Bollywood ର ଏହି 4 ଜଣ ହିରୋଇନ ଙ୍କ height ଆପଣଙ୍କ ହୋସ ଉଡାଇଦେବ, ନମ୍ବର 4 ଙ୍କ height ଜାଣିଲେ ତ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ପୂର୍ବରୁ ଏହା ଆପଣ ନିଶ୍ଚୟ ଶୁଣିଥିବେ ଯେ ଝିଅର ହାଇଟ ସବୁବେଳେ ପୁଅର ହାଇଟ ଠାରୁ କମ ହେବା ଆବଶ୍ୟକ । ସେଥିପାଇଁ ପୂର୍ବରୁ ମଧ୍ୟ ବଲିଉଡ ଅଭିନେତ୍ରୀ ମାନଙ୍କ ହାଇଟକୁ ଠିକ ଭାବରେ ମାପି ନିଆ ଯାଉଥିଲା । ହେଲେ ବର୍ତ୍ତମାନ ସମୟ ବଦଳି ଯାଇଛି, ଯାହା ଫଳରେ ବର୍ତ୍ତମାନର କେତେକ ବଲିଉଡ ଅଭିନେତ୍ରୀ ମାନେ ବଲିଉଡ ଅଭିନେତା ମାନଙ୍କ ଠାରୁ ଉଚ୍ଚତାରେ ଅଧିକ ଅଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ସବୁ ବଲିଉଡ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ।

ଅନୁସ୍କା ଶର୍ମା

ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ ଅନୁସ୍କା ଶର୍ମାଙ୍କୁ ନିଶ୍ଚୟ ଜାଣିଥିବେ । ବଲିଉଡରେ ବହୁତ ସୁପର ହିଟ ଫିଲ୍ମ କରିବା ପରେ ଅନୁଷ୍କା ଭାରତୀୟ କ୍ରିକେଟ ଟିମର କ୍ୟାପ୍ଟେନ ବିରାଟ କୋହିଲିଙ୍କ ସହ ବିବାହ କରିଛନ୍ତି । ସେ ବିରାଟ ଙ୍କ ସହିତ ବହୁତ ଖୁସିରେ ଜୀବନ କାଟୁଛନ୍ତି ।


ଏହା ସହିତ କିଛି ଦିନ ହେବ ଅନୁସ୍କା ନିଜର ପ୍ରେଗନେଣ୍ଟ ହେବାର ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର ମଧ୍ୟ କରିଥିଲେ । ଅନୁସ୍କା ନିଜର ସୁନ୍ଦରତା ଓ ଅଭିନୟ ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଅନୁସ୍କା ଶର୍ମାଙ୍କ ହାଇଟ ହେଉଛି ୫ ଫୁଟ ୯ ଇଞ୍ଚ ।

କାଟ୍ରିନା କୈଫ


ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କାଟ୍ରିନା କୈଫଙ୍କୁ ନିଶ୍ଚୟ ଜାଣିଥିବେ । ବଲିଉଡରେ କାଟ୍ରିନା ବହୁତ ସାରା ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କର ଅଧିକାଂଶ ଫିଲ୍ମ ମଧ୍ୟ ସୁପର ହିଟ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ କାଟ୍ରିନା ବିବାହ କରି ନାହାନ୍ତି । କାଟ୍ରିନା କୈଫ ହେଉଛନ୍ତି ଜଣେ ବ୍ରିଟିଶ ଅଭିନେତ୍ରୀ । କାଟ୍ରିନା ସଲମାନ ଖାନଙ୍କ ସହ ନିଜର ପ୍ରଥମ ଫିଲ୍ମ କରିଥିଲେ । ଏହା ପରେ ଏହି ଦୁଇଜଣ ଷ୍ଟାର ବହୁତ ସମୟ ପର୍ଯ୍ୟନ୍ତ ପରସ୍ପରକୁ ଡେଟ ମଧ୍ୟ କରିଥିଲେ । କାଟ୍ରିନାଙ୍କ ହାଇଟ ହେଉଛି ୫ ଫୁଟ ୮ ଇଞ୍ଚ ।

ନର୍ଗିସ ଫକରି


ନାର୍ଗିସ ଫକରି ବଲିଉଡରେ ବହୁତ କମ ଫିଲ୍ମ କରିଥିଲେ ମଧ୍ୟ ତାଙ୍କର ଆଇଟମ ସଙ୍ଗ ରେ ଲୋକମାନେ ପାଗଳ ହୋଇଛନ୍ତି । ବଲିଉଡରେ ନର୍ଗିସଙ୍କର ଲୋକପ୍ରିୟତା ବହୁତ ଅଧିକ । ସେ ନିଜ ବଲିଉଡ କାରିୟରର ଆରମ୍ଭ ୨୦୧୧ରେ ଆସିଥିବା ଫିଲ୍ମ ‘ରକଷ୍ଟାର ରୁ କରିଥିଲେ । ନର୍ଗିସ ହେଉଛନ୍ତି ଜଣେ ଆମେରିକାନ୍ ଆକ୍ଟ୍ରେସ । ନାର୍ଗିସଙ୍କର ହାଇଟ ହେଉଛି ୫ ଫୁଟ ୯ ଇଞ୍ଚ ।

ସୁସ୍ମିତା ସେନ


ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ସୁସ୍ମିତା ସେନ । ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ବହୁତ ଫିଲ୍ମରେ ନଜର ଆସିଛନ୍ତି । ତାଙ୍କର ଅଧିକାଂଶ ଫିଲ୍ମ ସୁପର ହିଟ ମଧ୍ୟ ହୋଇଛି । ହେଲେ ବହୁତ ସମୟ ହେବ ସେ ବଲିଉଡରେ କୌଣସି ଫିଲ୍ମରେ ନଜର ଆସି ନାହାନ୍ତି । ହେଲେ ସୁସ୍ମିତା ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ସୁସ୍ମିତାଙ୍କ ହାଇଟ ହେଉଛି ୫ ଫୁଟ ୧୦ ଇଞ୍ଚ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *