ଲୋକପ୍ରିୟ ଜୟା କିଶୋରୀଙ୍କ ଫି’ କେତେ ? ସେ ପ୍ରବଚନ ଟଙ୍କାକୁ କ’ ଣ କରନ୍ତି

ନମସ୍କାର ବନ୍ଧୁଗଣ । ଆପଣମାନଙ୍କ ବେସ୍ ପ୍ରିୟା ପ୍ରବଚକ ଜୟା କିଶୋରୀ । ତାଙ୍କୁ ଅବା କିଏ ନ ଜାଣେ । ଦେଶ ଓ ବିଦେଶରେ ମଧ୍ୟ ସେ ବେସ୍ ପରିଚିତ । ଜୟା କିଶୋରୀଙ୍କ ପ୍ରବଚନ ଶୁଣିବାକୁ ଲୋକେ ଅଧିକ ଇଚ୍ଚୁକ ହୁଅନ୍ତି । ତାଙ୍କ ପ୍ରବଚନରେ ଶୁଣିବାକୁ ଅଧିକାଂଶ ଲୋକେ ଆସିଥାନ୍ତି । ତେବେ ପ୍ରଶ୍ନ ଉଠେ କି ସୁପରିଚିତ  ମୋତିଭେସନାଲ ସ୍ପିକର ଜୟା କିଶୋରୀ କେତେ ନିଅନ୍ତି  ଫି ‘ ? ଏହି ଟଙ୍କା କୁ କେଉଠି କରନ୍ତି ଖର୍ଚ୍ଚ ।

ଲୋକପ୍ରିୟ ପ୍ରବଚକ ଜୟା କିଶୋରୀ ୧୯୯୬ ମସିହାରେ ରାଜସ୍ଥାନ ସୁଜାନଗଡ଼ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ଅସଲି ନାମ ଥିଲା ଜୟା ଶର୍ମା । ମାତ୍ର ୯ ବର୍ଷ ବୟସ ରୁ ଆଧ୍ୟାତ୍ମିକ ଆଡକୁ ହୋଇଥିଲେ ଆକୃଷ୍ଟ । ଯେଉଁ ବୟସରେ ପିଲାମା ନେ ନାଚ କୁଦ ଜଗତ ଆକର୍ଷଣ ରେ ରୁହନ୍ତି । ମାତ୍ର ଜୟା ସେହିପରି ନ ଥିଲେ ସେ ରାମାୟଣ ଭାଗବତ  ଆଦି ବିଷୟରେ ନିଜକୁ ନିଯୋଜିତ କରୁଥିଲେ । ତେଣୁ ଅଳ୍ପ ବୟସରୁ ଅନେକ ବିଷୟର ଜ୍ଞାନକୁ ସଂଗ୍ରହ କରିଥିଲେ ।

ଜୟା କିଶୋରୀ ଏବଂ ତାଙ୍କ ପୁରା ପରିବାର ଏବେ କୋଲକାତା ରେ ରହିଛନ୍ତି । ଜୟାଙ୍କ ବିବାହକୁ ନେଇ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚା ଲାଗିରହିଥିବା ବେଳେ ତାଙ୍କ ଆୟକୁ ନେଇ ବେସ ଚର୍ଚ୍ଚା କରାଯାଉଥିବା ସୂଚନା ମିଳିଛି । ତେବେ ଲୋକପ୍ରିୟ ଜୟା କିଶୋରୀ ଯିଏ କି ଆମ ଦେଶରେ ନୁହେଁ ବରଂ ବାହାର ଦେଶମାନଙ୍କୁ ମଧ୍ୟ  ପ୍ରବଚନ ଦେବାକୁ ଯାଇଥାନ୍ତି ।

ଜୟା କିଶୋରୀ କୋଣସି ସ୍ଥାନକୁ ପ୍ରବଚନ ଦେବାକୁ ଯିବା ପୂର୍ବରୁ ଏଡଭାନ୍ସ ନେଇଥାନ୍ତି ଏବଂ ପ୍ରବଚନ  ପରେ ପୁରା ପଇସା ନେଇଥାନ୍ତି । ଜୟାଙ୍କ ବୁକିଂ ଅଫିସର ଙ୍କ ସୂଚନା ଅନୁଯାୟୀ ସେ ଗୋଟେ ପ୍ରବଚନ ପାଇଁ ସାଢେ ୯ ଲକ୍ଷ ଟଙ୍କା ନେଇଥାନ୍ତି । ଏହା ବ୍ୟତୀତ ସାମାଜିକ କାର୍ଯ୍ୟକର୍ମରେ ମଧ୍ୟ  ତାଙ୍କ ବେସ ଅବଦାନ ଥାଏ ।

ଜୟା କିଶୋରୀ ତାଙ୍କ ପ୍ରିୟଜଣମାନଙ୍କ ପାଇଁ ମାଗଣା ପ୍ରବଚନ ଆୟୋଜନ  କରିଥାନ୍ତି ଏବଂ ଏଥିରୁ ଆସୁଥିବା ଟଙ୍କା କୁ କିଛି ବି  ଗ୍ରହଣ କରନ୍ତି ନାହିଁ  ।ତାଙ୍କ ଆୟରୁ ଆସୁଥିବା ଏକ ବିଶେଷ ଅଂଶ ନାରାୟଣ ସେବା ସଂସ୍ଥାନକୁ ଦାନ କରନ୍ତି । ଏହା ଛଡା ଆୟର ଏକ ଅଂଶ ବୃକ୍ଷରୋପଣ ଓ ଝିଅମାନଙ୍କ ଶିକ୍ଷା ରେ ଦାନ କରନ୍ତି । ତେବେ ଏହା ବିଷୟରେ ଅଧିକ ଜାଣିବାକୁ ଆମ ପେଜ୍ କୁ ଲାଇକ, ଷେୟାର ଓ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *