ବାଛନ୍ତୁ ନିଜର ଜନ୍ମବାର ଓ ଜାଣନ୍ତୁ ନିଜ ବିଷୟରେ କିଛି ଖାସ ରାଜ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁ ବ୍ୟକ୍ତିର ଜନ୍ମ ଦିନ ବହୁତ ଖାସ ହୋଇଥାଏ । ବ୍ୟକ୍ତିର ଜନ୍ମ ଦିନ ଆଧାରରେ ତାହାର ସ୍ଵଭାଵ, ଗୁଣ ଓ ଭବିଷ୍ୟତ ଜାଣି ହୋଇଥାଏ  । ସପ୍ତାହର ସାତଦିନଙ୍କର ଗ୍ରହ ଅଲଗା ଅଲଗା ହୋଇଥାଏ । ତେବେ ଆସନ୍ତୁ ଆଜି ଆମେ ଆପଣଙ୍କ ଜନ୍ମ ବାର ହିସାବରେ ଆପଣଙ୍କ ବିଷୟରେ ଜାଣିବା । ଆପଣ ପ୍ରଥମେ ନିଜର ଜନ୍ମ ବାର ଟିକୁ ଭାବି ରଖନ୍ତୁ । ଏହାକୁ ଆପଣ ମାତ୍ର ପାଞ୍ଚ ସେକେଣ୍ଡରେ ଭାବନ୍ତୁ ।

ରବିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି: ଏହିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ସବୁବଳେ ବହୁତ ଭାବି ଚିନ୍ତି କଥା କହିଥାନ୍ତି । ଶିକ୍ଷା କ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତ କରିଥାନ୍ତି । ପରିବାର ଲୋକଙ୍କୁ ବହୁତ ଖୁସିରେ ରଖିବା ପାଇଁ ସବୁବଳେ ଚେଷ୍ଟା କରିଥାନ୍ତି । ଏହି ଲୋକ ମାନଙ୍କୁ ଯିଏ ଅତି ନିକଟରୁ ଜାଣିଥାଏ , ସେ ତାହାର ସବୁ ନକରାତ୍ମକ ଓ ସକରାତ୍ମକ ଭାବନାକୁ ସହଜରେ ଜାଣି ପାରିଥାଏ । ଏମାନେ ସବୁବେଳେ ମିଳିମିଶି ରହିବା ପାଇଁ ଚାହିଁଥାନ୍ତି ।

ସୋମବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି: ଏମାନେ ବହୁତ ହସମୁଖ କିସମର ଲୋକ ହୋଇଥାନ୍ତି । ଏପରି ଲୋକମାନେ ବହୁତ ଭାବୁକ ସ୍ୱଭାବର ହୋଇଥାନ୍ତି । ଏଥିପାଇଁ ଏମାନେ ଶୀଘ୍ର ଭଲପାଇ ବସନ୍ତି । କନ୍ତୁ, ଏମାନେ ଭଲପାଇବା ପୂର୍ବରୁ ନିଜ ସାଥୀର ବ୍ୟବହାର ଓ ସ୍ୱଭାବ ଭଲଭାବେ ପରୀକ୍ଷା କରିଥାନ୍ତି । ଏମାନେ ସମ୍ପର୍କକୁ ବହୁତ ଗୁରୁତ୍ୱ ଦେଇଥାନ୍ତି । ଏଥିପାଇଁ ଏମାନେ କେବଳ ଜଣଙ୍କୁ ହିଁ ଭଲ ପାଇଥାନ୍ତି ଏବଂ ତାଙ୍କୁ ଜୀବନ ସାଥି ରୂପେ ପାଇବା ପାଇଁ ଚାହିଁଥାନ୍ତି ।

ମଙ୍ଗଳବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି: ଏମାନଙ୍କ ଗ୍ରହରେ ମଙ୍ଗଳ ଗ୍ରହର ପ୍ରଭାବ ଏତେ ରହିଥାଏ କି , ଏହା ସେମାନଙ୍କ ସ୍ଵଭାଵ ଓ କାର୍ଯ୍ୟରେ ଦେଖିବାକୁ ମିଳିଥାଏ । ସେଥିପାଇଁ ଏମାନେ ସାହସୀ , ପର୍ୟତ୍ନଶୀଳ ଓ ମହ୍ବତାକାଂକ୍ଷୀ ହୋଇଥାନ୍ତି । ଏମାନେ ଗୋଟିଏ ଜିନିଷର ବହୁତ ଭଲ ନେତୃତ୍ୱ କରିଥାନ୍ତି । ଏମାନେ ନିଜ ଦାଇତ୍ୱରେ ଟିକେ ବି ହେଳା କରନ୍ତି ନାହିଁ ।

ବୁଧବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି: ଏମାବେ ବାହୁତ ବୁଦ୍ଧିବାନ ଓ ମଧୁର ଭାସି ହୋଇଥାନ୍ତି । ଏମାନେ ସମସ୍ତଙ୍କ ମନକୁ ଅତି ସହଜରେ କିଣି ନେଇଥାନ୍ତି । ଭଲପାଇବା କ୍ଷେତ୍ରରେ ଏମାନେ ଉଚ୍ଚ କୋଟିର ହୋଇଥାଆନ୍ତି କନ୍ତୁ ଭଲପାଇବା କ୍ଷେତ୍ରରେ ଏମାନେ ଧୋକା ମଧ୍ୟ ଅଧିକ ପାଇଥାନ୍ତି । ଏମାନେ ପରିବାର ପ୍ରତି ବହୁତ ଭଲ ପାଇବା ଦେଖାଇ ଥାନ୍ତି ।

ଗୁରୁବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି: ଏମାନେ ନିଜର ପ୍ରତ୍ୟକ କାର୍ଯ୍ୟ ସମ୍ପୂର୍ଣ୍ଣ ମନ ଲଗେଇ କରିଥାନ୍ତି । ସେଥିପାଇଁ ଏମାନେ ନିଜ କାର୍ଯ୍ୟ କ୍ଷେତ୍ରରେ ଭଲ ପଦରେ ରହିଥାନ୍ତି । ଏପରି ଲୋକମାନେ ବହୁତ ଭାବୁକ ସ୍ୱଭାବର ହୋଇଥାନ୍ତି । ଏଥିପାଇଁ ଏମାନେ ଶୀଘ୍ର ଭଲପାଇ ବସନ୍ତି । ଏମାନଙ୍କ ପାଖରେ ଧନର ଅଭାବ ନଥାଏ । ଏମାନଙ୍କ ଉପରେ ମାତା ଲକ୍ଷ୍ମୀ ଠାକୁରାଣୀଙ୍କ କୃପା ସବୁବଳେ ରହିଥାଏ । ଏମାବେ ବହୁତ ଯଶ ବାନ ହୋଇଥାନ୍ତି ।

ଶୁକ୍ରବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି: ଏମାନେ ବହୁତ ବୁଦ୍ଧିବାନ ହୋଇଥାନ୍ତି । ଏମାନଙ୍କ ବହୁତ ସୁନ୍ଦର ଓ ଆକର୍ଷକ ମଧ୍ୟ ହୋଇଥାଆନ୍ତି । ଏମାନେ ସର୍ବଦା କିଛି ନା କିଛି ନୂଆ ରାସ୍ତା ଖୋଜିବାରେ  ଲାଗିଥାନ୍ତି । ଏମାନେ କୌଣସି ଗୋଟିଏ କାମରେ ସନ୍ତୁଷ୍ଟ ହୋଇନଥାନ୍ତି । ଏମାନଙ୍କୁ ନୂଆ ନୂଆ କାର୍ଯ୍ୟ କରିବାକୁ ପସନ୍ଦ ଲାଗିଥାଏ । ଏମାନେ ନିଜ ରାସ୍ତା ନିଜେ ହିଁ ପ୍ରସ୍ତୁତ କରିଥାନ୍ତି ।

ଶନିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି: ଏମାନେ ଯାନ୍ତ୍ରିକ ଜିନିଷ ଉପରେ ବହୁତ ରୁଚି ରଖିଥାନ୍ତି । ଏମାନଂକ ଉପରେ ଯେତେ କଷ୍ଟ ଆସିଲେ ମଧ୍ୟ ଏମାନେ ତାହାକୁ ଅତି ସାହସର ସହିତ ସାମ୍ନା କରିଥାନ୍ତି । ଏମାବେ ନିଜ ସ୍ବଭାବରେ ସମସ୍ତଙ୍କୁ ଖୁସିରେ ରଖିଥାନ୍ତି । ଏମାନେ ଜୀବନର ସବୁ ପଦକ୍ଷେପ ବହୁତ ଭବି ଚିନ୍ତି ନେଇଥାନ୍ତି । ଭୁଲ କଥାରେ ଏମାନେ ଶୀଘ୍ର ରାଗିଯାଇଥାନ୍ତି । ଏମାନଙ୍କର ଭୁଲ ଥିଲେ ଏମାନେ ନିଜେ ହିଁ ସ୍ୱୀକାର କରିଦେଇଥାନ୍ତି । ପ୍ରେମ ବାବଦରେ ଏମାନେ ବହୁତ ଭାବି ଚିନ୍ତି ନିସ୍ପତି ନେଇଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *