ଜେସିବି ଡ୍ରାଇଭର Pushkar କହିଲା ସେହି କାଳ ରାତ୍ରିର ଲୋମଟାଙ୍କୁରା କାହାଣୀ, ସେ ଯାହା କହିଲା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ! ଦେଖନ୍ତୁ VIdeo

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି କଳାହାଣ୍ଡି ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁକୁ ୫ ଦିନିଆ ରି-ମା-ଣ୍ଡ-ରେ ନେଇଛି ବଲାଙ୍ଗୀର ପୋଲିସ । ହ-ତ୍ୟା ସମ୍ପର୍କରେ ଅଧିକ ପଚରାଉଚରା ଜାରି ରଖିଛି ପୋଲିସ । ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଏବଂ ବଲାଙ୍ଗୀର ଏସପି ଘ-ଟ-ଣାର ତ-ନା-ଘ-ନା ଚଳାଇଛନ୍ତି ।

ଗୋବିନ୍ଦ ସାହୁକୁ ଜେ-ରା କରିବା ସହ ଅଧିକ ତ-ଦ-ନ୍ତ ଚଳାଇଛନ୍ତି ଡିଆଇଜି ଏସପି । ଘ-ଟ-ଣା-ର ଅଧିକ ତ-ଦ-ନ୍ତ ପାଇଁ ସିନ୍ଧେକେଲା ଥାନାରେ ପହଞ୍ଚିଥିଲେ ଡିଆଇଜି ଓ ବଲାଙ୍ଗୀର ଏସପି । ସିନ୍ଧେକେଲା ଥାନାରେ କିଛି ସମୟ ରହି କଳାହାଣ୍ଡି ଜିଲ୍ଲାର କେଗାଁ ଥାନା ଓ ମହାଲିଙ୍ଗ ଯାଇ ସ୍ପଟ୍ ଭେରିଫିକେସନ କରିବାକୁ ଯାଇଛନ୍ତି । ତେବେ ସେପଟେ ଅ-ଟ-କ ଥିବା ଜେସିବି ଡ୍ରାଇଭର ପୁଷ୍କର ଭୋଇକୁ ଗୁରୁବାର ଗି-ର-ଫ କରି କୋ-ର୍ଟ ଚାଲାଣ କରାଯିବା ନେଇ ମଧ୍ୟ ସୂଚନା ମିଳିଛି ।

ମମିତା ମେହେର ହ-ତ୍ୟା ମା-ମ-ଲା-ରେ ବର୍ତ୍ତମାନ ସୁଦ୍ଧା ପୋଲିସ ଗୋବିନ୍ଦଙ୍କୁ ଗି-ର-ଫ କରିଥିବା ବେଳେ ଜେସିବି ଡ୍ରାଇଭରକୁ ଅ-ଟ-କ ରଖିଛି । ତେବେ ତାଙ୍କୁ ସହଯୋଗ କରିବା ଅ-ଭି-ଯୋ-ଗ-ରେ ମହାଲିଙ୍ଗ୍ ସ୍ଥିତ ଖେଳ ପଡିଆର ରାତ୍ର ଜଗୁଆଳି ଗୁପ୍ତେ ତାଣ୍ଡି, ଜେସିବି ଡ୍ରାଇଭର ପୁଷ୍କର ଭୋଇ, ଗୋବନ୍ଦଙ୍କ ଭଣଜାଙ୍କୁ ଅ-ଟ-କ ରଖାଯାଇଥିବା ସୂଚନା ମିଳିଥିଲା ।
ଗୋବିନ୍ଦଙ୍କୁ ୫ ଦିନ ରିମାଣ୍ଡରେ ନେଇଛି ସିନ୍ଧକେଲା ପୋଲିସ ଆଉ ମାମଲାର ଗୁମର ଖୋଲିବା ନେଇ ଚଳାଇଛି ଖୋ-ଳ-ତା-ଡ ।

ବିଶେଷ କରି ସନସାଇନ ସ୍କୁଲରେ କ’ଣ କ’ଣ ଚାଲୁଥିଲା ? କେଉଁ ପା-ପ ଲୁଚାଇବାକୁ ଯାଇ ଗୋବନ୍ଦ ମମିତାଙ୍କୁ ହ-ତ୍ୟା କଲା ? ଏସବୁ ତାଙ୍କ ମୁହଁରୁ ଆଦାୟ କରିବ ପୋଲିସ ।
ଏହା ଭିତରେ ଜେସିବି ଡ୍ରାଇଭର ଙ୍କ ଘରଲୋକ ତାଙ୍କ ଭାଇ ଙ୍କ କହିବା କଥା କି ପ୍ରଥମେ ଗୋବିନ୍ଦ ଆସି ମାଟି ଖୋ-ଳି ବଡ଼ ଗାତ କରିବାକୁ କହିଥିଲା ଏବଂ ସେ ଗାତ ଖୋଳିଥିଲେ । ଏହା ପରେ ସେ ଆସି ଫୁଣି ଗା-ତ ବ-ନ୍ଦ କରି ମାଟି ପକାଇବାକୁ କହିଥିଲା ତେବେ ପୁଷ୍କର କେମିତି ଜାଣିବ କି ସେହି ଗାତ ଭିତରେ ସେ ମଣିଷ ମା-ରି ପୋ-ତି-ବ ବୋଲି ।

ତେବେ ବର୍ତ୍ତମାନ ପୋଲିସ ନିଜର ତ-ଦ-ନ୍ତ ଆରମ୍ଭ କରି ଦେଇଛି ଏବଂ ଗୋବିନ୍ଦ ଙ୍କ ସ-ହ-ଯୋଗୀ ରାଧେ କୁ ମଧ୍ୟ ଗି-ର-ଫ କରି ପଚରା ଉଚରା ଆରମ୍ଭ କରିଦେଇଛି ପୋଲିସ ।
ତେବେ ବର୍ତ୍ତମାନ ଦେଖିବା କି ଏହି ମାମଲା ରେ ଆଉ କି କି ଗୁମର ସବୁ ଖୋଲୁଛି ।

Leave a Reply

Your email address will not be published. Required fields are marked *