Odia Gk Questions- ଜଣେ ସ୍ତ୍ରୀର 7 ଟି ଛୁଆ, ସମୁଦାୟରୁ ଅଧା ପୁଅ ଓ ଅଧା ଝିଅ ତେବେ କୁହନ୍ତୁ ଏହା କିପରି ସମ୍ଭବ ?

ବନ୍ଧୁଗଣ ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାରଣ ଯେ କୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସଂପୂର୍ଣ୍ଣ । ସେହି ଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ ।

ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲା ମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁ ରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣ ରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ । 

୧- ଭାରତରେ କେଉଁ ରାଜ୍ୟରେ ଗୋଟିଏ ବି ଜିଲ୍ଲା ନାହି ?

ଉତ୍ତର- ଲକ୍ଷଦ୍ଵିପ ।

୨- ମନ୍ଦିରର ସହର କାହାକୁ କୁହାଯାଏ ?

ଉତ୍ତର- ବନାରସ ।

୩- ଭାରତରେ ସବୁଠାରୁ ଅଧିକ ଚନ୍ଦନର ଗଛ କେଉଁ ରାଜ୍ୟରେ ଦେଖାଯାଏ ?

ଉତ୍ତର- କର୍ଣ୍ଣାଟକ ।

୪- ଭାରତର ପ୍ରଥମ ରାଜ୍ୟର ନାମ କଣ ?

ଉତ୍ତର- ବିହାର ।

୫- ବାଗୋ ର ସହର କାହାକୁ କୁହାଯାଏ ?

ଉତ୍ତର- ଲକ୍ଷ୍ନୌ ।

୬- କେଉଁ ରାଜ୍ୟର ନାମର ଅର୍ଥ ବାଦଲର ଘର ଅଟେ ?

ଉତ୍ତର- ମେଘାଳୟ ।

୭- ଭାରତର ସେକ୍ସପିୟର କାହାକୁ କୁହାଯାଏ ?

ଉତ୍ତର- କାଳିଦାସ ।

୮- ଭାରତୀୟ ରେଳର ମ୍ୟୁଜିୟମ କେଉଁଠି ଅଛି ?

ଉତ୍ତର- ନୂଆଦିଲ୍ଲୀର ଚାଣକ୍ୟପୁରୀ ରେ ।

୯- ଭାରତରେ ସବୁଠାରୁ କମ ବର୍ଷା କେଉଁଠି ହୁଏ ?

ଉତ୍ତର- ଲେହ । 

୧୦- ଦୁନିଆର ସବୁଠାରୁ ଉଚ୍ଚ ଇମାରତ କଣ ?

ଉତ୍ତର- ବୁର୍ଜ ଖାଲିଫା ।

୧୧- ଅଢେଇ ଦିନର ଝୋପଡି କାହାକୁ କୁହାଯାଏ ?

ଉତ୍ତର- ମସଜିଦ । 

୧୨- ଭାରତର ସବୁଠାରୁ ବଡ ପାଗଳଖାନା କେଉଁଠି ଅଛି ?

ଉତ୍ତର- ଆଗ୍ରା । 

୧୩- ସାତ ପାହାଡର ନଗର କାହାକୁ କୁହାଯାଏ ?

ଉତ୍ତର- ରୋମ । 

୧୪- କବାଡି କେଉଁ ଦେଶର ରାଷ୍ଟ୍ରୀୟ ଖେଳ ?

ଉତ୍ତର- ବାଙ୍ଗଲାଦେଶ ।

୧୫- ସବୁଠାରୁ ବିଷଧର ସାପ କିଏ ?

ଉତ୍ତର- କିଙ୍ଗ କୋବ୍ରା ।

୧୬- ଭାରତୀୟ ନୋଟରେ କେତୋଟି ଭାଷା ଅଛି ?

ଉତ୍ତର- ୧୭ଟି ।

୧୭- କାଗଜର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଚୀନ ।

୧୮- ଦୁନିଆର ସବୁଠାରୁ ପୁରୁଣା ଖେଳର ନାମ କଣ ?

ଉତ୍ତର- ପୋଲୋ । 

୧୯- ଧଳା ହାତୀ କେଉଁ ଦେଶରେ ଦେଖାଯାଏ ?

ଉତ୍ତର- ଥାଇଲ୍ୟାଣ୍ଡ । 

୨୦- ଜଣେ ସ୍ତ୍ରୀ ର ୭ଟି ଛୁଆ, ସମୁଦାୟରୁ ଅଧା ପୁଅ ଓ ଅଧା ଝିଅ । ତେବେ ଏହା କିପରି ସମ୍ଭବ ?

ଉତ୍ତର- ପ୍ରଶ୍ନରେ ସମୁଦାୟରେ ପଚରାଯାଇଛି ସମୁଦାୟରେ ପିଲାଙ୍କର ମା ବି ସାମିଲ ଅଛି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *