ଯେତେବେଳେ ଅଚାନକ ବିଦ୍ୟାଳୟରେ ପହଞ୍ଚି ଗଲେ ଗଣଶିକ୍ଷା ମନ୍ତ୍ରୀ Sameer Das, ତା’ପରେ କ’ଣ ହେଲା ଦେଖନ୍ତୁ ଏହି Video ରେ

ନମସ୍କାର ବନ୍ଧୁଗଣ ଆପଣ ମାନେ ଏହି ଦୁଇ ବର୍ଷ ହେଲା ଦେଶ ଏବଂ ବିଶ୍ଵ ରେ ହେଉଥିବା ମହାମାରୀ କରୋନା ସମ୍ପର୍କରେ ତ ନିଶ୍ଚୟ ଜାଣିଥିବେ । ଯାହା ଯୋଗୁଁ ଅନେକ ପରିବାର ଛାରଖାର ହୋଇଯାଇଛି । ତେବେ ବର୍ତ୍ତମାନ କିଛି ମାତ୍ରାରେ ରେ ଏହାର ପ୍ରକୋପ କମିବା ସହିତ କିଛି ସ୍ଥାନ ଏପରି ଅଛି ଯେଉଁଠି ଏପର୍ଯ୍ୟନ୍ତ ମଧ୍ୟ ଏହି କରୋନା ର ପ୍ରକୋପ କମି ନାହିଁ । ତେବେ ସରକାର ଏହି ସବୁରୁ ବଞ୍ଚିବା ପାଇଁ ସ୍କୁଲ,କଲେଜ ଆଦି ବନ୍ଦ କରି ଦେଇଥିଲେ ଏବଂ ଅନଲାଇନ ମାଧ୍ୟମରେ ପାଠପଢା ଏବଂ ପରୀକ୍ଷା କରାଇଥିଲେ ।

ତେବେ ବର୍ତ୍ତମାନ ର ହାଲତ ଦେଖି ଏବଂ କରୋନା ର କିଛି ମାତ୍ରାରେ କମି ଯାଉଥିବାରୁ ଏବେ କିଛି କିଛି ସ୍ଥାନରେ ସ୍କୁଲ କଲେଜ ଖୋଲି ଯାଇଛି । ତେବେ ବର୍ତ୍ତମାନ ପିଲାମାନେ ସବୁଦିନ ସ୍କୁଲ କଲେଜ ଯାଉ ଛନ୍ତି । ତେବେ ବର୍ତ୍ତମାନ ସୁଧା ଅଳ୍ପ ପରିମାଣ ରେ ପିଲାମାନେ ମଧ୍ୟ ସ୍କୁଲ ଆସୁଛନ୍ତି ।

ତେବେ ଏହି ସ୍କୁଲ ରେ କିପରି ପାଠପଢା ଏବଂ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନେ କିପରି ପାଠ ପଢ଼ାଉଛନ୍ତି ସେ ବିଷୟରେ ମଧ୍ୟ ତଦାରଖ କରିବାକୁ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ ସ୍କୁଲ ସ୍କୁଲ ବୁଲୁଛନ୍ତି । ତେବେ ଆସନ୍ତୁ ସମ୍ପୃକ୍ତ ଖବର କଣ ଜାଣିନେବା । ତେବେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କୋରାପୁଟ ର ଏକ ମହିଳା ବିଦ୍ୟାଳୟ ରେ ମନ୍ତ୍ରୀ ପହଁଚି ସେଠାରେ ସବୁ କଥାର ତଦାରଖ କରିଛନ୍ତି ।

ସେ ସେଠାରେ ପହଁଚି ଏକ ଶ୍ରେଣୀ ରେ ବସି ଶିକ୍ଷୟତ୍ରୀ କିପରି ଭାବରେ ପିଲା ମାନଂକୁ ପଢ଼ାଉଛନ୍ତି ତାହା ଦେଖିଲେ ଏବଂ ତାଙ୍କର କିଛି ଭୁଲ ରହୁଛି କି ନାହିଁ ଦେଖିଲେ ଏବଂ ଭୁଲ ଥିଲେ ସେ ତାଙ୍କୁ ମଧ୍ୟ ବୁଝାଉଥିଲେ । ଏହା ଛଡା ସେ ପିଲା ମାନଂକୁ ମଧ୍ୟ ପାଠ ପଢ଼ାରେ କିପରି ଧ୍ୟାନ ଦେବେ ଏବଂ ଆଗକୁ ହେବାକୁ ଯାଉଥିବା ପରୀକ୍ଷା ବିଷୟରେ ମଧ୍ୟ ସୂଚିତ କରିଥିଲେ ଏହା ଛଡା ପରୀକ୍ଷା ରେ ଭଲ ନମ୍ବର ରଖିଲେ ତାଙ୍କୁ ସେ ଭଲ ଉପହାର ଦେବେ ବୋଲି ମଧ୍ୟ କହିଥିଲେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *