ଦମ ଅଛି ତ ଖୋଜି ଦେଖାଅ ! ଜଙ୍ଗଲରେ ଲୁଚି ବସିଛି ଚିତାବାଘ, କଣ ଆପଣ ଜାଣି ପାରୁଛନ୍ତି କେଉଁଠି ?

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ କଣ ଜାଣିଛନ୍ତି କି ବାଜ ପକ୍ଷୀ ର ଆଖି ବହୁତ ତୀକ୍ଷ୍ଣ ଥାଏ ସେ ନିଜର ଶିକାର କୁ ଦୁର ଦୁରାନ୍ତରୁ ମଧ୍ୟ ଦେଖି ପାରେ ଏବଂ ସେ ଯେତେ ଗଛ ପତ୍ର ତଳେ ଲୁଚି ରହିଥିଲେ ମଧ୍ୟ ସେ ନିଜର ଶିକାର କୁ ନିଜର ତୀକ୍ଷଣ ନଜର ରେ ଖୋଜି ଦେଇ ପାରିଥାଏ । ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଗୋଟିଏ ଖେଳ ବହୁତ ଚର୍ଚ୍ଚା ରେ ରହିଛି ଖେଳ ର ନାମ ହେଉଛି ଫାଇଣ୍ଡ ଦ ଅଵଜେକ୍ଟ ।

ତେବେ ଏହି ଥିରେ ଆପଣ ମାନଂକୁ ଗୋଟିଏ ଫୋଟୋ ଦେଖା ଯିବ ଏବଂ ସେହି ଭିତରୁ ଆପଣ ଙ୍କୁ ଏକ ଜିନିଷ କିମ୍ବା କୌଣସି ଲୋକ ଙ୍କୁ ଖୋଜିବାକୁ କୁହାଯିବ । ତେବେ ଯଦି ଆପଣଙ୍କ ଆଖି ଏବଂ ନଜର ମଧ୍ୟ ବାଜ ପକ୍ଷୀ ଭଳି ତୀକ୍ଷଣ ହୋଇଥାଏ ତେବେ ଆପି ନିଶ୍ଚିତ ଭାବରେ ଏହି ଫୋଟୋ ରେ ତାହା ଖୋଜି ପାରିବେ ନଚେତ ହାର ମାନିଯିବେ ।

ତେବେ ସେହି ପରି ଆଜି ଆମେ ଆପଣଙ୍କ ପାଇଁ ମଧ୍ୟ ଏକ ଏହି ଭଳି ଖେଳ ନେଇ ଆସିଛୁ ଆପଣ ଙ୍କୁ ମଧ୍ୟ ଏହି ଫୋଟୋ କୁ ଦେଖି ତା ଭିତରେ ଲୁଚି ରହିଥିବା ଚିତାବାଘ କୁ ଖୋଜିବାର ଅଛି । ତେବେ ଯଦି ଆପଣଙ୍କ ନଜର ମଧ୍ୟ ବାଜ ପକ୍ଷୀ ଭଳି ତୀକ୍ଷଣ ତେବେ ଆପଣ ଏହି ଫୋଟୋ ରୁ ସେହି ଚିତାବାଘ କୁ ଖୋଜି ଦିଅନ୍ତୁ । ତେବେ ଏହି ଫୋଟୋ ରେ ଆପଣ ଦେଖି ପାରୁଥିବେ ଗୋଟିଏ ଜଂଗଲ ର ଚିତ୍ର ଯେଉଁଠି ବହୁତ ଗଛ ପତ୍ର ଲତା ଘାସ ଆଦି ରହିଛି ।


ତେବେ ଏହି ଭିତରେ ଲୁଚି ରହିଛି ଗୋଟିଏ ଚିତା ବାଘ ତେବେ ଆପଣ ଙ୍କୁ ସେ କଣ ଦେଖା ଯାଉଛି ? ତେବେ ଏହି ଫୋଟୋ ଟି ସୋସିଆଲ ମିଡ଼ିଆ ରେ ମଧ୍ୟ ଖୁବ ଭାଇରାଲ ହେଉଛି ତେବେ ୯୦% ଲୋକ ଚିତାବାଘ କୁ ଖୋଜିବାରେ ଅସକ୍ଷମ ହୋଇଥିଲେ । ତେବେ ଆଉ କିଛି ଲୋକ ଏହି ଫୋଟୋ ରେ କୌଣସି ଚିତା ବାଘ ନାହିଁ ଏବଂ ଏହା ଆମକୁ ମୂର୍ଖ କରାଯାଉଛି ବୋଲି ମଧ୍ୟ କହିଥିଲେ । କିନ୍ତୁ ସତ କଥା ହେଉଛି ଏହି ଫୋଟୋ ରେ ଚିତାବାଘ ରହିଛି ।


ତେବେ ଆପଣ ମାନେ କଣ ଖୋଜି ପାରିଲେ ତେବେ କମେଣ୍ଟ ରେ ନିଶ୍ଚିତ ଜଣାନ୍ତୁ । ତେବେ ଆସନ୍ତୁ ଜାଣିନେବା ସେହି ଚିତା ବାଘ ଟି କେଉଁଠି ରହିଛି । ତେବେ ଆପଣ ଏହି ଫୋଟୋ ଟି କୁ ଧ୍ୟାନ ର ସହିତ ଦେଖନ୍ତୁ ଦେଖି ପାରିବେ କି ଗଛ ର ଡାହାଣ ପଟ ସାଇଡ଼ ର ତଳେ ହିଁ ସେହି ଚିତାବାଘ ଟି ଲୁଚି ବସିଛି । ତେବେ ଏହି ଖେଳ ଏବଂ ଲେଖା କିପରି ଲାଗିଲା ନିଜର ମତାମତ ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *