Majadar Jokes- ମାଲିକାଣୀ ବାଥରୁମରେ ଗାଧାଉଥିଲେ, ସେତିକି ବେଳେ ହଠାତ ଚାକର ବାଥରୁମକୁ ପଶି ଆସିଲା, ଆଉ ତା’ ପରେ…

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ଲୋକ ଟଙ୍କା କମାଇବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ଯାହାଫଳରେ ସେମାନେ ନିଜର ମନୋରଞ୍ଜନ ଉପରେ ଅଧିକ ଧ୍ୟାନ ଦେଉନାହାନ୍ତି । ଯଦି ମଣିଷର ମନ ଭଲ ରହିବ ତା ହେଲେ ତାକୁ କାମ କରିବା ପାଇଁ ମଧ୍ୟ ମନ ଲାଗିବ । ମନ ଭଲ ରହିବା ପାଇଁ ଆପଣଙ୍କୁ ଖୁସି ହେବା ନିହାତି ଆବଶ୍ୟକ । ଆପଣଙ୍କ ଖୁସି ପାଇଁ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ମଜାଦାର ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିଲେ ଆପଣ ନିଶ୍ଚୟ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ବିଷୟରେ ।

Joke-1

ପ୍ରାଇମେରୀ ସ୍କୁଲରେ ମ୍ୟାଡାମ ଗାଢ ନିଦରେ ଶୋଇଥିଲେ,

ସେତେବେଳେ କଲେକ୍ଟର ସାହାବ ଆସିଗଲେ…

ମ୍ୟାଡାମ ଧରା ପଡିଗଲେ…

ବହୁତ ସମୟ ଉଠାଇବା ପରେ ମ୍ୟାଡାମଙ୍କ ନିଦ ଭାଙ୍ଗିଲା,

ନିଦରୁ ଉଠିବା ମାତ୍ରେ କଲେକ୍ଟରଙ୍କୁ ଦେଖି ମ୍ୟାଡାମ କହିଲେ,

ମ୍ୟାଡାମ- ତ ପିଲାମାନେ ବୁଝି ପାରିଲା ନା ? କୁମ୍ଭକର୍ଣ୍ଣ ଏମିତି ଶୋଉଥିଲା…!

କଲେକ୍ଟର ସାହାବ ବେହୋଶ…!

Joke-2

ବାହାଘର କଣ କେମିତି ହୁଏ

ଏହା ଜାଣିବା ପାଇଁ ଜଣେ ବୈଜ୍ଞାନିକ

ବାହା ହୋଇ ପଡିଲେ ।

ଆଉ ଏବେ ତାଙ୍କୁ ବୁଝା ପଡୁନି କି

ବିଜ୍ଞାନ କଣ !!

Joke-3

ଜଣେ ସୁନ୍ଦରୀ ଯୁବତୀ ରେଲୱେ ଷ୍ଟେସନ ରେ

ଟଙ୍କିକିଆ କଏନ ପକାଇ

ଓଜନ ଚେକ କଲା- ୪୮ କିଲୋ

ସ୍ୟାଣ୍ଡେଲ ବାହାର କରିଦେଲା- ୪୬ କିଲୋ

ଜ୍ୟାକେଟ ଖୋଲିଦେଲା- ୪୪ କିଲୋ

ପୁଣି ଓଢଣି- ୪୩ କିଲୋ, ଏମିତି ଯୁବତୀନାକ କଏନ ସରିଗଲା

ପଛପଟୁ ଜଣେ ଭିକାରି କହିଲା-

“ମ୍ୟାଡାମ ଆପଣ ଚାଲୁ ରଖନ୍ତୁ, ଏବେ କଏନ ମୁଁ ପକେଇବି”

Joke-4

ବିବାହିତ ବ୍ୟକ୍ତିଙ୍କୁ ଲଟେରୀ ଲାଗିଗଲେ ବି

ଏତେ ଖୁସି ମିଳେନି ଯେତିକି ଖୁସି…

ପତ୍ନୀ ଫୋପାଡିଥିବା ଚାମୁଚ ଓ ବେଲଣା କାଠିରେ

ସେ ନିଜେ ହିଁ ଝୁଣ୍ଟିକି ପଡିଯାଏ ।

Joke-5

ବ୍ୟକ୍ତି ଉଡାଜାହାଜରୁ ଓହ୍ଲାଇବା ମାତ୍ରେ ଦ୍ଵାର ପାଖେ ଠିଆ ହୋଇଥିବା ଏୟାର ହୋଷ୍ଟେସ କହିଲେ…

“ଆଶା କରୁଛି ଫ୍ଲାଇଟରେ ଆପଣଙ୍କୁ ଘର ପରି ମାହୋଲ ଲାଗିଥିବ”

ବ୍ୟକ୍ତି- ନା ବିଲକୁଲ ନୁହେଁ, ଘରେ ତ ମୋ କଥା ସେହି ଶୁଣନ୍ତି ନାହିଁ,

କିନ୍ତୁ ଏଠି ତ ଗୋଟେ ବଟନ ଚିପିଲେ ଚାରି ଚାରି ଜଣ ଆସି ଯାଉଥିଲେ…!!

Joke-6

ଦୁନିଆର ସବୁଠୁ ବଡ ପର୍ବ କଣ ଅଟେ ?

ଜବାବ- ‘ଘରବାଲି’

କେମିତି ?

ଜବାବ- ସପ୍ତାହରେ ତିନି ଚାରି ଥର ତ ମନେଇବାକୁ ପଡେ ନା ।

Joke-7

ଟ୍ରେନରେ ତିନି ଜଣ ଗୁଜୁରାଟୀ ଝିଅ ବସିଥିଲେ,

ଚମ୍ପକ ପଚାରିଲା: ଆପଣଙ୍କ ନାମ ?

ପ୍ରଥମ ଝିଅ: ପ୍ରିୟା ବେହେନ

ଦ୍ଵିତୀୟ ଝିଅ: ରାନୀ ବେହେନ

ତୃତୀୟ ଝିଅ: ଶିଳ୍ପା ବେହେନ

ଝିଅମାନେ ପଚାରିଲେ, ଆଉଆ ଆପଣଙ୍କ ନାମ ?

ଚମ୍ପକ ଜବାବ ଦେଲା:

“ଚମ୍ପକ ଜୀଜା !!”

Joke-8

ମାଲିକାଣୀ ବାଥରୁମରେ ଗାଧାଉଥିଲେ, ସେତେବେଳେ ଚାକର ବାଥରୁମରେ ପଶି ଆସିଲା…

ମାଲିକାଣୀ- ତୁ ବାଥରୁମ କୁ କାହିଁକି ପଶି ଆସିଲୁ, ତୁ ଜାଣିଛୁ ନା ମୁଁ ଗାଧଉଛି…?

ଚାକର- କ୍ଷମା କରିବେ ମାଲିକାଣୀ,

ମତେ ଲାଗିଲା କି ସାନ୍ତାବାଇ ବୋଲି…!

ମାଲିକାଣୀ- ଆଛା, ତ ମୁଁ କଣ ତତେ ସାନ୍ତାବାଇ ଠାରୁ ବି ଖରାପ ଲାଗୁଛି …!

(ନୋଟ- ମହିଳାଙ୍କୁ କେହି ବି ବୁଝି ପାରିବେନି)

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *