ସ୍କୁଲ ପିଲାଙ୍କ ବ୍ୟାଗରେ ରହୁନି ବହି ଖାତା, ବାହାରୁଛି କିଛି ଏମିତି ଜିନିଷ ଶୁଣିଲେ ଆପଣଙ୍କ ହୋସ ଉଡିଯିବ…

ବନ୍ଧୁଗଣ, ସୂଚନା ଅନୁଯାୟୀ ସ୍କୁଲ ପିଲାଙ୍କ ବ୍ୟାଗରେ ଆଉ ରହୁନାହିଁ ବହିଖାତା ବର୍ତ୍ତମାନ ବ୍ୟାଗରୁ ବାହାରୁଛି କ-ଣ୍ଡ-ଓମ, ଗ-ରର୍ ନି-ରଓଧକ ବଟିକା ଏବଂ ସ-ଇଗା-ରଏଟ । ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଶିକ୍ଷକ । ବ୍ୟାଙ୍ଗାଲୁରରୁ ସ୍କୁଲ ଛାତ୍ରଛାତ୍ରୀ ଙ୍କ ବ୍ୟାଗରୁ ବାହାରିଛି କ-ଣ୍ଡ-ଓମ ଏବଂ ଗର୍ଭନିରୋଧକ ବଟିକା, ଲାଇଟର ଏବଂ ସ-ଇଗା-ରଏଟ । ସେମାନଙ୍କ ବ୍ୟାଗ ଚେକିଙ୍ଗ ବେଳେ ଏହିସବୁ ଆପତ୍ତି ଜନକ ଜିନିଷ ବାହାରିଥିଲା ।

ମାତ୍ର ଏତିକି ନୁହେଁ ଏଭଳିକି କିଛି ଛାତ୍ର ଙ୍କ ବ୍ୟାଗରୁ ମ-ଅଦ ବୋତଲ ମଧ୍ୟ ବାହାରିଥିବା ଦେଖିବାକୁ ମିଳିଛି । ଏହାକୁ ଦେଖି ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସୂଚନା ଅନୁଯାୟୀ ବାଙ୍ଗାଲୁରୁ ର କିଛି ସ୍କୁଲରେ ଅଭିଯୋଗ ହୋଇଥିଲା ଯେ ପିଲାମାନେ ମୋବାଇଲ ଲୁଚାଇ କ୍ଳାସ କୁ ଆଣୁଛନ୍ତି,

ଏହି ଅଭିଯୋଗ ଆଧାରରେ କର୍ଣ୍ଣାଟକ ର ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟର ଆସୋସିଏଟେଡ ମ୍ୟାନେଜମେଣ୍ଟ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟର ପ୍ରଶାସନ ସମସ୍ତ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଙ୍କ ବ୍ୟାଗ ଯାଞ୍ଚ କରିବାକୁ କହିଥିଲେ । ଏହାପରେ ଛାତ୍ରଛାତ୍ରୀ ଙ୍କ ବ୍ୟାଗ ସର୍ଚକରିବା ପାଇଁ ବିଭିନ୍ନ ବିଦ୍ୟାଳୟରେ ଏକ ଅଭିଯାନ ଆରମ୍ଭ କରାଯାଇଥିଲା ।

ଅଷ୍ଟମ, ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ବ୍ୟାଗ ସର୍ଚ୍ଚ କରାଯାଇଥିଲା । ଏଭଳି କରିବାରୁ ସେମାନଙ୍କ ବ୍ୟାଗ ରୁ ମିଳିଥିଲା ମୋବାଇଲ ଫୋନ ସହିତ ଏହିଭଳି ଆପତ୍ତିଜନକ ସାମଗ୍ରୀ । ଛାତ୍ରଛାତ୍ରୀ ଙ୍କ ବ୍ୟାଗରେ ଏହିଭଳି ସାମଗ୍ରୀ ମିଳିବା ପରେ ସ୍କୁଲ ପ୍ରଶାସନ ଏଭଳି କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି । ଅପର ପାର୍ଶ୍ଵରେ ଛାତ୍ରଛାତ୍ରୀ ଙ୍କ ବ୍ୟାଗ ରୁ ଏହିଭଳି ଜିନିଷ ବାହାରିବା ପରେ ସେମାନଙ୍କ ମାତାପିତା ଙ୍କୁ ଡାକି ମିଟିଂ କରିଛନ୍ତି କିଛି ସ୍କୁଲ ପ୍ରଶାସନ ।

ତେବେ ଆଜିଭଳି ଦିନରେ ଏହିଭଳି ଅନେକ ଜାଗାରେ ଦେଖିବାକୁ ମିଳୁଥିବାର ବର୍ତ୍ତମାନ ବିଦ୍ୟାଳୟରେ ମଧ୍ୟ ଦେଖିବାକୁ ମିଳିଲାଣି । କିନ୍ତୁ ଛାତ୍ରଛାତ୍ରୀଙ୍କର ଏଭଳି କାର୍ଯ୍ୟକଳାପରେ ଦାୟୀ କିଏ ? ଘରେ ମାତା ପିତା ହିଁ ଏଥି ନିମନ୍ତେ ସଂପୂର୍ଣ୍ଣ ଭାବରେ ଦାୟୀ କାରଣ ପିଲାଙ୍କର ସମସ୍ତ ଦାଇତ୍ଵ ମାତାପିତାଙ୍କର ହୋଇଥାଏ । ଯଦି ସେମାନେ ଏହିଭଳି ଦାଇତ୍ଵହୀନା ହୋଇଯିବେ ତେବେ ନିଶ୍ଚିତ ଭାବରେ ପିଲାମାନେ ଏହିଭଳି ଅସ-ଙ୍ଗତ ର ଶିକାର ହେବାକୁ ଲାଗିବେ ।

ଏ ସବୁ କୁ ଆଖି ଆଗରେ ରଖିଲେ ଆଗାମୀ ଭବିଷ୍ୟତ କଣ ହେବ ଏମାନଙ୍କର ତାହା କହିବା ଅସମ୍ଭବ । ଏତେ ଛୋଟ ବୟସ ରୁ ଏଭଳି ଜିନିଷ ରଖିଲେ ଏମାନଙ୍କ ମାନସିକ ଚିନ୍ତାଧାରା କିଭଳି ଥିବ ଏହା ଦେଖିବା ବାକି ରହିଲା । ବେଳ ଥାଉ ଥାଉ ସାବଧାନ ନ ହେଲେ ଏହିଭଳି ଅସୁବିଧାର ସମୁଖୀନ ହେବାକୁ ପଡିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *