ଯେତେବେଳେ କ୍ୟାମେରାରେ ଧରା ପଡିଗଲା ଏହି ପୋଲିସ କର୍ମୀମାନଙ୍କର ଲଜ୍ୟାଜନକ ଘଟଣା, ଆପଣ ଦେଖିଲେ ବି ବିଶ୍ଵାସ କରି ପାରିବେନି, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ପୋଲିସ କୁ ନେଇ ସମସ୍ତ ଙ୍କ ମନରେ ଅଲଗା ଅଲଗା ବିଚାର ଏବଂ ଭାବନା ରହିଛି । କିଏ ପୋଲିସ କୁ ବହୁତ ଭଲ କୁହେ ତ କିଏ ପୋଲିସ କୁ ଖରାପ । ତେବେ ପୋଲିସଙ୍କ ଜନତା ଙ୍କ ସେବା ହିଁ ତାଙ୍କ ର କାମ ଥାଏ କିନ୍ତୁ ବେଳେବେଳେ କିଛି ବରଦି ପିନ୍ଧା ପୋଲିସ କିଛି ଏଭଳି କାର୍ଯ୍ୟ କରି ଯାଆନ୍ତି ଯାହା ଦ୍ୱାରା ସବୁ ପୋଲିସ ଉପରେ ଦାଗ ଲାଗି ଯାଏ । ତେବେ ସବୁ ପୋଲିସ ଏପରି ନଥାନ୍ତି ।

ପୋଲିସ ର କର୍ତ୍ତବ୍ୟ ଥାଏ ଜନତା ଙ୍କ ସେବା କରିବା ସେମାନଙ୍କ ର ସବୁ ଦୁଃଖ ସୁଖ କୁ ବୁଝିବା ତାଙ୍କୁ ସାହାଯ୍ୟ କରିବା କିନ୍ତୁ କେବଳ ଦୁଇ ତିନି ଜଣ ପୋଲିସ ନିଜର କର୍ତ୍ତବ୍ୟ ରେ ଅବହେଳା ଯୋଗୁଁ ଏବଂ ତାଙ୍କ ଖରାପ କାର୍ଯ୍ୟ ଯୋଗୁଁ ଆମେ ସମ୍ପୂର୍ଣ୍ଣ ପୋଲିସ ଡିପାର୍ଟମେଣ୍ଟ କୁ ଦୋଷ ଦେଇ ପାରିବା ନାହିଁ ତେବେ କିନ୍ତୁ ଆଜି କିଛି ଏଭଳି ଦୁର୍ନୀତି କରୁଥିବା ପୋଲିସ ମାନଙ୍କ ବିଷୟରେ ଆଲୋଚନା କରିବା ଯାହାଙ୍କ କଳା କର୍ମ କ୍ୟାମେରା ରେ ରେକର୍ଡ ହୋଇ ଯାଇଥିଲା ।

୧- ପ୍ରଥମ ଭିଡିଓ ରେ ଜଣେ ମହିଳା ପୋଲିସ ଯାହାଙ୍କ ନାମ ହେଉଛି ବବିତା । ତେବେ ସେ ଜୟପୁରର ପୋଲିସ କର୍ମଚାରୀ । ତେବେ ସେ ଜଣେ ବଡ଼ ବ୍ୟବସାୟୀ ଙ୍କ ଠାରୁ କେଶ ରେଜିଷ୍ଟ୍ରେସନ ନ କରିବା ପାଇଁ ୫୦ ଲକ୍ଷ ଟଙ୍କା ଘୁସ ମାଗିଥିଲେ । ତେବେ ଏହାର ପ୍ରଥମ କିସ୍ତି ୫ ଲକ୍ଷ ଟଙ୍କା ଦେବା ସମୟରେ ଏହି ମହିଳା ସବ ଇନ୍ସପେକ୍ଟର ଧରା ପଡି ଯାଇଥିଲେ ଏବଂ ଏହା ବହୁତ ଲଜ୍ଜା ର ବିଷୟ ମଧ୍ୟ ଥିଲା । ତେବେ ତାଙ୍କୁ କାମ କରିବାର ବେଶି ସମୟ ମଧ୍ୟ ହୋଇ ନଥିଲା କିନ୍ତୁ ସେ ଲାଞ୍ଚ ନେବା ଆରମ୍ଭ ମଧ୍ୟ କରି ଦେଇଥିଲେ ।

୨- ଦ୍ଵିତୀୟ ଭିଡିଓ ରେ ଜଣେ ମହିଳା ପୋଲିସ ଅଫିସର ଏକ ରିକ୍ସା ରେ ବସି ଆସିଥିଲେ । ତେବେ ନିଜ ସ୍ଥାନରେ ପହଁଚିବା ପରେ ଯେତେବେଳେ ସେହି ରିକ୍ସା ଵାଲା ତାଙ୍କୁ ପଇସା ମାଗିଲା ସେତେବେଳେ ସେହି ମହିଳା ପୋଲିସ ପଇସା ନ ଦେଇ ତା ସହ ଯୁକ୍ତିତର୍କ ଆରମ୍ଭ କରିବା ସହ ତାଙ୍କୁ କାଗଜ ପତ୍ର ଦେଖେଇବାକୁ କହିଲେ ଏବଂ ଥାନାରେ ଭର୍ତ୍ତି କରିବା କଥା ମଧ୍ୟ କହିଲେ । ତେବେ ୧୦ ୨୦ ଟଙ୍କା ପାଇଁ ଗୋଟିଏ ଗରିବ ସହ ଏଭଳି କରିବା କେତେଦୂର ଠିକ ।


୩- ତୃତୀୟ ଭିଡିଓ ରେ ଇଣ୍ଡୋର ର ପୂର୍ବତନ ଏସପି ନିଜ କର୍ମଚାରୀ ମାନେ ଠିକ ଭାବରେ କାମ କରୁଛନ୍ତି କିମ୍ବା ନାହିଁ ତାହା ଦେଖିବା ପାଇଁ ବାହାରି ଥିଲେ । କାରଣ ତାଙ୍କୁ ଖବର ଶୁଣିବାକୁ ମିଳୁଥିଲା କି ପୋଲିସ ଷ୍ଟେସନ ରେ କେଶ ଦର୍ଜ କରାଯାଉ ନାହିଁ । ତେବେ ଯେତେବେଳେ ଏସପି ଥାନା ଭିତରେ ପଶିଲେ ତ ସେ ଦେଖିବାକୁ ପାଇଲେ କି କର୍ମଚାରୀ ମାନେ ଶୋଇ ରହିଛନ୍ତି କିଏ କିଏ ଟେବୁଲ ଉପରେ ଗୋଡ଼ ପକାଇ ଶୋଇଛନ୍ତି ତ କିଏ ନିଜ ପ୍ୟାଂଟ କାଢି ଶୋଇଛି । ତେବେ ଏସପି ଙ୍କୁ ଦେଖି ସମସ୍ତଙ୍କ ହୋସ ଉଡ଼ିଗଲା ଏବଂ ସେମାନେ ନିଦରେ ହିଁ ସାଲ୍ୟୁଟ ମାରିବାରେ ଲାଗିଲେ ।


୪- ଚତୁର୍ଥ ଭିଡିଓ ରେ ଜଣେ ପୋଲିସ ଅଫିସର ଗାଡି ଚଲେଇବା ସମୟରେ ହେଲମେଟ ପିନ୍ଧି ନଥିଲେ । ତେବେ ସେହି ପୋଲିସ ଅଫିସର ଯେଉଁ ଯୁବକ କୁ ବିନା ହେଲମେଟ ରେ ଗାଡି ଚଲେଇବା ପାଇଁ ଫାଇନ କାଟି ଥିଲେ ସେହି ପୋଲିସ ଅଫିସର ନିଜେ ହେଲମେଟ ପିନ୍ଧି ନଥିଲେ ଯାହାକୁ ଦେଖି ସେହି ଯୁବକ ଜଣଙ୍କ ରାଗି କରି ତାଙ୍କୁ ଫାଇନ ଦେବାକୁ ମଧ୍ୟ କହିଲେ କିନ୍ତୁ ସେତେବେଳେ ଦୁଇ ଜଣଙ୍କ ଭିତରେ ଯୁକ୍ତି ତର୍କ ଆରମ୍ଭ ହୋଇ ଯାଇଥିଲା । ତେବେ ନିଜେ କାନୁନ ର ରକ୍ଷା କବଚ ହୋଇ ନିଜେ ନିୟମ କାନୁନ ନ ମାନିଲେ ଏହାର ପରିଣାମ କଣ ହେବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *