‘ଜଣଙ୍କ ପରେ ଜଣେ ମୋ ଗୋଡ ହାତକୁ ଧରି ମତେ ସେମାନେ…’ ମହିଳା ଜଣଙ୍କ ନିଜ ସହ ହୋଇଥିବା ଘଟଣା ବିଷୟରେ ଯାହା କହିଲେ ଶୁଣିଲେ ଦେହ ଥରିବ

ବନ୍ଧୁଗଣ, ସୂଚନା ଅନୁଯାୟୀ ୨୦୦୯ ମସିହାରେ ସ୍ଵାମୀ ଛାଡ଼ିବା ପରେ ପେଟ ଚଖେଣ୍ଡା ପାଇଁ ପାରାଦୀପ ରୁ ଭୁବନେଶ୍ଵର ଆସିଥିଲେ ଜଣେ ମହିଳା । ଏବଂ ଭୁବନେଶ୍ଵର ରେ ବିଭିନ୍ନ କାର୍ଯ୍ୟ କରି ପେଟ ପୋଷୁଥିଲେ । ଏବଂ ଏହାରି ଭିତରେ ଭୁବନେଶ୍ଵର ର ଜଣେ ବ୍ୟକ୍ତି ଙ୍କ ସହିତ ତାଙ୍କର ବିବାହ ହୋଇଥିଲା । କଥା ହେଉଛି ସେ ବ୍ୟକ୍ତି ଜଣଙ୍କ ଯେତେବେଳେ ନିଜ କାର୍ଯ୍ୟରେ ପୁରୀ ଯାଇଥିଲେ ମହିଳା ଜଣଙ୍କ ଘରେ ଏକୁଟିଆ ଥିଲେ ।

ଏକୁଟିଆ ର ସୁଯୋଗ ନେଇ ତିନିଜଣ ଯୁବକ ତାଙ୍କୁ ଘରୁ ଟେକି ନେଇ ଗ-ଣ ଦୁଷ୍କର୍ମ କରିଥିଲେ । ଯାହାକି ୨୦୦୯ ମସିହାରେ ଓଡ଼ିଶାରେ ଚାଞ୍ଚଲ୍ୟ ଖେଳି ଯାଇଥିଲା ଓ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ମଧ୍ୟ ହୋଇଥଲା । ଯେତେବେଳେ ମଞ୍ଚେଶ୍ୱର୍ ଥାନାରେ ଅଭିଯୋଗ ହୋଇଥିଲା ସେତେବେଳେ ପୋଲିସ ତଦନ୍ତ କରିଥିଲା ଓ ୩ ଅଭିଯୁକ୍ତଙ୍କ ଭିତରୁ ଜଣକୁ ଗିରଫ କରିଥିଲା ପୋଲିସ ।

ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ହୋଇ ଯାଇଥିଲେ । ଗୋଟେ ଅଭିଯୁକ୍ତର ସଡ଼କ ଦୁର୍ଘଟଣାରେ ମୃ-ତ୍ୟୁ ହୋଇଥିଲା । ଦୀର୍ଘ ୧୩ ବର୍ଷର ବ୍ୟବଧାନ ପରେ ୩ଜଣ ଅଭିଯୁକ୍ତ ଙ୍କ ମଧ୍ୟରୁ ବଜ୍ୟା ନାମକ ଅଭିଯୁକ୍ତ କୁ ଗିରଫ କରାଯାଇଛି । ବଜ୍ୟା ମଞ୍ଚେଶ୍ଵର୍ ଅଞ୍ଚଳ ରେ ନିଜ ପ୍ରଭାବ ବିସ୍ତାର କରିଥିଲା । ରାଜନେତା ମାନଙ୍କ ସହିତ ତାଙ୍କର ସଂପୃକ୍ତି ଥିଲା ।

ବଡ ବଡିଆ ମାନଙ୍କ ପ୍ରସେଧ ପଟରେ ଅପରାଧ ଭିଆଉଥିଲା ବାଜ୍ୟା । କିନ୍ତୁ ୧୩ ବର୍ଷ ଧରି କାହିଁକି ପୋଲିସ ବାଜ୍ୟା କୁ ଧରୁ ନଥିଲା । ୧୩ ବର୍ଷ ତଳ ୨୦୦୯ ମସିହାରେ ଯେଉଁ ଲୋମ ଟାଙ୍କୁରା ଘଟଣା ଘଟିଥିଲା । ସେହି ସମୟରେ ଯିଏ ଗଣ ଦୁଷ୍କର୍ମ ର ଶିକାର ହୋଇଥିଲେ ସେହି ପୀଡ଼ିତା କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସେହି ବିଷୟରେ । ପୀଡ଼ିତା କହୁଛନ୍ତି;- ମୁଁ ରାତିରେ ଘରେ ଏକା ଶୋଇଥିଲେ । ସେମାନେ ଆସି କବାଟ ବାଡେଇଲେ । ମୁଁ ଯାଇ କବାଟ ଖୋଲିଲା ପରେ ସେମାନେ ମୋତେ ପଚାରିଲେ କ’ଣ କରୁଛ ମୁଁ କହିଲି ଘରେ ଅଛି ଆଉ କ’ଣ କରିବି ?

ସେଠୁ ସେମାନେ ମୋତେ ଟ-ଣା ଓଟୋ-ରା କରିଥିଲେ । ତାହା ପରେ ମୋତେ ଟେକିକି ନେଇଗଲେ । କୋଣ ପାଖରେ ଗୋଟେ ସଟର ଅଛି ସେଠି ଜବ-ରଦସ୍ତ ମୋତେ ପକାଇ ମୋ ଗୋଡ ହାତ ଜା-ବୁଡ଼ି ଧରି ମୋତେ କା-ମୁଡ଼ା କା-ମୁଡ଼ି ଆ-ମ୍ପୁଡ଼ା ଆ-ମ୍ପୁଡ଼ି କରି ଜଣକ ପରେ ଜଣେ ବହୁତ କଷ୍ଟରେ ସେମାନେ ମୋତେ ଦୁ-ଉଷ୍କର୍ମ କରିଛନ୍ତି ।

ଶେଷରେ ମୁଁ ବ୍ଲଡ଼ ବାନ୍ତି ମଧ୍ୟ କରିଛି । ତାଙ୍କୁ ବହୁତ ମୁଁ ରିକ୍ୱେଷ୍ଟ କରିଛି ବହୁତ ନେହୁରା ହୋଇଛି କିନ୍ତୁ ସେମାନେ କିଛି ଶୁଣିଲେ ନାହିଁ । ଜବରଦସ୍ତ ଜଣକ ପରେ ଜଣେ ଦୁ-ଉଷ୍କର୍ମ କରି ଚାଲିଲେ । ମୁଁ ଜଣେ ଲୋକ କ’ଣ ବି କରିପାରିବି । ମୁଁ ବେହୋସ୍ ହୋଇ ପଡ଼ିଗଲି । ବେହୋସ୍ ହୋଇ ଉଠିବା ପରେ ଥାନାରୁ ଲୋକ ଆସିଲେ । ଥାନାକୁ ଖବର ଯାଇଥିଲା ।

ଜଣେ ଅଭିଯୁକ୍ତ କୁ ସେଠୁ ନେଇକି ଗଲା ପୋଲିସ । ଅନ୍ୟ ଦୁଇଜଣ ଫେରାର ହୋଇ ଯାଇଥିଲେ । ସେମାନେ ମୋ ସହ ଯାହା ବି କରିଛନ୍ତି ମୁଁ କହି ବି ପାରୁନି । ମୋତେ ଏତେ ମାତ୍ରାରେ ଆଘାତ କରିଛନ୍ତି ମୋ ଗୋଡ ହାତ ଚାପି ଧରି । ଭଗବାନଙ୍କ ଦୟାରୁ ମୋ କେସ ରି-ଓପନ ହୋଇ ୧୩ ବର୍ଷ ପରେ ଅଭିଯୁକ୍ତ ଟି ଧରା ପଡ଼ିଲା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *