‘ବାହାଘର ପୂର୍ବରୁ ପ୍ରେଗ୍ନାଣ୍ଟ ହେବ, ସେ ଟୋକା ନ ରଖିଲେ ..ଦୀପିକା ଭଳି ତା’ ଘର ଆଗରେ ବସିବ’ Jaya ଙ୍କ ମନ୍ତବ୍ୟକୁ ନେଇ ବଢିଲା ବିବାଦ

ବନ୍ଧୁଗଣ, ଅଭିନେତ୍ରୀ ଜୟା ବଚ୍ଚନ ତାଙ୍କ ନତୁଣୀ ଙ୍କୁ କହିଛନ୍ତି ଯେ ତୁ ଅବିବାହିତ ହୋଇ ପ୍ରେଗ୍ନାଣ୍ଟ ହେଲେ ଭଲ । ତେବେ ଏହାକୁ ନେଇ ସମାଜସେବୀ କହିଛନ୍ତି ଯେ ଅଭିନେତ୍ରୀ ଜୟା ବଚ୍ଚନ ଙ୍କର ବୋଧ ହୁଏ ମତିଭ୍ରମ ହେଲାଣି । ଆଗରୁ ମଧ୍ୟ ସେ ଅନେକ ବିବାଦୀୟ ମନ୍ତବ୍ୟ ଦେଇ ବହୁତ ବିବାଦର ସମ୍ମୁଖୀନ ହୋଇଛନ୍ତି । ସେମାନେ ଯେହେତୁ ଗୋଟିଏ ସେଲିବ୍ରେଟି ତଥା ଭଲ ସାଂସଦ ଅଛନ୍ତି ତେବେ ତାଙ୍କଠାରୁ କିଛି ଶିଖିବାର ଥିଲା ତାଙ୍କ ପିଲା ମାନଙ୍କର । କିନ୍ତୁ ତାଙ୍କଠାରୁ ଆଉ କିଛି ଶିଖିବାର ବିଶେଷ ନାହିଁ ।

କାରଣ ତାଙ୍କ ଘରେ ହିଁ ପ୍ରଥମେ ବାହାଘର ହେଲା ତାହା ୩ ରୁ ୪ ବର୍ଷ ବୋହୂ ବଡ । ତେବେ ସେହି ଉଦାହରଣ ବର୍ତ୍ତମାନ ଆମ୍ଭ ପିଲାମାନେ ମଧ୍ୟ ଦେଇଚାଲୁଛନ୍ତି । ବିବାହ କରିବାକୁ ଯାଇ ପୁଅମାନେ କହୁଛନ୍ତି ସେ ଝିଅ ମୋ ଠାରୁ ବଡ ହେଲେ କଣ ହେଲା ? ଐଶ୍ଵର୍ଯ୍ୟ ରାୟ କେମିତି ଅଭିଷେକ ବଚ୍ଚନ ଠାରୁ ବଡ ? ତେବେ ବର୍ତ୍ତମାନ ଆଉ ଏକ ମନ୍ତବ୍ୟ ଦେଲେଣି ଜୟା ବଚ୍ଚନ ନିଜ ନାତୁଣୀ ଙ୍କୁ ଯେ ତୁ ଅବିବାହିତରେ ପିଲା ଜନ୍ମ କରିଲେ ଭଲ ।

ମାତ୍ର ଆମ୍ଭେ ହିନ୍ଦୁ ଧର୍ମ ତଥା ସନାତନ ଧର୍ମରେ ଆମେ ବିଶ୍ଵାସ କରୁ ତେବେ ଏହି ଜିନିଷ କେବେ ହୋଇନାହିଁ କି ହେବନାହିଁ । ମାତ୍ର ନାତୁଣୀ କୁ ଏଭଳି ମନ୍ତବ୍ୟ ଦେଲେ, ଯଦି ସେ ପୁଅ ଝିଅକୁ ନ ନେବ ତେବେ ଦୀପିକା ଯେମିତି ବସିଛି ବିବାହ ଆଗରୁ ପୁଅଟିକୁ ଧରି, ସେ ଆଜି ପର୍ଯ୍ୟନ୍ତ ନ୍ୟାୟ ପାଇନାହିଁ ୨ ରୁ ୩ ମାସ ହେଲାଣି । ଏଣୁ କଣ୍ଟ୍ରୋବସି କୁ ଡାକି ଆଣି ଘରେ ପୁରାଇବା ଭଳି କାମ କରୁଛନ୍ତି ।

ମାତ୍ର ଏ ଯେଉଁ ଜିନିଷ ହେଉଛି ତାହା ସମାଜ ନିମନ୍ତେ ଆଦୌ ଗ୍ରହଣୀୟ ନୁହେଁ । ପୌରାଣିକ କଥା ଅନୁଯାୟୀ ଦେଖିବାକୁ ଗଲେ କୁନ୍ତୀ ମଧ୍ୟ ବିବାହ ପୂର୍ବରୁ ଏକ ସନ୍ତାନ କୁ ଜନ୍ମ କରିଥିଲେ ଯେ କି ଥିଲା କର୍ଣ୍ଣ । କିନ୍ତୁ ସମାଜ ଭୟରେ ସେ ତାଙ୍କୁ ନଦୀରେ ଭସାଇ ଦେଇଥିଲେ । ତେବେ ସମାଯ ସେବେ ଯେତେବେଳେ ଗ୍ରହଣ କରିନଥିଲା ଅବିବାହିତ ମା’ ଙ୍କୁ ବର୍ତ୍ତମାନ କିଭଳି ଗ୍ରହଣ କରିବ ? ଏହା ସଂପୂର୍ଣ୍ଣ ଭାବରେ ଏକ ନିନ୍ଦନୀୟ ଘଟଣା ଅଟେ ।

ଜଣେ ବୟସ୍କ ସାଂସଦ ହୋଇ ଯେତେବେଳେ ନିଜ ନାତୁଣୀ ଙ୍କୁ ଏଭଳି କହିପାରୁଛନ୍ତି ତେବେ ତାଙ୍କଠାରୁ ଯୁବପିଢି କଣ ଶିଖିବେ ବୋଲି ପ୍ରଶ୍ନ କରିଛନ୍ତି ସମାଜସେବିକା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ କୁ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *