ନମସ୍କାର ବନ୍ଧୁଗଣ, ଏଭଳି କିଛି ପ୍ରଶ୍ନ ରହିଛି ଯାହାର ଉତ୍ତର ଜାଣିବା ନିହାତି ଆବଶ୍ୟକ କିନ୍ତୁ ତାହା ଆପଣ ଜାଣି ନାହାନ୍ତି । ସେହିଭଳି କିଛି ପ୍ରଶ୍ନର ଉତ୍ତର ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ । ଜ୍ଞାନର ବୃଦ୍ଧି କରିବା ନିମନ୍ତେ ଆମର ଏହି ପୋଷ୍ଟ ମାଧ୍ୟମରେ ଜାଣନ୍ତୁ କିଛି ପ୍ରଶ୍ନର ଉତ୍ତର । ଜାହ ଆପଣଙ୍କୁ ଜ୍ଞାନୀର ପରିଚୟ ଦେବାରେ ମଧ୍ୟ ସହାୟ ହେବ । ଆପଣଙ୍କ ଭବିଷ୍ୟତରେ କାମରେ ଆସିବା । ତେବ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହିସବୁ ପ୍ରଶ୍ନ ମାନଙ୍କର ଉତ୍ତର ସମ୍ପର୍କରେ ।
1- କେଉଁଟି ନ୍ୟାୟପାଳିକାର କାର୍ଯ୍ୟ ? ଉତ୍ତର: ନ୍ୟାୟପାଳିକାର କାର୍ଯ୍ୟ ହେଉଛି ଆଇନର ତର୍ଜମା କରିବା ।
2- ପଞ୍ଚମ ବେଦ କାହାକୁ କୁହାଯାଏ ? ଉତ୍ତର: ପଞ୍ଚମବେଦ ଇତିହାସକୁ କୁହାଯାଏ ।
3- ତାଜମହଲ କେଉଁ ନଦୀ କୂଳରେ ଅବସ୍ତିତ ? ଉତ୍ତର: ତାଜମହଲ ଦିଲ୍ଲୀ ଠାରେ ଅବସ୍ତିତ । ଏବଂ ତାଜମହଲ ଯମୁନା ନଦୀ କୂଳରେ ରହିଛି ।
4- ଇଣ୍ଡିଆ ଗେଟ କେଉଁ ସହରରେ ଅବସ୍ତିତ ? ଉତ୍ତର: ଇଣ୍ଡିଆ ଗେଟ ମୁମ୍ବାଇ ସହରରେ ଅବସ୍ତିତ ।
5- ସବୁଠାରୁ ବଡ ଫୁଲର ନାମ କଣ ? ଉତ୍ତର ସବୁଠାରୁ ବଡ ଫୁଲର ନାମ ହେଉଛି ରାଫ୍ଲେସିଆ ।
6- ତୁମ ସ୍ତ୍ରୀ ସମସ୍ତଙ୍କୁ ଦେଖାଏ କିନ୍ତୁ ତୁମକୁ ଦେଖାଏ ନାହିଁ ତାହା କଣ ? ଉତ୍ତର: ଏହାର ଉତ୍ତର ହେଉଛି ବିଧବା ବେଶ । ସ୍ଵାମୀର ବିୟୋଗ ପରେ ସ୍ତ୍ରୀର ଏହି ବିଧବା ବେଶକୁ ସମସ୍ତେ ଦେଖିଥାନ୍ତି କିନ୍ତୁ ଏହାକୁ ଦେଖିବା ପାଇଁ ସ୍ଵାମୀ ଆଉ ଜୀବିତ ନଥାଏ ।
7- ସମୁଦ୍ରର ରାଜା କାହାକୁ କୁହାଯାଏ ? ଉତ୍ତର: ସମୁଦ୍ରର ରାଜା କୁମ୍ଭୀରକୁ କୁହାଯାଏ ।
8- ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଭାରତର କେଉଁ ରାଜ୍ୟରେ ହୋଇଥିଲା ? ଉତ୍ତର: ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜନ୍ମ ଉତ୍ତରପ୍ରଦେଶରେ ହୋଇଥିଲା ।
9- କେଉଁ ଜୀବର 9 ଟି ମୁଣ୍ଡ ଥାଏ ? ଉତ୍ତର: ହାଇଡ୍ରା ଜୀବର ୯ଟି ମୁଣ୍ଡ ଥାଏ ।
10- ଆକାଶରେ ଦେଖା ଯାଉଥିବା ତାରା ମାନଙ୍କର ରଙ୍ଗ କେତୋଟି ହୋଇଥାଏ ? ଉତ୍ତର: ଆକାଶରେ ଦେଖା ଯାଉଥିବା ତାରା ମାନଙ୍କର ରଙ୍ଗ ୩ ପ୍ରକାରର ହୋଇଥାଏ ।
11- ପଇଡ ପାଣି ପିଇବା ଦ୍ଵାରା କେଉଁ ରୋଗରୁ ଆରୋଗ୍ୟ ମିଳିଥାଏ ? ଉତ୍ତର: ପଇଡ ପାଣି ପିଇବା ଦ୍ଵାରା ହଜମ ଶକ୍ତି ରୋଗରୁ ଆରୋଗ୍ୟା ମିଳିଥାଏ ।
12- କେଉଁ ହରମୋନ କାରଣରୁ ଗଛରେ ଫଳ ପାଚିଥାଏ ? ଉତ୍ତର: ଏଥିଲିନ ହରମୋନ କାରଣରୁ ଗଛରେ ଫଳ ପାଚିଥାଏ ।
13- QR cord ସର୍ବପ୍ରଥମେ କେଉଁ ଦେଶ ଆବିଷ୍କାର କରିଥିଲା ? ଉତ୍ତର QR cord ସର୍ବ ପ୍ରଥମେ ଜାପାନ ଦେଶ ଆବିଷ୍କାର କରିଥିଲା । ତେବେ ଏହା ଥିଲା କିଛି ଅଜଣା ପ୍ରଶ୍ନର ଉତ୍ତର ଯାହା ଆପଣଙ୍କ ଜ୍ଞାନ ବୃଦ୍ଧି କରିବାରେ ସହାୟ ହୋଇଥିବ ବୋଲି ଆଶା କରୁଛୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।