Jajpur ଜିଲ୍ଲାରେ ଜଣଙ୍କ ଘର ସାରା ବୁଲୁଥିଲେ ଏତେ ସାରା ବିଷଧର ନାଗ, ଭୟରେ ଗାଁ ଲୋକ, ଦେଖନ୍ତୁ କିପରି ବଞ୍ଚିଲା ଜୀବନ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ସାପ ମାନଙ୍କର ଅନେକ ଭିଡିଓ ଦେଖିଥିବେ ଓ ସାପ ସହ ଜଡିତ ଅନେକ ଘଟଣା ଗୁଡିକ ବିଷୟରେ ମଧ୍ୟ ଶୁଣିଥିବେ । ହେଲେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିବା ପରେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଘଟଣାର ଭିଡିଓ ବହୁତ ଭା-ଇ-ରା-ଲ ହେଉଛି ।

ବନ୍ଧୁଗଣ ଗୋଟେ ଘର ଭିତରୁ ନାଗୁଣୀ ସହ ତାର ଛୁଆ ମାନଙ୍କୁ ଉଧାର କରାଯାଇଛି । ମି-ଡି-ଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ଯାଜପୁର ଜିଲ୍ଲା ନାଉପୋଡାରେ ଘ-ଟି-ଛି । ନାଗୁଣୀ ସାପ ବହୁତ ଦିନ ଧରି ବ୍ୟକ୍ତିଙ୍କ ଘରର ମାଟି ତଳେ ରହୁଥିଲା । ମାଟି ଖୋ-ଳି ସେ ବାହାରକୁ ଯିବାର ଅନ୍ୟ ଏକ ରାସ୍ତା କରିଥିଲା । ଏହା ସହିତ ନାଗୁଣୀ ତାର ଛୁଆ ମାନଙ୍କୁ ମଧ୍ୟ ସେହି ସ୍ଥାନରେ ରଖିଥିଲା । ଯେତେବେଳେ ଗାଁ ଲୋକଙ୍କୁ ନାଗୁଣୀ ସାପ ବିଷୟରେ ଜଣା ପଡିଲା ସେତେବେଳେ ସେମାନେ ଏକ ସାପ ଧରାଳିକୁ ଡକାଇ ଥିଲେ ।

ବନ୍ଧୁଗଣ ପ୍ରଥମେ ଘର ଭିତରେ ଥିବା ଭୂମି ବା ମାଟିକୁ ଖୋଲା ଯାଇଥିଲା ସେଥିରୁ କିଛି ଅଣ୍ଡା ବାହରିଥିଲା । ଏହା ପରେ ଘର ବାହାରେ ଥିବା ଏକ କାଠ ଗୋଲା ଭିତରୁ ପାଖା ପାଖି ୧୨ଟି ନାଗୁଣୀ ଛୁଆଙ୍କୁ ଉଧାର କରଯାଇଥିଲା । ଘରର ଚାରି ପାଖରେ ଖୋଜା ଖୋଜି ଚାଲିଲା ଓ ଶେଷରେ ନାଗୁଣୀକୁ ମଧ୍ୟ ଉଧାର କରାଗଲା ।

ଯଦି ସେହି ନାଗୁଣୀ ସହ ୧୨ଟି ଛୁଆ ଘର ତଳେ ରହିଥାନ୍ତେ ତା ହେଲେ ସେହି ସାପ ଛୁଆ ଗୁଡିକ ବଡ ହେଲା ପରେ କଣ ହୋଇଥାନ୍ତା ଭାବନ୍ତୁ । ହେଲେ ଠିକ ସମୟରେ ସେମାନଙ୍କୁ ଉଧାର କରାଯାଇ ପରିବାରକୁ ଗାଁକୁ ସାପ କବଳରୁ ବଞ୍ଚା ଯାଇଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *