା ବୋଲି ବ୍ୟକ୍ତି ଜଣକ ପ୍ରଶ୍ନ କରିଛନ୍ତି । ତେବେ ଏହି ଘଟଣା କୁ ନେଇ ବ୍ୟକ୍ତି ଜଣକ ସେହି ସମୟ ରେ ଯୁକ୍ତି ତର୍କ କୁ ନେଇ ଏକ ଭିଡିଓ ନିଜ ଫୋନ ରେ ରେକର୍ଡ କରିଛନ୍ତି । ସେ ପଚାରୁଥିବା ପ୍ରଶ୍ନ ର ଉତ୍ତର କିନ୍ତୁ କେହି ମଧ୍ୟ ଦେଉ ନାହାନ୍ତି ।

ସେହି ବ୍ୟକ୍ତି ଜଣକ କହିବାନୁଯାୟୀ ସେ ରାତି ୪ଟା ରୁ ଟୀକା ନେବା ପାଇଁ ଲାଇନ ରେ ଛିଡା ହୋଇଥିବା ବେଳେ ଅନ୍ୟ ଦୁଇ ବ୍ୟକ୍ତି ଙ୍କୁ କଣ ପାଇଁ ଆଗୁଆ ଟୀକା ଦିଆଗଲା ଯେଉଁମାନେ ରେଜିଷ୍ଟ୍ରେସନ କରି ନଥିଲେ ବା ଲାଇନ ରେ ଛିଡ଼ା ହୋଇ ନଥିଲେ । ଏଥିରେ ଟୀକା କେନ୍ଦ୍ର ରେ ଥିବା ଜଣେ ପୁରୁଷ ବ୍ୟକ୍ତି କହିଥିଲେ ଯେ ସେହି ଦୁଇ ବ୍ୟକ୍ତି ଙ୍କୁ ଏମ୍ଏଲ୍ଏ କୋଟା ପାଇଁ ଆଗୁଆ ଟୀକା ଦିଆଯାଇଛି । ଏହାକୁ ନେକ ପୁଣିଥରେ ଟୀକାକରଣ କେନ୍ଦ୍ର ରେ ପା-ଟି-ତୁ-ଣ୍ଡ ଆରମ୍ଭ ହୋଇଛି ।

ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *