ନାତୁଣୀ ଠାରୁ ଜେଜେ ଡାକ ଶୁଣିବା ଆଗରୁ ଚାଲିଗଲେ ବରିଷ୍ଠ ରାଜନେତା Pradeep Maharathi

ଜେଜେ ଡାକ ଶୁଣିବା ଆଗରୁ ଆଖି ବୁଜିଦେଲେ ବରିଷ୍ଠ ରାଜନେତା ତଥା ପିପିଲି ର ବିଧାୟକ ପ୍ରଦୀପ ମହାରଥୀ । ଏମିତି କିଛି ଘଟଣା ଘଟିଛି ପ୍ରଦୀପ ମହାରଥୀ ଙ୍କ ମାମଲାରେ । କିଛି ଦିନ ତଳେ ପୁଅ ରୁଦ୍ର ପ୍ରତାପ ଏବଂ ବୋହୁ ଜାଗୃତିଙ୍କର ଏକ ମାତ୍ର ଝିଅ ସନ୍ତାନ ଟିଏ ହୋଇଥିଲା । କିନ୍ତୁ ଝିଅ ସନ୍ତାନର ଏକୋଇଶିଆ ନ ହେବା ଆଗରୁ ଆଖି ବୁଜି ଦେଇଛନ୍ତି ଜେଜେ ।

ଏମିତି କିଛି ଘଟଣା ଦେଖିବାକୁ ମିଳିଛି । ଯାହାକି ଏକ ବହୁତ ବଡ ଦୁଃଖ ଖବର ଓ ଏହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ବୋହୁ ଜାଗୃତିଙ୍କର ଏକ ଛୋଟ ଝିଅଟିଏ ହୋଇଥିଲା କିଛି ଦିନ ତଳେ । କିନ୍ତୁ ଝିଅଟି ଜେଜେ ଡାକିବା ଆଗରୁ ପ୍ରଦୀପ ମହାରଥୀ ଏ ସଂସାର ଛାଡି ଚାଲି ଯାଇଥିଲେ ।

ଯାହାକି ପୁଅ ଓ ବୋହୁଙ୍କର ଶୋକକୁ ଆହୁରି ବଢାଇ ଦେଇଛି । ଜେଜେ ଡାକ ଶୁଣିବା ଆଗରୁ ପ୍ରଦୀପ ମହାରଥୀ ଚାଲିଗଲେ ଓ ତାଙ୍କ ଝିଅ ଆଉ କାହାକୁ ଏବେ ଡାକିବ ଜେଜେ ବୋଲି କାନ୍ଦୁଛନ୍ତି ପୁଅ ଓ ବୋହୁ । ଏକଥା ଶୁଣିବା ପରେ କେହି ବି ହୁଅନ୍ତୁ ତାଙ୍କର ହୃଦୟ ତରଳି ଯିବ ।

ଏମିତି କିଛି ଘଟଣା ଘଟିଛି ପ୍ରଦୀପ ମହାରଥିଙ୍କ ବୋହୁ ଓ ପୁଅଙ୍କ ଜୀବନରେ । କିଛି ଦିନ ପୂର୍ବରୁ ଏହି ଦୁନିଆକୁ ଆସିଥିବା ଝିଅଟି ଜେଜେଙ୍କୁ ଆଉ ଦେଖି ପାରିବ ନାହିଁ । ସେ ଆଉ କେବେ ଜେଜେ ଡାକ ଡାକି ପାରିବ ନାହିଁ । କିଛି ଦିନ ତଳେ ଏକ ଛୋଟ କ୍ୟୁଟି ଝିଅଟିଏ ପ୍ରଦୀପ ମହାରଥିଙ୍କ ଘରେ ଜନ୍ମ ନେଇଥିଲା ।

କିନ୍ତୁ ଝିଅଟିକୁ ଦେଖିବା ଓ ଜେଜେ ଡାକ ଶୁଣିବା ଆଗରୁ ପ୍ରଦୀପ ମହାରଥୀ ଆରପାରିକୁ ଚାଲିଗଲେ । ଏଥିପାଇଁ ତାଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ବହୁତ ଦୁଃଖିତ ଓ ସେ ନିଜ ବାବାଙ୍କୁ ବହୁତ ଝୁରୁଛନ୍ତି । ତାଙ୍କ ବାବାଙ୍କ ଭଲ ପାଇବା କୁ ମନେ ପକାଇ ପକାଇ ସେ କାନ୍ଦୁଛନ୍ତି ।

ତେବେ ଶେଷରେ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଆମେ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରୁଛୁ । ତାଙ୍କର ଆତ୍ମା ସବୁବେଳେ ଏମିତି ଅମର ହୋଇ ରହୁ । ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *