ଆପଣଙ୍କ କିମ୍ବା ଆପଣଙ୍କର କୌଣସି ସମ୍ପର୍କୀୟଙ୍କ ନାମ Nରୁ ଆରମ୍ଭ ହେଉଛି, ତ ନିଶ୍ଚୟ ଜାଣନ୍ତୁ ଏହି ରାଜ୍ ବିଷୟରେ

ଜ୍ୟୋତିଷ ବିଦ୍ୟା ସାହାର୍ଯ୍ୟରେ ଆପଣ କୌଣସି ବି ବ୍ୟକ୍ତିର ପ୍ରଥମ ଅକ୍ଷର ଦ୍ଵାରା ତାହାର ଜୀବନ ସହ ଜଡିତ ସମସ୍ତ ରହସ୍ୟ ଜାଣି ପାରିବେ । କହିବାକୁ ଗଲେ କୌଣସି ବ୍ୟକ୍ତିର ନାମ ତାହାର ରାଶିଫଳ ଓ ନିର୍ଧାରିତ ସମୟ ଅନୁସାରେ ଠିକ କରାଯାଇଥାଏ । ଏମିତିରେ ଗୋଟିଏ ବ୍ୟକ୍ତି ପାଇଁ ତାହାର ନାମ ବହୁତ ହିଁ ଅଧିକ ମହତ୍ଵ ରଖିଥାଏ । ଆପଣ ସମସ୍ତେ ଜାଣିଛନ୍ତି କି ଏହି ଦୁନିଆରେ ୧୨ଟି ରାଶିର ଲୋକ ଅଛନ୍ତି ଓ ସମସ୍ତ ରାଶିର ପ୍ରଥମ ଅକ୍ଷର ବି ଅଲଗା ଅଲଗା ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ N ଅକ୍ଷର ସହ ଜଡିତ ଲୋକମାନଙ୍କ ବିଷୟରେ କିଛି ଖାସ ସୂଚନା ଦେବାକୁ ଯାଉଛୁ ।

Image courtesy: Google

·    ଇଂଗ୍ଲିଶର ଅକ୍ଷର Nକୁ ଗଣିତରେ ଅଙ୍କ ୫ ସମାନ କୁହାଯାଏ । ଯାହାକି ନିଜ ମଧ୍ୟରେ ହିଁ ସ୍ଵତନ୍ତ୍ରତା, କଳ୍ପନା ଓ ସୁଖର ପ୍ରତିନିଧିତ୍ଵ କରିଥାଏ ।

·    ଯେଉଁ ଲୋକମାନଙ୍କ ନାମ Nରୁ ଆରମ୍ଭ ହୋଇଥାଏ ସେମାନଙ୍କୁ ନିଜ ଜୀବନରେ ସବୁ ଜିନିଷ ପରଫେକ୍ଟ ଦରକାର । ଏହା ଛଡା ଏମାନେ ସର୍ବଦା ଦ୍ଵିତୀୟ ଲୋକମାନଙ୍କ କାମରେ ଭୁଲ ଖୋଜିଥାନ୍ତି ଓ ଯଦି ରିଲେଶନଶିପ ବିଷୟରେ କଥା ହେବା ତେବେ ଏମାନେ ନିଜ ପାଇଁ ସେହିଭଳି ହିଁ ପାର୍ଟନର ଖୋଜନ୍ତି ଯେଉଁମାନେ ଏମାନଙ୍କ ନଜରରେ ସବୁ ଦିଗରେ ସଠିକ ହୋଇଥିବେ ।

·    ଯେଉଁ ଲୋକମାନଙ୍କ ନାମ Nରୁ ଆରମ୍ଭ ହୋଇଥାଏ ସେମାନେ ନିଜ ଜୀବନରେ ବହୁତ ହିଁ ସକ୍ରିୟ ଓ ଆଧୁନିକ ଚିନ୍ତାଧାରା ରଖୁଥିବା ବ୍ୟକ୍ତି ଅଟନ୍ତି ।

·    ଏହି ଲୋକମାନଙ୍କ ଜୀବନରେ ପ୍ରେମର ବହୁତ ହିଁ ମହତ୍ଵ ରହିଥାଏ । ଏହି କାରଣ ଅଟେ କି ଏମାନେ ଯାହାକୁ ବି ପ୍ରେମ କରନ୍ତି ତାଙ୍କୁ ହିଁ ନିଜର ସବୁକିଛି ମନେ କରନ୍ତି ।

Image courtesy: Google

·    ଏମାନେ ସବୁବେଳେ ନିଜର ମନ ଇଚ୍ଛା କାମ କରିଥାନ୍ତି । ଏମାନେ ନିଜ ପରିବାରକୁ ବହୁତ ଭଲ ପାଆନ୍ତି । ଏହା ଛଡା ଏମାନେ ବହୁତ ଆଶାବାଦୀ ବି ହୋଇଥାନ୍ତି ।

·    ନିଜ ଜୀବନରେ ଆସୁଥିବା ଚେଞ୍ଜେସକୁ ଏମାନେ ବହୁତ ହିଁ ଏନଜୟ କରନ୍ତି । ଏମାନେ ନିଜ ଜୀବନକୁ ନିଜ ହିସାବରେ ବ୍ୟତୀତ କରିବାକୁ ପସନ୍ଦ କରନ୍ତି । ଏମାନଙ୍କ କହିବାର ଅନ୍ଦାଜ ବି ବହୁତ ଆକର୍ଷକ ହୋଇଥାଏ । ଏମାନେ ପ୍ରାୟତଃ ଲେଖିବା ଓ ରଚନାତ୍ମକ କ୍ଷେତ୍ରରେ ନିଜର ରୁଚି ରଖନ୍ତି ।

·    ଏମାନଙ୍କ ସ୍ଵଭାବ ବହୁତ ହିଁ ଜିଜ୍ଞାସୁ ହୋଇଥାଏ । ଏହା ସହିତ ଏମାନେ ବହୁତ ହିଁ ବୁଦ୍ଧିମାନ ଓ ପ୍ରତିଭାଶାଳୀ ହୋଇଥାନ୍ତି । ଆପଣଙ୍କୁ ଏହା ଭଲ ଲାଗିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ ଓ ଏହିପରି କିଛି ନୂଆ ନୂଆ କଥା ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *