‘ଜଟଣୀରେ ସିନା ମୁଁ ଫେଲ ମାରିଗଲି, କିନ୍ତୁ…’ ପଞ୍ଚାୟତ ନିର୍ବାଚନ Result କୁ ନେଇ କିଛି ଏମିତି କହିଲେ କଂଗ୍ରେସ ବିଧାୟକ Sura Routray, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇ ସମାଜସେବା ଓ ନିଜ କଡା ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ବନ୍ଧୁଗଣ ଗତ କିଛି ଦିନ ହେବ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ତେବେ ଏହି ନିର୍ବାଚନରେ ଓଡିଶାର ପ୍ରମୁଖ ତିନି ଦଳ ତଥା ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ପ୍ରାର୍ଥୀ ମାନଙ୍କୁ ଛିଡା କରେଇଥିଲେ ।

ବନ୍ଧୁଗଣ ଏଥର ଏକ ନମ୍ବର ସ୍ଥାନରେ ଅଛନ୍ତି ବିଜେଡି ଦଳ ଓ ଦୁଇ ନମ୍ବର ବିଜେପି । ତେବେ ଏହି ପଞ୍ଚାୟତ ନିର୍ବାଚନକୁ ନେଇ ସୁର ଭାଇ ନିଜର ବୟାନ ଦେଇଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ସୁର ଭାଇଙ୍କ ମତରେ-‘ରେସଲ୍ଟ କଣ ନବୀନ ବାବୁଙ୍କର ଯେଉଁ ଯୋଜନା ଟଙ୍କା ବଣ୍ଟା ନଗତ ବଣ୍ଟା ସେଥିରେ ମୁ କିଛି କହିପାରିବି ନାହିଁ ।

ଆଗକୁ ସେ କହିଛନ୍ତି-‘କାରଣ ମୁ ତ ଜଟଣୀରେ ଫେଲ ମାରିଗଲି ତାଙ୍କ ଆଗରେ । ଭୋଟର ଲିଷ୍ଟ ଯାହା ବାହାରିଲା କମ ସେ କମ 10 ଦିନରୁ 15 ଦିନ ସମୟ ଦିଆଯାଏ । ହେଲେ ତିନି ଦିନରେ ବାହାରିଗଲା । ଆମେ ଭୁବନେଶ୍ଵର ପାଇଁ କାମ କରିଛୁ, ଖୋର୍ଦ୍ଧା ପାଇଁ କରିଛୁ ଜଟଣୀ ପାଇଁ ବି କରିଛୁ । ଆଶା କରୁଛୁ ଭୁବନେଶ୍ଵର ଲୋକ ଶିକ୍ଷିତ ଲୋକ ଯଦି ଟଙ୍କା ପଇସା, ଦେଶୀ ବିଦେଶୀ ମଦ, ଖାଦ୍ୟ ପେୟରେ ବଦଳିବେ ନାହିଁ ଗାଁ ଲୋକ ଯେମିତି ବଦଳିଗଲେ ତା ହେଲେ ଏଠି ପରିବର୍ତ୍ତନ ହେବ ।

ଭୁବନେଶ୍ଵର ଆରମ୍ଭରୁ ବହୁତ କମ ଆମେ କରିଛୁ ଡକ୍ଟର ମହାତାବଙ୍କ ସମୟରୁ । ଆଉ ଜାନକୀ ପଟ୍ଟନାୟକ ମାନ ବଦଳାଇ ଦେଇଛି ଭୁବନେଶ୍ଵରର । କେଉଁଠି ନନ୍ଦନ କାନନ କେଉଁଠି ଭୁବନେଶ୍ଵର । ଗୋଟେ ଅଦ୍ଭୁଦ ପରିବର୍ତ୍ତନ ଜାନକୀ ପଟ୍ଟନାୟକ କରିଛି । ସବୁ ଗାଁରେ ପିଇବା ପାଣି ସବୁ ଗାଁରେ ବିଜୁଳି ।

ଆଗକୁ ସେ କହିଛନ୍ତି-‘ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରୁଛି ଯେଉଁ ପ୍ରଶ୍ନ ତମେ କରିଛ କହିଲ ରାଜକୋଷ ଗତିବ ଲୋକଙ୍କ ପଇସାରେ 30ଟା ଯାକ ଜିଲ୍ଲା ବସେଇ ବାପାଙ୍କ ନାଁରେ ବିଜୁ ସ୍ମାର୍ଟ କାର୍ଡ ବାଣ୍ଟିନ । ତମେ ପ୍ରତି କାର୍ଡରେ ହଜାର ଦେଇନ’ । ତା ହେଲେ ବନ୍ଧୁଗଣ ସୁର ଭାଇଙ୍କ ଏହି କଥା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *