Odia GK Questions- ଗୋଟିଏ ଝିଅ ଜନ୍ମ ହେଲା 1950 ରେ ଆଉ ମଲା 1950 ରେ, ଯେତେବେଳେ ସେ ମଲା ସେତେବେଳେ ତା ବୟସ ଥିଲା 20 ବର୍ଷ, ଏହା କିପରି ସମ୍ଭବ ?

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ । ଏହାଦ୍ଵାରା ବିଶେଷ କରି ଛାତ୍ର ଛାତ୍ରୀ ମାନେ ଉତ୍ତୀର୍ଣ୍ଣ ହେବେ । ପରୀକ୍ଷା ସମୟରେ ସାଧାରଣଜ୍ଞାନ ସମ୍ବନ୍ଧୀୟ ପ୍ରଶ୍ନ ପଚରାଯାଇଥାଏ । ଏଣୁ ଏହି ବିବରଣୀ ଟି ବିଦ୍ୟାର୍ଥୀ ମାନଙ୍କ ପାଇଁ ଲାଭ ଦାୟକ ଅଟେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- ଏମିତି କେଉଁ ଟେବୁଲ ଅଟେ ଯାହାକୁ ଆମେ ଖାଇଥାଉ ?

ଉତ୍ତର;- ଭେଜିଟେବୁଲ ।

୨;- କାହାର ଡେଣା ନଥିଲେ ମଧ୍ୟ ସେ ଉଡିପାରେ ?

ଉତ୍ତର;- ଗୁଡି ।

୩;- ତାହା କେଉଁ ଜିନିଷ ଯାହାକୁ ଝିଅ ମାନେ କେବଳ ବର୍ଷରେ ଥରେ କିଣିଥାନ୍ତି ?

ଉତ୍ତର;- ରାକ୍ଷୀ ।

୪;-ଭାରତର କେଉଁ ରାଜ୍ୟ ଇଂରେଜ ମାନଙ୍କର ଗୁଲାମ ହୋଇନାହିଁ ?

ଉତ୍ତର;- ଗୋଆ ।

୫;- ଶିମିଳିପାଳ ଜାତୀୟ ଉଦ୍ୟାନ କେଉଁ ଜିଲ୍ଲାରେ ଅଛି ଏବଂ ସେଠାରେ କେଉଁ ବନ୍ୟପ୍ରାଣୀ ଦେଖିବାକୁ ମିଳନ୍ତି ?

ଉତ୍ତର;- ଜିଲ୍ଲା, ମୟୂରଭଞ୍ଜ, ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର, ହାତୀ, ଗୟଳ, ହରିଣ, ଶମ୍ବର, ଭାଲୁ, ସାପ ।

୬;- ଭିତର କନିକା କେଉଁ ଜିଲ୍ଲାରେ ଅଛି ? ଏବଂ ସେଠାରେ କେଉଁ ବନ୍ୟପ୍ରାଣୀ ଦେଖିବାକୁ ମିଳନ୍ତି ?

ଉତ୍ତର;- ଭିତର କନିକା, କେନ୍ଦ୍ରାପଡା ଜିଲ୍ଲାରେ ଅବସ୍ଥିତ । ଏଠାରେ କୁମ୍ଭୀର ପ୍ରଜନନ କେନ୍ଦ୍ର, ଏହା ସହିତ ସାପ, ହରିଣ, ଶମ୍ବର ଆଦି ଦେଖାଜାଆନ୍ତି ।

୭;- ଏମିତି କେଉଁ ଜିନିଷ ଯିଏ ଆଲୋକରେ ତୁମ ସହିତ ଥାଏ କିନ୍ତୁ ଅନ୍ଧାରରେ ନଥାଏ ?

ଉତ୍ତର;- ଛାଇ ।

୮;- ଗୋଟିଏ ଝିଅ ଜନ୍ମ ହେଲା ୧୯୫୦ରେ ଆଉ ମଲା ୧୯୫୦ ରେ, ଯେତେବେଳେ ସେ ମଲା ସେତେବେଳେ ତା’ ବୟସ ଥିଲା ୨୦ ବର୍ଷ, କୁହ ଏହା କେମିତି ହେଲା ?

ଉତ୍ତର;- କାରଣ ଝିଅଟି ୧୯୫୦ ମସିହାରେ ଜନ୍ମ ହେଇଥିଲା ଓ ଯେଉଁ ଘରେ ମଲା, ସେହି ଘରର ନମ୍ବର ଥିଲା ୧୯୫୦ ।

୯;- ମନୁଷ୍ୟ ର ଗୋଟିଏ ଆଖିର ଓଜନ କେତେ ହୋଇଥାଏ ?

ଉତ୍ତର;- ୮ ଗ୍ରାମ ।

୧୦;- ମୋଗଲ ବଂଶର ସଂସ୍ଥାପକ କିଏ ଥିଲେ ?

ଉତ୍ତର;- ବାବର ।

୧୧;- ଭାରତର ସବୁଠାରୁ ସୁରକ୍ଷିତ ବ୍ୟକ୍ତି କିଏ ?

ଉତ୍ତର;- ପ୍ରଧାନମନ୍ତ୍ରୀ ।

୧୨;- ବିଶ୍ଵର ସବୁଠାରୁ ଗରିବ ଦେଶ କେଉଁଟି ?

ଉତ୍ତର;- ଭୁଟାନ ।

୧୩;- ମିସ ୟୁନିଭର୍ସ ବନିଥିବା ପ୍ରଥମ ଭାରତୀୟ ମହିଳା କିଏ ?

ଉତ୍ତର;- ସୁଶ୍ମୀତା ସେନ ।

୧୪;- ଭାରତରେ ସବୁଠାରୁ କମ ଜନସଂଖ୍ୟା ଥିବା ରାଜ୍ୟ କେଉଁଠି ?

ଉତ୍ତର;- ସିକ୍କିମ ।

୧୫;- ସାପ ମାନଙ୍କର ଦେଶ କାହାକୁ କୁହାଯାଏ ?

ଉତ୍ତର;- ବ୍ରାଜିଲ କୁ ।

୧୬;- କଇଁଛର ଜୀବନ କାଳ କେତେ ହୋଇଥାଏ ?

ଉତ୍ତର;- ୧୨୩ ବର୍ଷର ।

୧୭;- ମନୁଷ୍ୟ ର କେଉଁ ଜିନିଷଟି ସବୁବେଳେ ବଢି ଚାଲିଥାଏ ?

ଉତ୍ତର;- ବୟସ ।

୧୮;- ମୋବାଇଲ ର ଆବିଷ୍କାର କିଏ କରିଥିଲେ ?

ଉତ୍ତର;- ମାର୍ଟିନ କପୁର । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *