ଯମରାଜ ବୋଧେ ଛୁଟିରେ ଅଛନ୍ତି, ଥରେ ଦେଖନ୍ତୁ ଯୁବକଙ୍କ ଏହି ଉତ୍ପାତିଆ ହରକତ, ଆଖି ବୁଜି ହେଇଯିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ସଂସାରରେ ମଣିଷ ଜୀବନ ଜନ୍ମମୃତୁର ଛକାପଞ୍ଝା ଖେଳ ଭିତରେ ଅତିବାହିତ ହୋଇଥାଏ । ଜନ୍ମ ମୃତ୍ୟୁ ଏ ଦୁଇଟି ପରଷ୍ପର ଅବିଚ୍ଛେଦ୍ୟ ଅଙ୍ଗ ସଦୃଶ । ଜନ୍ମ ଅଛି ମାନେ ମୃତ୍ୟୁ ସୁନିଶ୍ଚିତ । ସଂସାରରେ ପରିଚାଳିତ ହେଉଥିବା ସମସ୍ତ ମାନବ କାଳର କରାଳ ଗତିରେ କେବେ ବି ବର୍ତ୍ତି ପାରନ୍ତି ନାହିଁ । ବିଧାତା କେତେବେଳେ କାହା ଉପରେ ଦାଉ ସାଧିବ ଏହା କେହି ବି ଜାଣି ନାହାନ୍ତି ।

ଆମ ସମସ୍ତଙ୍କ ଜୀବନର ମାନଦଣ୍ଡ ସେହି ଭଗବାନଙ୍କ ଉପରେ ନ୍ୟସ୍ତ । କେତେବେଳେ କିଏ ବଞ୍ଚିବ ଓ ମରିବ ତାହା କେହି ଜାଣି ନଥାନ୍ତି । ସାମାନ୍ୟ ଅସାବଧାନତା ଯୋଗୁଁ କିପରି ନିଜର ପ୍ରାଣ ହରାଇ ଥାନ୍ତି । ପୁଣି କିଏ ମୃତ୍ୟୁ ମୁଖରୁ ବଞ୍ଚି ଆସିଛି ଏହାର ଉଦାହରଣ ଆସି ପହଞ୍ଚିଛି ଆମ ନିକଟରେ ।

ଦୁର୍ଘଟଣା କେବେ ହେଲେ କହି ଆସି ନଥାଏ । କୁହାଯାଏ ରଖିଲେ ଶିବ ମାରିବ କିଏ । ଯଦି ଭଗବାନ ଚାହିଁ ନଥାନ୍ତି ମଣିଷ ବହୁତ୍ ବଡ଼ ବିପଦରୁ ମଧ୍ୟ ଉଦ୍ଧାର ପାଇ ଯାଆନ୍ତି । ତେବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏକ ଭିଡ଼ିଓ । ଭାଇରାଲ ହୋଇଥିବା ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ଜଣେ ଯୁବକ ଚଳନ୍ତା ଟ୍ରେନ ର ଗେଟ ରୁ ବାହାରି ଷ୍ଟଣ୍ଟ ଦେଖେଇବାରେ ଲାଗିଛି ।

ତେବେ କେତେବେଳେ କୌଣସି ଖୁଣ୍ଟ କୁ ଛୁଇଁ ଦେଉଛି ତ କେତେବେଳେ ପାଚେରୀ ଉପରେ ଦୌଡ଼ି ଭିତରକୁ ଆସୁଛି ଆଉ କେତେ ବେଳେ ଟ୍ରେନ ଚକ ପାଖକୁ ଯାଇ ଉପରକୁ ଆସୁଛି । ତେବେ ଏହି ଭଳି ଭାବରେ ନିଜର ଷ୍ଟଣ୍ଟ ଦେଖେଇ ଭାଇରାଲ ବା ଫେମସ ହେବାର ଇଚ୍ଛା ରେ ନିଜ ଜୀଵନ ସହ ଖେଳିବାକୁ ମଧ୍ୟ ପଛାଉ ନାହାନ୍ତି । ତେବେ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ମଧ୍ୟ ଲାଗିଛି ।


କିଛି ଲୋକ ଏହି ଯୁବକର ସାହାସ କୁ ପ୍ରଶଂସା କରୁଛନ୍ତି ତ କିଛି ଲୋକ ଏହାକୁ ମୂର୍ଖାମୀ କହି ଗାଳି ଦେଉଛନ୍ତି । ତେବେ ଫେମସ ହେବା ପାଇଁ ଏଭଳି କାର୍ଯ୍ୟ କରିବା ନିଶ୍ଚିତ ଭାବରେ ଏଜ ମୂର୍ଖାମୀ ର ପରିଚୟ । ଭାଇରାଲ ବା ଫେମସ ହେବାକୁ ହେଲେ ନିଜ ର ପ୍ରତିଭା ଦେଖାଇ ଫେମସ ହୁଅ ଏଭଳି କାମ କରି ନୁହଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *